ଦେଶ

ନିଜ ମନର କଥା କହି କ୍ଷୋଭ ପ୍ରକାଶ କଲେ ନୱାଜୁଦ୍ଦିନ ସିଦ୍ଦିକି – Ibnodisha

[ad_1]

ନୂଆଦିଲ୍ଲୀ : ବଲିଉଡ ଅଭିନେତା  ନୱାଜୁଦ୍ଦିନ ସିଦ୍ଦିକି ନିଜର ଦମ୍‌ଦାର ଅଭିନୟ ପାଇଁ ବେଶ ପରିଚିତ ।  ସେ ଖୁବ ଶୀଘ୍ର ଏକ ତେଲୁଗୁ ଚଳଚ୍ଚିତ୍ରରେ ନଜର  ଆସିବେ । ତେବେ ଆଜିକାଲି  ନୱାଜୁଦ୍ଦିନ ନିଜ ଫିଲ୍ମ ପ୍ରମୋସନରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ତାଙ୍କର ଏକ ଚଳଚ୍ଚିତ୍ର ପେଟା କୁ ନେଇ ସେ ଅସନ୍ତୋଷଥିବା ଦେଖିବାକୁ ମିଳିଛି । ପେଟା ଫିଲ୍ମରେ ଉଭୟ ରଜନୀକାନ୍ତ ଓ  ନୱାଜୁଦ୍ଦିନ ନଜର ଆସିଥିଲେ । ସେ କହିଥିଲେ  ଏହି ଫିଲ୍ମରେ ସେ କୌଣସି କଠିନ ପରିଶ୍ରମ କରିନଥିଲେ । ନିଜର ପାରିଶ୍ରମିକ ବାବଦରେ ତାଙ୍କୁ ଯେଉଁ ଅର୍ଥ ମିଳୁଥିଲା ତାହାକୁ ନେଇ ସେ ଦୁଃଖିତ ଥିଲେ । ତାଙ୍କୁ ନିଜ ପାରିଶ୍ରମିକଠୁ ଯଥେଷ୍ଠ ଅର୍ଥ ମିଳିଥିଲା  ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button