ଖେଳ

ଟି-୨୦ ବିଶ୍ବକପ୍‌ : ଟିମ୍‌ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ – Ibnodisha

[ad_1]

ନୂଆଦିଲ୍ଲୀ : କ୍ୟାରିବିଆନରେ ହେବାକୁ ଥିବା ଆଗାମୀ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ ନ୍ୟୁଜିଲ୍ୟାଣ୍ଡ ସେମାନଙ୍କର ୧୫ ଜଣିଆ ଖେଳାଳିଙ୍କ ନାମ ପ୍ରକାଶ କରିଛି । ଜୁନ୍ ୨ରୁ ଆରମ୍ଭ ହେଉଥିବା ଟି-୨୦ ବିଶ୍ୱକପକୁ ଏଥର ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ ମିଳିତ ଭାବେ ଆୟୋଜନ କରୁଛନ୍ତି । ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡର ଏହାର ପ୍ରଥମ ମ୍ୟାଚ୍ ଜୁନ୍ ୭ରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ। ଏଥିରେ ସାମିଲ ହୋଇଛନ୍ତି କେନ୍ ୱିଲିୟମ୍ସନ୍ (ଅଧିନାୟକ), ଫିନ୍ ଆଲେନ୍, ଟ୍ରେଣ୍ଟ ବୋଲ୍ଟ, ମାଇକେଲ୍ ବ୍ରେସୱେଲ, ମାର୍କ ଚାପମ୍ୟାନ୍, ଡେଭନ୍ କନୱେ, ଲକି ଫର୍ଗୁସନ୍, ମ୍ୟାଟ ହେନେରୀ, ଡାରିଲ ମିଚେଲ, ଜିମି ନିଶାମ, ଗ୍ଲେନ ଫିଲିପ୍ସ, ରାଚିନ ରବିନ୍ଦ୍ର, ମିଚେଲ ସାଣ୍ଟନର୍, ଇଶ ସୋଧି, ଟିମ୍ ସାଉଦି। ରିଜର୍ଭ: ବେନ୍ ସିଆର୍ସ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button