IBN ଓଡ଼ିଶା ବ୍ୟୁରୋ

କଞ୍ଚା ଆମ୍ବ ଖାଇବା ଦ୍ଵାରା କେଉଁ ରୋଗ ମୂଳରୁ ଶେଷ ହୋଇ ଯାଇଥାଏ- ଏହା ସହ ଆହୁଋ 20+ GK Quiz

ମଣିଷ ଜୀବନରେ ଅନେକ ପ୍ରଶ୍ନ ଭିତରେ ଘେରି ହୋଇ ରହିଥାଏ । ଯାହା ର ସମାଧାନ ବା ଉତ୍ତର ଖୋଜି ମଧ୍ୟ ପାଇ ପାରେ ନାହିଁ । ତେବେ ଏମିତି କିଛି ପ୍ରଶ୍ନ ଆମ ପାଠ ପଢୁଥିବା ବହି ରେ ନ ଥାଏ । ଯାହା ବିଷୟରେ ଆମେ ଜାଣିପାରି ନ ଥାଉ । ଏହି ସବୁ ପ୍ରଶ୍ନ କୁ ସାଧାରଣ ଜ୍ଞାନ କୁହାଯାଏ । ଯାହାକୁ ଆହାରଣ କରି ପାରିଲେ ଛାତ୍ର ଛାତ୍ରୀ ମାନେ ନିଶ୍ଚୟ ଉପକୃତ ହେବେ ।

ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷ ଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ ।

୧ – ଏମିତି କେଉଁ ପଶୁ ଅଛି ଯିଏ କ୍ଷୀର କୁ ପାଣି ରୁ ବାହାର କରିପାରିବ ?

ଉତ୍ତର- ହଂସ ।

୨- ଏମିତି କେଉଁ ପରିବା ଅଛି ଯାହା ମାସେ ଯାଏଁ ଖରାପ ହୁଏ ନାହିଁ ?

ଉତ୍ତର- କଖାରୁ ।

୩- ଉଡୁଥିବା ସାପ କେଉଁ ଦେଶରେ ଦେଖାଯାଏ ?

ଉତ୍ତର- ଆଫ୍ରିକା ।

୪- ଏମିତି କେଉଁ ଜୀବ ଅଛି ଯିଏ ନିଜର ମୁହଁରେ ନିଶ୍ଵାସ ନେଇଥାଏ ?

ଉତ୍ତର- ବେଙ୍ଗ ।

୫- ମାଛ ସହ କଣ ଖାଇଲେ ଧଳା ଦାଗ ହୋଇଯାଏ ?

ଉତ୍ତର- କ୍ଷୀର ।

୬- ଭାରତର କେଉଁ ରାଜ୍ୟରେ ପିଆଜର ଉତ୍ପାଦନ ସବୁଠାରୁ ଅଧିକ ହୋଇଥାଏ ?

ଉତ୍ତର- ମହାରାଷ୍ଟ୍ର ।

୭- ଦୁନିଆରେ ସବୁଠାରୁ ଦାମୀ କାଠ ର ନାମ କଣ ?

ଉତ୍ତର- ବ୍ଲାକବୁଡ ।

୮- ଦୁନିଆରେ ଏମିତି କେଉଁ ଦେଶ ଅଛି ଯେଉଁଠି ମାଛର ବର୍ଷା ହୁଏ ?

ଉତ୍ତର- ହୋଣ୍ଡୁରାସ ।

୯- କମଳାରେ କେଉଁ ଭିଟାମିନ ସବୁଠାରୁ ଅଧିକ ରହିଥାଏ ?

ଉତ୍ତର- ଭିଟାମିନ-ସି ।

୧୦- କେଉଁ ଜୀବ ପାଣିରେ ରହି ମଧ୍ୟ ପାଣି ପିଏ ନାହିଁ ?

ଉତ୍ତର- ବେଙ୍ଗ ।

୧୧- କେଉଁ ଫୁଲ 12 ବର୍ଷକୁ ଥରେ ଫୁଟିଥାଏ ?

ଉତ୍ତର- ନୀଳକୁରଞ୍ଜି ।

୧୨- କେଉଁ ପଶୁର ଚମଡା ବୁଲେଟ ପ୍ରୁଫ ହୋଇଥାଏ ?

ଉତ୍ତର- ଆର୍ମାଡିଲୋ ।

୧୩-କେଉଁ ଜୀବ ର ଫୁସଫୁସ ନାହିଁ ?

ଉତ୍ତର- ପିମ୍ପୁଡି ।

୧୪- କେଉଁ ପଶୁର ସିଂହ ସବୁଠାରୁ ମହଙ୍ଗା ହୋଇଥାଏ ?

ଉତ୍ତର- ଗେଣ୍ଡା ।

୧୫- ଭାରତରେ ସବୁଠାରୁ ଅଧିକ ଖାଉଥିବା ଖାଦ୍ଯର ନାମ କଣ ?

ଉତ୍ତର- ଚାଉଳ ।

୧୬- ହାତୀର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉତ୍ତର- ୫୦ରୁ ୭୦ ବର୍ଷ ।

୧୭- କଦଳୀ କେଉଁ ଦେଶର ରାଷ୍ଟ୍ରୀୟ ଫଳ ଅଟେ ?

ଉତ୍ତର-  କମ୍ବୋଡିଆ ।

୧୮- ସବୁଠାରୁ ଅଧିକ ପାଣି କେଉଁ ଦେଶ ପାଖରେ ଅଛି ?

ଉତ୍ତର- ବ୍ରାଜିଲ ।

୧୯- କେଉଁ ପରିବାରେ ଆଇରନର ମାତ୍ରା ସବୁଠାରୁ ଅଧିକ ହୋଇଥାଏ ?

ଉତ୍ତର- ପାଲକ ।

୨୦- କଞ୍ଚା ଆମ୍ବ ଖାଇଲେ କେଉଁ ରୋଗ ଠିକ ହୋଇଥାଏ ?

ଉତ୍ତର- ଉଚ୍ଚ ରକ୍ତଚାପ ।

Related Articles

Leave a Reply

Your email address will not be published. Required fields are marked *

Back to top button