ରାଜ୍ୟ

ଅସହ୍ୟ ତାତି : ତାଳଚେର ସବୁଠାରୁ ଉତ୍ତପ୍ତ ସହର – Ibnodisha

[ad_1]

ଭୁବନେଶ୍ବର: ଗତକାଲି ଭଳି ଆଜି ବି ଆଜି ସକାଳ ସାଢ଼େ ୮ଟା ବେଳକୁ ୩୮ ଡିଗ୍ରି ଟପିଛି ତାପମାତ୍ରା। ତାଳଚେରରେ ତାପମାତ୍ରା ୩୮.୪  ଥିବା ଜଣାଯାଇଛି।ସକାଳ ସାଢ଼େ ୮ଟା ସୁଦ୍ଧା ଏହାରୁ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ବୋଲି କୁହାଯାଇଛି। ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ତାହା ଅନୁଯାୟୀ, ତାଳଚେରରେ ତାପମାତ୍ରା ୩୮.୪° ଥିବା ବେଳେ ଭବାନୀପାଟଣାରେ ୩୭. ୪, ବାରିପଦାରେ ୩୬.୪, ବଲାଙ୍ଗୀରରେ ୩୬.୨, ଟିଟିଲାଗଡ଼ ଓ ବାଲେଶ୍ବରରେ ୩୬, ହୀରାକୁଦରେ ୩୫.୬, ଝାରସୁଗୁଡ଼ାରେ ଓ କେନ୍ଦୁଝରରେ ୩୫. ୪, କଟକ, ସମ୍ବଲପୁର, ମାଲକାନଗିରି ଓ ବୌଦ୍ଧରେ ୩୫, ସୋନପୁର ଓ ଭୁବନେଶ୍ୱର ରେ ୩୪.୮ ଏବଂ ଓ ରାଉରକେଲାରେ ୩୪.୬ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button