ଖେଳ

ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ – Ibnodisha

[ad_1]

ନୂଆଦିଲ୍ଲୀ : ବିସିସିଆଇ ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରିଛି । ଆଜି ମୁଖ୍ୟ ଚୟନକର୍ତା ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଅହମ୍ମଦାବାଦରେ ଚୟନ କମିଟିର ବୈଠକ ବସିଥିଲା । ଏଥିରେ ଏକ ୧୫ ଜଣିଆ ଦଳ ପ୍ରସ୍ତୁତ କରାଯାଇଛି । ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ। ଦେଖନ୍ତୁ, କେଉଁ କେଉଁ ଖେଳାଳି ପାଇଲେ…..
୧)ରୋହିତ ଶର୍ମା (ଅଧିନାୟକ)
୨) ଯଶସ୍ୱୀ ଜୟସୱାଲ
୩)ବିରାଟ କୋହଲି
୪)ସୂର୍ଯ୍ୟକୁମାର ଯାଦବ
୫) ସଞ୍ଜୁ ସାମସନ (ୱିକେଟ୍ କିପର)
୬) ରିଷଭ ପନ୍ତ (ୱିକେଟ୍ କିପର)
୭) ଶିବମ୍ ଦୁବେ
୮)ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ)
୯) ରବିନ୍ଦ୍ର ଜାଡେଜା
୧୦)କୁଲଦୀପ ଯାଦବ
୧୧)ୟୁଜବିନ୍ଦ୍ର ଚହଲ
୧୨)ଜସପ୍ରିତ୍ ବୁମରା
୧୩)ଅର୍ଶିଦିପ ସିଂହ
୧୪)ମହମ୍ମଦ ସିରାଜ
୧୫) ଅକ୍ଷର ପଟେଲ

ଷ୍ଟାଣ୍ଡବାଏ:
ଶୁବମାନ ଗିଲ, ଅହମ୍ମଦ, ଆବେଶ, ରିଙ୍କୁ ସିଂ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button