କଞ୍ଚା ଆମ୍ବ ଖାଇବା ଦ୍ଵାରା କେଉଁ ରୋଗ ମୂଳରୁ ଶେଷ ହୋଇ ଯାଇଥାଏ- ଏହା ସହ ଆହୁଋ 20+ GK Quiz
ମଣିଷ ଜୀବନରେ ଅନେକ ପ୍ରଶ୍ନ ଭିତରେ ଘେରି ହୋଇ ରହିଥାଏ । ଯାହା ର ସମାଧାନ ବା ଉତ୍ତର ଖୋଜି ମଧ୍ୟ ପାଇ ପାରେ ନାହିଁ । ତେବେ ଏମିତି କିଛି ପ୍ରଶ୍ନ ଆମ ପାଠ ପଢୁଥିବା ବହି ରେ ନ ଥାଏ । ଯାହା ବିଷୟରେ ଆମେ ଜାଣିପାରି ନ ଥାଉ । ଏହି ସବୁ ପ୍ରଶ୍ନ କୁ ସାଧାରଣ ଜ୍ଞାନ କୁହାଯାଏ । ଯାହାକୁ ଆହାରଣ କରି ପାରିଲେ ଛାତ୍ର ଛାତ୍ରୀ ମାନେ ନିଶ୍ଚୟ ଉପକୃତ ହେବେ ।
ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷ ଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ସଂପୂର୍ଣ୍ଣ ବିବରଣୀ ।
୧ – ଏମିତି କେଉଁ ପଶୁ ଅଛି ଯିଏ କ୍ଷୀର କୁ ପାଣି ରୁ ବାହାର କରିପାରିବ ?
ଉତ୍ତର- ହଂସ ।
୨- ଏମିତି କେଉଁ ପରିବା ଅଛି ଯାହା ମାସେ ଯାଏଁ ଖରାପ ହୁଏ ନାହିଁ ?
ଉତ୍ତର- କଖାରୁ ।
୩- ଉଡୁଥିବା ସାପ କେଉଁ ଦେଶରେ ଦେଖାଯାଏ ?
ଉତ୍ତର- ଆଫ୍ରିକା ।
୪- ଏମିତି କେଉଁ ଜୀବ ଅଛି ଯିଏ ନିଜର ମୁହଁରେ ନିଶ୍ଵାସ ନେଇଥାଏ ?
ଉତ୍ତର- ବେଙ୍ଗ ।
୫- ମାଛ ସହ କଣ ଖାଇଲେ ଧଳା ଦାଗ ହୋଇଯାଏ ?
ଉତ୍ତର- କ୍ଷୀର ।
୬- ଭାରତର କେଉଁ ରାଜ୍ୟରେ ପିଆଜର ଉତ୍ପାଦନ ସବୁଠାରୁ ଅଧିକ ହୋଇଥାଏ ?
ଉତ୍ତର- ମହାରାଷ୍ଟ୍ର ।
୭- ଦୁନିଆରେ ସବୁଠାରୁ ଦାମୀ କାଠ ର ନାମ କଣ ?
ଉତ୍ତର- ବ୍ଲାକବୁଡ ।
୮- ଦୁନିଆରେ ଏମିତି କେଉଁ ଦେଶ ଅଛି ଯେଉଁଠି ମାଛର ବର୍ଷା ହୁଏ ?
ଉତ୍ତର- ହୋଣ୍ଡୁରାସ ।
୯- କମଳାରେ କେଉଁ ଭିଟାମିନ ସବୁଠାରୁ ଅଧିକ ରହିଥାଏ ?
ଉତ୍ତର- ଭିଟାମିନ-ସି ।
୧୦- କେଉଁ ଜୀବ ପାଣିରେ ରହି ମଧ୍ୟ ପାଣି ପିଏ ନାହିଁ ?
ଉତ୍ତର- ବେଙ୍ଗ ।
୧୧- କେଉଁ ଫୁଲ 12 ବର୍ଷକୁ ଥରେ ଫୁଟିଥାଏ ?
ଉତ୍ତର- ନୀଳକୁରଞ୍ଜି ।
୧୨- କେଉଁ ପଶୁର ଚମଡା ବୁଲେଟ ପ୍ରୁଫ ହୋଇଥାଏ ?
ଉତ୍ତର- ଆର୍ମାଡିଲୋ ।
୧୩-କେଉଁ ଜୀବ ର ଫୁସଫୁସ ନାହିଁ ?
ଉତ୍ତର- ପିମ୍ପୁଡି ।
୧୪- କେଉଁ ପଶୁର ସିଂହ ସବୁଠାରୁ ମହଙ୍ଗା ହୋଇଥାଏ ?
ଉତ୍ତର- ଗେଣ୍ଡା ।
୧୫- ଭାରତରେ ସବୁଠାରୁ ଅଧିକ ଖାଉଥିବା ଖାଦ୍ଯର ନାମ କଣ ?
ଉତ୍ତର- ଚାଉଳ ।
୧୬- ହାତୀର ଜୀବନକାଳ କେତେ ବର୍ଷ ହୋଇଥାଏ ?
ଉତ୍ତର- ୫୦ରୁ ୭୦ ବର୍ଷ ।
୧୭- କଦଳୀ କେଉଁ ଦେଶର ରାଷ୍ଟ୍ରୀୟ ଫଳ ଅଟେ ?
ଉତ୍ତର- କମ୍ବୋଡିଆ ।
୧୮- ସବୁଠାରୁ ଅଧିକ ପାଣି କେଉଁ ଦେଶ ପାଖରେ ଅଛି ?
ଉତ୍ତର- ବ୍ରାଜିଲ ।
୧୯- କେଉଁ ପରିବାରେ ଆଇରନର ମାତ୍ରା ସବୁଠାରୁ ଅଧିକ ହୋଇଥାଏ ?
ଉତ୍ତର- ପାଲକ ।
୨୦- କଞ୍ଚା ଆମ୍ବ ଖାଇଲେ କେଉଁ ରୋଗ ଠିକ ହୋଇଥାଏ ?
ଉତ୍ତର- ଉଚ୍ଚ ରକ୍ତଚାପ ।