ଦେଶ
ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିପାତ – Ibnodisha

[ad_1]
ଛତିଶଗଡ଼ : ଛତିଶଗଡ଼ ଯବାନଙ୍କୁ ମିଳିଲା ବଡ଼ ସଫଳତା । ଛତିଶଗଡ଼ର ସୁକମାରେ ଯବାନ ଓ ମାଓବାଦୀ ମୁହାଁମୁହିଁ । ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିପାତ । ସୂଚନା ଅନୁସାରେ, ଛତିଶଗଡ଼ର ସୁକମାରେ ଯବାନମାନେ ସର୍ଚ୍ଚ ଅପରେସନ କରିବା ସମୟରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ଚାଳନ ମଧ୍ୟ ହୋଇଥିଲା । ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିପାତ ହେବା ସହିତ ଏକାଧିକ ମାଓବାଦୀ ଆହତ ହୋଇଛନ୍ତି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଯବାନ ।
[ad_2]