ରାଜ୍ୟ
କଂଗ୍ରେସରୁ ଇସ୍ତଫା ଦେଲେ ବିନୋଦ ପାତ୍ର – Ibnodisha

[ad_1]
ଭୁବନେଶ୍ୱର : କଂଗ୍ରେସ ଛାଡିଲେ ପୂର୍ଵତନ ବିଧାୟକ ତଥା ସୋନପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିନୋଦ ପାତ୍ର। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେବା ସହିତ ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋଙ୍କ ପଠାଇଛନ୍ତି। ତେବେ ଚଳିତ ବିଧାନସଭା ନିର୍ବାଚନରେ ଟିକେଟ ପାଇବା ଲାଗି ସେ ଆଶାୟୀ ଥିଲେ। ମାତ୍ର ଟିକେଟ ନ ମିଳିବାରୁ ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି।ତେବେ କଂଗ୍ରେସ ଛାଡ଼ିବା ପରେ ସେ କେଉଁ ଦଳରେ ଯୋଗ ଦେବେ ତାହା ଦେଖିବାକୁ ବାକି ରହିଲା।
[ad_2]



