ଖେଳ

ଦିଲ୍ଲୀ କ୍ୟାପିଟାଲ୍ସର ଦମ୍‌ଦାର୍ ବ୍ୟାଟିଂ: ୧୫ ବଲ୍‌ରେ ମ୍ୟାକ୍‌ଗର୍କଙ୍କ ୫୦ ରନ୍ – Ibnodisha

[ad_1]

ନୂଆଦିଲ୍ଲୀ: ଆଇପିଏଲ୍‌ର ୪୩ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ମୁହାଁମୁହିଁ ହୋଇଛନ୍ତି। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଛି। ଦିଲ୍ଲୀ କ୍ୟାପିଟାଲ୍ସର ଦମ୍‌ଦାର୍ ବ୍ୟାଟିଂ କରିଥିବାବେଳେ ଜେକେ ଫ୍ରେଜର ମ୍ୟାକ୍‌ଗର୍କ ଧୂଆଁଧାର ବ୍ୟାଟିଂ କରିଛନ୍ତି। ସେ ୧୫ ବଲ୍‌ରେ ୫୦ ରନ୍ ସଂଗ୍ରହ କରିଛନ୍ତି। ସେ ୨୭ ବଲ୍‌ ଖେଳି ୮୪ ରନ୍ ସଂଗ୍ରହ କରିଛନ୍ତି। ସେ ପୀୟୂଷ ଚାୱଲାଙ୍କ ବଲ୍‌ରେ ମହମ୍ମଦ ନବୀଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button