ରାଜ୍ୟ

ସେମିରେ ହାରିଲେ ଅଶ୍ମିତା ଚଲିହା – Ibnodisha

[ad_1]

ବ୍ୟାଙ୍କକ: ଏଠାରେ ଚାଲିଥିବା ଥାଇଲାଣ୍ଡ୍ ମାଷ୍ଟର୍ସ ସୁପର୍ ୩୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତୀ ପ୍ରତିଭାବାନ ଶଟ୍‌ଲର୍ ଅଶ୍ମିତା ଚଲିହାଙ୍କ ଅଭିଯାନରେ ଶନିବାର ବିରାମ ଲାଗିଛି । ମହିଳା ସିଙ୍ଗଲ୍ସ ସେମିଫାଇନାଲ୍‌ରେ ସ୍ଥାନୀୟ ଖେଳାଳି ସୁପନିଦା କାତେଥୋଙ୍ଗ୍ ତାଙ୍କ ପଥ ଅଟକାଇଛନ୍ତି । ୩୫ ମିନିଟ୍‌ର ମୁକାବିଲାରେ ବିଶ୍ୱର ୧୭ ନମ୍ବର ଖେଳା ସୁପନିଦା ୧୩-୨୧, ୧୨-୨୧ରେ ଆସାମର ୨୪ ବର୍ଷୀୟା ଖେଳାଳିଙ୍କୁ ହରାଇ ଦେଇଛନ୍ତି ।

ପ୍ରଥମ ଗେମ୍‌ରେ ସୁପନିଦା ୮-୩ର ଅଗ୍ରଣୀ ହାସଲ କରିବା ପରେ ଦୁଇ ବାମହାତୀ ଶଟ୍‌ଲର୍‌ଙ୍କ ମଧ୍ୟରେ ମୁକାବିଲା ଏକତରଫା ହୋଇଥିଲା । ଦ୍ୱିତୀୟ ଗେମ୍‌ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଅଶ୍ମିତା କୌଣସି ପ୍ରକାରେ ସ୍ଥିତି ୬-୭ କରିଥିଲେ ମଧ୍ୟ ପରବର୍ତ୍ତୀ ୧୦ରୁ ୯ ପଏଣ୍ଟ୍ ଜିତି ସୁପନିଦା ମ୍ୟାଚ୍ ହାତେଇବା ସହ ଫାଇନା

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button