ଟି-20 ବିଶ୍ୱକପରେ ବିରୋଧୀଙ୍କ କାଳ ସାଜିବେ ଏହି ତିନି ଭାରତୀୟ ଖେଳାଳି ,ସବୁ ଦଳର ବୋଲିଙ୍ଗକୁ ଧୂଳି ଚଟାଇବେ ଏହି ବ୍ୟାଟର

ଦର୍ଶକ ବନ୍ଧୁ ଆପଣମାନେ ତ ଆଗକୁ ଆସୁଥିବା T20 ବିଶ୍ଵକପ ବିଷୟରେ ବିଆୟାରେ ନିହାତି ଭାବରେ ଜାଣିଥିବେ ହେଲେ କଣ ଆପଣ ଜାଣିଛନ୍ତି ଏଥର ଭାରତୀୟ ଦଳରେ ଏପରି ଖେଳାଳି ଖେଳିବାକୁ ଯାଉଛନ୍ତି ଯେଉଁମାନେ ବିରୋଧୀ ଖେଳିଙ୍କୁ ଧୂଳି ଚଟାଇବାକୁ ଯାଉଛନ୍ତି ଆସନ୍ତୁ ଜାଣିବା ସେହି ଘାତକ ଖେଳାଳି କିଏ ?
ଦର୍ଶକ ବନ୍ଧୁ ଆପଣମାନେ ଯାଇଥିବେ ଯେ ଜୁନ ମାସ ୧ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି T20 ବିଶ୍ଵକପ ୨୦୨୪ ସେଥି ପାଇଁ ସବୁ ଟିମ୍ ହେଉଛନ୍ତି ପ୍ରସ୍ତୁତ ଟିମ୍ ଇଣ୍ଡିଆର ଅଧିକାଂଶ ଖେଳାଳି ଖେଳୁଛନ୍ତି IPL ପୁରା IPL ରେ ଏମାନେ କରୁଛନ୍ତି ଦମଦାର ପ୍ରଦର୍ଶନ ହେଲେ ଭାରତୀୟ ଟିମ୍ ରେ ଏପରି ୩ ବ୍ୟାଟ୍ସମ୍ୟାନ୍ ଅଛନ୍ତି
ଯେଉଁମାନଙ୍କୁ T20 ବିଶ୍ଵକପରେ ବିପକ୍ଷ ଦଳମାନଙ୍କୁ ଦେବାକୁ ଯାଉଛନ୍ତି ଚେକ୍ ମେଟ୍ ଏମାନେ ହେଉଛନ୍ତି ସଞ୍ଜୁ ସାମ୍ସନ୍ , ସିବମ୍ ଦୁବେ ଓ ବିରାଟ କୋହଲି ଏମାନେ T20 ବିଶ୍ଵକପରେ କରିବାକୁ ଯାଉଛନ୍ତି ବିସ୍ଫୋରକ ବ୍ୟାଟିଂ ସଞ୍ଜୁ IPL ୨୦୨୪ ରେ ୧୧ ଟି ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ସେ ୪୧୭ ରନ୍ ସଂଗ୍ରହ କରିଛନ୍ତି