ରାଜ୍ୟ

କାରରୁ ବିପୁଳ ପରିମାଣର ମଦ ଜବତ : ୨ ଗିରଫ – Ibnodisha

[ad_1]

ଭବାନୀପାଟଣା : ଗତକାଲି ବିଳମ୍ବିତ ରାତିରେ ଭବାନୀପାଟଣା ଟାଉନ ଥାନା ପୋଲିସ ଚେକିଂ କରୁଥିଲେ। ସେହି ସମୟରେ ଏକ ଧଳା ରଙ୍ଗର ମାରୁତି ଏର୍ଟିଗା କାର୍ ବିପୁଳ ପରିମାଣର ମଦ ନେଇ ଯାଉଥିଲା। ପୋଲିସ କାରକୁ ଯାଞ୍ଚ କରିବା ପରେ କାରରୁ ପ୍ରାୟ ୩୮୮ ଲିଟର ବିଦେଶୀ ମଦ ଓ ୩୦ ହଜାର ୫୫୦ ଟଙ୍କା ଜବତ କରିଥିଲେ। ତେବେ ଏହି ଘଟଣାରେ ୨ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ। ତେବେ ଏହି ମଦ ଏବଂ ଟଙ୍କା ନିର୍ବାଚନରେ ବାଣ୍ଟିବାକୁ ନିଆ ଯାଉଥିବା ସନ୍ଦେହ କରାଯାଉଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button