ରାଜ୍ୟ
୪୪ ଡିଗ୍ରୀ ଟପିଲା ତାପମାତ୍ରା.. – Ibnodisha

[ad_1]
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । କିଛି ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଅସହ୍ୟ ତାତି ପ୍ରବଳ ଗ୍ରୀଷ୍ମପ୍ରବାହରେ ଛଟପଟ୍ ରାଜ୍ୟବାସୀ। ଶନିବାର ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୪ ଡିଗ୍ରୀ ଟପିଛି। ଭୁବନେଶ୍ୱରର ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତ ସିଜିନର ପ୍ରଥମ ଥର ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଛି।
[ad_2]




