ରାଜ୍ୟ

୨୨୦ କେଜି ଗଞ୍ଜେଇ ଜବତ : ୧ ଗିରଫ – Ibnodisha

[ad_1]

କନ୍ଧମାଳ : କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗଙ୍କୁ ମିଳିଛି ବଡ ସଫଳତା । ୨୨୦ କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ । କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ବୁଡେନପଙ୍ଗା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ବାଡ଼ିରେ ବିପୁଳ ପରିମାଣର ଗଂଜେଇ ଗଛିତ କରି ରଖିଥିଲେ । କୌଣସି ସୂତ୍ରରୁ ଏହାର ଖବର ଅବକାରୀ ବିଭାଗଙ୍କ ପାଖରେ ପହଞ୍ଚିଥିଲା । ଏହାପରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଉଥିଲା । ଚଢ଼ଉବେଳେ ସେଠାରୁ ୨୨୦ କିଗ୍ରା ଗଞ୍ଜେଇ ଜବତ କରିଥିଲେ। ଏଥିସହ ଏକ ମହିଳାଙ୍କୁ ଗିରଫ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button