IBN ଓଡ଼ିଶା ବ୍ୟୁରୋ

ଘରକୁ ବାରମ୍ବାର ବିଲେଇ ଆସିଲେ… ମିଳିଥାଏ କେଉଁ ପ୍ରକାର ସଂକେତ ? ଜାଣନ୍ତୁ ଘରକୁ ବିଲେଇ ଆସିବା ପଛର ରହସ୍ୟ

ନମସ୍କାର ବନ୍ଧୁଗଣ ,  ବିଲେଇ ଘର ଭିତରକୁ ଆସିବା ଅଶୁଭ ସଂକେତ ମନା ଯାଇଥାଏ । ବିଲେଇ ଘର କୁ ଆସିବା ଦ୍ଵାରା ଘର ସୁଖ ଶାନ୍ତି ଭାଗ ହୋଇଥାଏ ଏବଂ ଘରେ ଦରିଦ୍ରତା ଆସିଥାଏ । ଶାସ୍ତ୍ର ଅନୁସାରେ ବିଲେଇ ହେଉଛି ଧନ ଲକ୍ଷ୍ମୀଙ୍କ ଭଉଣୀ ଏବଂ ମା ‘ ଲକ୍ଷ୍ମୀଙ୍କର ବାହନ ।  ବିଲେଇ କୁ ଦରିଦ୍ରତା ର ଦେବୀମାନା ଯାଇଥାଏ ଏବଂ ପିତୃପୁରୁଷ ମାନଙ୍କ ରୂପ ଓ ରାହୁ ର ରୂପ ମାନା ଯାଇଛି । ଏହି ତିନୋଟି ର ରୂପ ହୋଇଥାଏ ବିଲେଇ  । ଆମ ଶାସ୍ତ୍ର ରେ ଅନେକ ଜୀବଜନ୍ତୁ ବିଷୟରେ କୁହାଯାଇଅଛି ଏବଂ ଏହା ଶୁଭ ନା ଅଶୁଭ ତାହା ବିଷୟରେ ମଧ୍ୟ ବର୍ଣନା କରାଯାଇଅଛି ।

ଆଜି ଆମେ ଆଲୋଚନା କରିବା ବିଲେଇ ବିଷୟରେ । କାରଣ ବିଲେଇ କୁ ଦରିଦ୍ରତା ର ଦେବୀ ମାନା ଯାଇଥାଏ ଯେବେ ବିଲେଇ ଆମ ଘରେ ଆସିଥାଏ । ତେବେ ଏହାର ଅର୍ଥ କଣ ହୋଇଥାଏ । ବିଲେଇ ଆସିବା ଦ୍ଵାରା କେଉଁ ସଂକେତ ଦେଇଥାଏ । ବିଲେଇ ଆସିବା ଦ୍ଵାରା ଏହା ବ୍ୟକ୍ତି ର ଜୀବନରେ ତ୍ରି ଗୁଣ ଅଭିଶାପ ଯଥା ଦରିଦ୍ରତା , ପିତୃପୁରୁଷ ଏବଂ ରାହୁ ତିନୋଟି ଶାପ କୁ ନେଇ କି ଆସିଥାଏ ।

ବିଲେଇ ଘର ଭିତରକୁ ଆସିବା ଦ୍ଵାରା ଘରେ ନକାରାତ୍ମକ ଊର୍ଜା ଘର ଭିତର କୁ ପ୍ରବେଶ କରିଥାଏ । କିନ୍ତୁ ଏହା ନୁହେଁ କି ବିଲେଇ ସହିତ ଯଡିତ ସବୁ ସଂକେତ ଅଶୁଭ ହୋଇଥାଏ । କିଛି ଭଲ ବିଷୟ ମଧ୍ୟ ରହିଛି ।  ଆସନ୍ତୁ ପ୍ରଥମେ ଜାଣିବା ଅଶୁଭ ସଂକେତ ସମ୍ବନ୍ଧରେ । ଘରେ ବିଲେଇ ଆସି କ୍ଷୀର ପିଇବାକୁ ଅଶୁଭ ସଂକେତ ମନା ଯାଇଥାଏ ।

କାରଣ ଏହା ଦ୍ଵାରା ଘରେ ଧନ ର କ୍ଷତି ହୋଇଥାଏ । ଘରେ ବିଲେଇ ମଳ ତ୍ୟାଗ କରିବା ଘରେ ଅନ୍ନ ର ଅଭାବ ଦେଖାଯାଇଥାଏ । ବିଲେଇ ଆପଣଙ୍କ ରାସ୍ତା କାଟିଥାଏ । ଯଦି ସ୍ଵପ୍ନ ରେ ବାରମ୍ବାର ଆପଣଙ୍କୁ ବିଲେଇ ଦେଖା ଯାଇଥାଏ , ଏହା ଅଶୁଭ ସଂକେତ ହୋଇଥାଏ ଏହାରେ ଅର୍ଥ ହେଉଛି ଭବିଷ୍ୟତ ରେ ଆପଣଙ୍କୁ କୋଣସି ବିପଦ ର ସୂଚନା ଦେଇଥାଏ ।  ଏହି ସବୁ  ଅଶୁଭ ସଂକେତ ହୋଇଥାଏ ।

ଏବେ ଜାଣିବା ଏହାର ଶୁଭ ସଂକେତ ବିଷୟରେ କର୍ଣାଟକ ରେ ବିଲେଇ କୁ ପୂଜା କରାଯାଇଥାଏ । ଯଦି ଧଳା ବିଲେଇ ଆପଣଙ୍କ ଘରକୁ ଆସିଥାଏ ତେବେ ଏହା ଶୁଭ ସଂକେତ ହୋଇଥାଏ । ଯଦି ଆପଣଙ୍କ ସ୍ଵପ୍ନ ରେ ଧଳା ବିଲେଇ ଦେଖାଯାଇଥାଏ । ତେବେ ଆପଣଙ୍କ ଖରାପ ସମୟ ସମାପ୍ତ ହେଇ ଶୁଭ ସମୟ ଆସିବାର ସଂକେତ ଦେଇଥାଏ ।

ଯଦି କୋଣସି ଛାତ୍ରଛାତ୍ରୀ କୁ ବିଲେଇ ଦେଖାଯାଇଥାଏ ତେବେ ତାହାର ପରୀକ୍ଷା ରେ ସଫଳତା ମିଳିଥାଏ । ବିଲେଇକୁ ଘର କି ବାରମ୍ବାର ଆସିବାକୁ ରୋକି  ଘରେ ପୂଜା ପଠା କରାନ୍ତୁ , ଏହା ଦ୍ଵାରା ଘରେ ଥିବା ନକରାତ୍ମକ ପ୍ରଭାବ ଦୂର ହୋଇ ସକାରାତ୍ମକ ଊର୍ଜା ର ବୃଦ୍ଧି ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button