ଖେଳ

ଟେନିସ ତାରକା ଦେବାଶିଷ ସାହୁ ପାଇବେ ଏକଲବ୍ୟ ପୁରସ୍କାର – Ibnodisha

[ad_1]

ବ୍ୟୁରୋ : ୨୦୨୩ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ଘୋଷଣା | ଟେନିସ ତାରକା ଦେବାଶିଷ ସାହୁ ପାଇବେ ଏକଲବ୍ୟ ପୁରସ୍କାର | ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା ଓ ମନପତ୍ର ପାଇବେ ଦେବାଶିଷ | ୨୦୨୩ ମସିହା ପାଇଁ ୨ ଜଣ ଉପବିଜେତାଙ୍କ ନାଁ ମଧ୍ୟ ଘୋଷଣା | ଆଥଲେଟ ବାପି ହାଁସଦା ଓ ଭରାଉତ୍ତୋଳକ ଜ୍ୟୋତ୍ସ୍ନା ସବର ଉପବିଜେତା | ବାପି ଓ ଜ୍ୟୋତ୍ସ୍ନା ଙ୍କୁ ୧ ଲକ୍ଷ ଟଙ୍କା ସହ ମନପତ୍ର ମିଳିବ | ଇଣ୍ଡିଆନ ମେଟାଲସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସୂଚନା | ୧୯୯୩ ରୁ ନିରବଛିନ ଭାବରେ ଏହି ପୁରସ୍କାର ପ୍ରଦାନ କରିଆସୁଛି ଇଣ୍ଡିଆନ ମେଟାଲସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ |

 

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button