IBN ଓଡ଼ିଶା ବ୍ୟୁରୋ

କେଉଁ ମାସରେ ଜନ୍ମିତ ପିଲା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ? ଆପଣଙ୍କ ପିଲା ଏହି ମାସରେ ଜନ୍ମ ହୋଇ ନାହାନ୍ତି ତ

ନମସ୍କାର ବନ୍ଧୁଗଣ, ଗୋଟିଏ ପିଲା ଦୁନିଆକୁ ଆସିବା ପରେ ସମସ୍ତେ ସେହି ପିଲା ପ୍ରତି ବହୁ ଆଶା ଲଗାଇ ବସନ୍ତି କି ଭବିଷ୍ୟତରେ ସେହି ପିଲାଟି ଉନ୍ନତି କରିବ ଏବଂ ଆଗକୁ ଯିବ । ହେଲେ କେହି ମଧ୍ୟ ଜନ୍ମ ସମୟରୁ ଜାଣିପାରନ୍ତି ନାହିଁ ତାଙ୍କ ପିଲାର ଭବିଷ୍ୟତ ଉଜ୍ଵଳ ଅଟେ କି ନାହିଁ ଯାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଭାଗ୍ୟବାନ ପିଲା କେଉଁ ମାସରେ ଜନ୍ମ ହୋଇଥାନ୍ତି ।

ବର୍ଷକ ବାର ମାସ ଭିତରେ କିଛି ମାସରେ ଜନ୍ମ ନେଇଥିବା ଶିଶୁ ବଡ ହୋଇ ନିଜର ଭାଗ୍ୟ ବଳରେ ବହୁତ କିଛି ହାସଲ କରିଥାନ୍ତି । ଜନ୍ମ ମାସ ସୂଚନା ଦେଇଥାଏ ଆପଣ ବଡ ହୋଇ ଜୀବନରେ କଣ ହାସଲ କରିବେ । ଏବଂ ସେମାନେ କେତେ ଭାଗ୍ୟଶାଳୀ ଅଟନ୍ତି । ମଣିଷର ଜନ୍ମ ସମୟ ମଣିଷର ଭାଗ୍ୟର ସୂଚକ ଅଟେ । ଯାହାଦ୍ୱାରା ଭାଗ୍ଯବାନ ହେବାର ସୂଚନା ପ୍ରାପ୍ତ ହୋଇଥାଏ ଗୋଟିଏ ନବଜାତ ଶିଶୁ ଠାରୁ ।

ତେଣୁ ଅସମ୍ଭବ ହୋଇଥିବା କଥା କେବଳ ସମ୍ଭବ ହୋଇଥାଏ ଜନ୍ମ ନେଇଥିବା ମାସ ଅନୁଯାୟୀ । ଯେଉଁ ପିଲାମାନଙ୍କ ଜନ୍ମ ବୈଶାଖ ମାସରେ ହୋଇଥାଏ ସେମାନଙ୍କ ଲକ୍ଷଣ ଭଲ ହୋଇଥାଏ, ଗୁଣବନ୍ତ, ଦେବ ବ୍ରାହ୍ମଣ ଭକ୍ତ, ଚତୁର, ଅତ୍ୟନ୍ତ କାମୀ ଏବଂ ଭାଗ୍ୟବାନ ହୋଇଥାନ୍ତି । ଜ୍ୟେଷ୍ଠ ମାସରେ ଜନ୍ମ ଗ୍ରହଣ କରିଥିବା ପିଲାଙ୍କ ଭାଗ୍ୟ ଜନ୍ମ ସମୟରୁ ତାଙ୍କ ସାଥ ଦେଇଥାଏ ।

ସେମାନେ ଭବିଷ୍ୟତରେ ଜଣେ ସ୍ସଫଳ ମଣିଷ ହୁଅନ୍ତି । ଆଶ୍ଵୀନ ମାସରେ ଜନ୍ମ ନେଇଥିବା ପିଲା ଭାଗ୍ୟବାନ ହେବା ସହ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ବିଦ୍ୟାବନ୍ତ ହୋଇଥାନ୍ତି ଦୟାଶୀଳ ମଧ୍ୟ ହୋଇଥାନ୍ତି । ଧନ ବାନ ହୋଇ ସଫଳ ବ୍ୟକ୍ତି ବନିଥାନ୍ତି ନିଜ ଜୀବନରେ । ଯେଉଁ ପିଲା ମାନେ କାର୍ତ୍ତିକ ମାସରେ ଜନ୍ମ ଗ୍ରହଣ କରନ୍ତି ସେମାନେ ସୁକର୍ମୀ ହୋଇଥାନ୍ତି ।

ଧନ ରୋଜଗାର କରିବା ପାଇଁ ସକ୍ଷମ ହୋଇଥାନ୍ତି । ଭାଗ୍ୟବାନ ହେବା ସହ ବ୍ୟବସାୟରେ ଆଗକୁ ବଢି ଉନ୍ନତି କରିବାକୁ ଲାଗନ୍ତି । ଚୈତ୍ର ମାସରେ ଜନ୍ମ ଗ୍ରହଣ କରିଥିବା ପିଲା ବହୁତ ଭାଗ୍ୟବାନ ହୋଇଥାନ୍ତି । ସତ କର୍ମ କରିଥାନ୍ତି ସବୁବେଳେ । ବିନମ୍ର ଭାବନା ହୋଇଥାଏ । ଜୀବନସାରା ସୁଖ ଭୋଗ କରିଥାନ୍ତି ସୁଖୀ ହୋଇଥାନ୍ତି । ସରକାରଙ୍କ ଅଧୀନରେ ଉଚ୍ଚ ପଦବୀରେ ଚାକିରି କରିଥାନ୍ତି ।

ବାର ମାସ ମଧ୍ୟରୁ ଏହି ଚାରି ମାସରେ ଜନ୍ମ ଗ୍ରହଣ କରିଥିବା ପିଲାଙ୍କ ଭାଗ୍ୟ ସବୁବେଳେ ତାଙ୍କ ସହ ରହିଥାଏ । ତାଙ୍କୁ ତାଙ୍କ ଭାଗ୍ୟ ସହାୟତାରେ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button