ରାଜ୍ୟ
୭ ତାରିଖ ବେଳକୁ କମିବ ତାତି ! – Ibnodisha
[ad_1]
ଭୁୁବନେଶ୍ୱର : ଆସନ୍ତା ୫ ଦିନ ପର୍ୟ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଆଉ ଦୁଇ ଦିନ ପର୍ୟ୍ୟନ୍ତ ଭୀଷଣ ଗ୍ରୀଷ୍ମପ୍ରବାହ ପୂର୍ବପରି ବଳବତ୍ତର ରହିବ । ୭ ତାରିଖ ବେଳକୁ ସାରା ରାଜ୍ୟରେ ତାତି ୩ରୁ ୪ ଡିଗ୍ରୀ କମିବ । କାଳବୈଶାଖୀ ବର୍ଷା ପ୍ରବାହରେ ତାତିରେ ହ୍ରାସ ପାଇବାର ସମ୍ଭାବନା ରହିଛି । ପ୍ରେସ୍ମିଟ କରି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
ଭୀଷଣ ହେଉଛି ଗ୍ରୀଷ୍ଣକୋପ: ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ
[ad_2]