ରାଜ୍ୟ

ପ୍ରଫୁଲ୍ଲ ସାମନ୍ତରାଙ୍କୁ ହୋଟେଲରୁ ଉଠେଇନେଲେ ଅଜଣା ଲୋକ – Ibnodisha

[ad_1]

ଭୁବନେଶ୍ୱର: ପ୍ରଫୁଲ୍ଲ ସାମନ୍ତରାଙ୍କୁ ଉଠାଇନେଲେ ଅଜଣା ବ୍ୟକ୍ତି । ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କୁ ରାୟଗଡାରୁ ଉଠାଇନେଲେ ୩ରୁ ୪ ଜଣ ବ୍ୟକ୍ତି । ସେ ହୋଟେଲରେ ଥିବାବେଳେ, ୩ରୁ ୪ ଜଣ ଲୋକ ଆସି ତାଙ୍କୁ ଅଚାନକ ଉଠେଇ ନେଇ ଚାଲିଯାଇଛନ୍ତି । ତେବେ ଏହି ବ୍ୟକ୍ତିମାନେ କିଏ ସେ ନେଇ କୌଣସି ସୂଚନା ମିଳିପାରିନି । ଉଠାଇ ନେଇଥିବା ଲୋକମାନେ ପୋଲିସ ନା ଆଉ କିଏ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନି । ତେବେ ପ୍ରଫୁଲ୍ଲ ସାମନ୍ତରାଙ୍କୁ ହୋଟେଲ ଭିତରୁ ଏମିତି ଉଠେଇ ନେବା ଏବେ ଅନେକ ପ୍ରଶ୍ନ ଛିଡା କରିଛି ।

ଆପଣ ଥାଇରଏଡ ରୋଗରେ ପୀଡିତ କି? ତେବେ ଜାଣନ୍ତୁ ଏହାର ଲକ୍ଷଣ ଓ ଉପଚାର….

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button