IBN ଓଡ଼ିଶା ବ୍ୟୁରୋ

ମହିଳା ଓ ପୁରୁଷ ଙ୍କ ମିଳନ ସମୟରେ କିଏ ଅଧିକ ସୁଖ ଓ ଆନନ୍ଦ ଉପୋଭୋଗ କରିଥାଏ ?

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ପୁରୁଷ ଓ ସ୍ତ୍ରୀ ଙ୍କ ମଧ୍ୟରୁ ସଂଭୋଗ ସମୟରେ କାହାକୁ ଅଧିକ ସୁଖ ମିଳିଥାଏ । ବହୁତ ଦିନ ପୂର୍ବେ ହଙ୍ଗସ୍ନମା ନାମକ ଜଣେ ବୀର ଓ ନାମୀ ରାଜା ଥିଲେ । ତାଙ୍କର ସନ୍ତାନ ନ ଥିଲେ । ପୁତ୍ର ପ୍ରାପ୍ତି ପାଇଁ ରାଜା ଅଗ୍ନିଦେବ ଯଜ୍ଞ କରିଲେ । ଯେଉଁଥିରେ ଅଗ୍ନି ଦେବଙ୍କୁ ଆହ୍ଵାନ କରା ଯାଇଥାଏ । ଏଥିପାଇଁ ରାଜା ଅଗ୍ନି ଦେବଙ୍କୁ ଆବାହନ କରିଥିକେ ଯାହା ପାଇଁ ଇନ୍ଦ୍ରଦେବଙ୍କୁ ଅପମାନ ହେଲା ।

ଇନ୍ଦ୍ରଦେବ କ୍ରୋଧିତ ହୋଇ ରାଜାଙ୍କୁ ବୁଦ୍ଧି ଶିଖେଇବାର ମୌକା ଖୋଜିଲେ । ଦିନେ ରାଜା ଶିକାରରେ ଯାଉଥିବା ସମୟରେ ଇନ୍ଦ୍ର ତାଙ୍କୁ ସମୋହିତ କରି ଦେଲେ । ସମୋହିତ ହୋଇ ରାଜା ନିଜର ହୋସ ହରାଇ ବସିଲେ ଓ ଜଙ୍ଗଲରେ ଘୁରି ବୁଲିଲେ । ଭୋକ ଶୋଷରେ ବ୍ଯାକୁଳ ହୋଇ ରାଜା ଗୋଟେ ନଈ ପାଖରେ ପହଞ୍ଚିଥିଲେ । ଆଉ ସେଠାରେ ପାଣି ପିଇଲେ ।

ରାଜା ଗାଧୋଇବା କଥା ଭାବି ସେ ନଦୀ ଭିତରେ ପଶିଲେ ଆଉ ଦେଖିଲେ ନିଜେ ବଦଳିବାକୁ ଲାଗିଛନ୍ତି । ଧୀରେ ଧୀରେ ସେ ଜଣେ ସ୍ତ୍ରୀ ରୂପରେ ବଦଳି ଗଲେ । ରାଜା ନଦୀ ଜଳରେ ନିଜର ଛବି ଦେଖି ଜଙ୍ଗଲରେ ଜୋରରରେ କାନ୍ଦିବାକୁ ଲାଗିଲେ ଆଉ କହିଲେ ସ୍ତ୍ରୀ ହୋଇଯିବା ପରେ କେମିତି ପ୍ରଯାଙ୍କୁ ଓ ରାଣୀ ମାନଙ୍କୁ ମୁହଁ ଦେଖାଇବି ।

ସମହୋନ ହଟିବା ପରେ ରାଜା ତାଙ୍କ ରାଜ୍ୟରେ ପହଞ୍ଚିଲେ । ସ୍ତ୍ରୀ ସାଜି ଥିବା ରାଜାଙ୍କୁ ଦେଖି ସମସ୍ତେ ଆଚମ୍ବିତ ହୋଇଗଲେ । ରାଣୀ,ମନ୍ତ୍ରୀ ଓ ପୁଅ ମାନଙ୍କୁ କହିଲେ କି ମୁଁ ରାଜା ପାଠ ସମ୍ଭାଳିବାରେ ଯୋଗ୍ୟ ନୁହେଁ । ଜଙ୍ଗଲକୁ ଯାଉଛି ବାକି ଜୀବନ ସେଠାରେ କଟାଇବି । ରାଜା ସ୍ତ୍ରୀ ରୂପରେ ଜଙ୍ଗଲକୁ ଯାଇ ତପସ୍ଵୀଙ୍କ ଆଶ୍ରମରେ ରହିବାକୁ ଲାଗିଲେ । ସ୍ତ୍ରୀ ରୂପେ ରାଜଙ୍କର ସୁନ୍ଦରତାରେ ତପସ୍ଵୀ ମୋହିତ ହୋଇଗଲେ ।

ତାପରେ ସ୍ତ୍ରୀ ରୂପେ ରାଜା ପୁତ୍ର ଙ୍କୁ ଜନ୍ମ ଦେଲେ । ଦିନେ ରାଜା ଆଶ୍ରମରେ ଜନ୍ମ ହୋଇଥିବା ପୁଅଙ୍କୁ ମହଲର ପୁଅ ମାନଙ୍କ ସହ ଦେଖା କରାଇ ସବୁ କଥା କହିଲେ । ଏହି ରାଜ୍ୟକୁ ସବୁ ଭାଇ ମିସିକି ସମ୍ଭାଳ ବୋଲି ରାଜା କହିଲେ । ତାହା ହିଁ ହେଲା । ଇନ୍ଦ୍ର ଏ ଖୁସିକୁ ଦେଖିପାରିଲେ ନାହିଁ । ଇନ୍ଦ୍ର ରାଜାଙ୍କ ପୁଅ ମାନଙ୍କ ମଧ୍ୟରେ କଳହ ଲଗାଇବା ଆରମ୍ଭ କରିବା ପରେ ସବୁ ପତ୍ର ମାନେ ପରସ୍ପରକୁ ମାରି ଦେଲେ । ଯେବେ ରାଜାଙ୍କୁ ଏ କଥା ଜଣାପଡିଲା ସେ କାନ୍ଦିବାକୁ ଲାଗିଲେ । ସେତିକି ବେଳେ ପୂଜକ ବେଶରେ ଇନ୍ଦ୍ର ପହଞ୍ଚି ତାଙ୍କ ଦୁଖର କାରଣ ପଚାରିଥିଲେ ।

ରାଜା ସବୁ କଥା କହିବା ପରେ ତାପରେ ରାଜା ଇନ୍ଦ୍ରଙ୍କୁ ଭୁଲ ମାଗିଲେ ଆଉ ସ୍ତ୍ରୀ ରୂପରେ ଜୀବିତ ଦେଇଥିବା ପୁତ୍ରଙ୍କୁ ଜୀବିତ କରିବାକୁ ଅନୁରୋଧ କରିଲେ । ତାପରେ ରାଜାଙ୍କୁ ତାଙ୍କର ପୁରୁଣା ଅବସ୍ଥାକୁ ଫେରାଇବାକୁ ଇନ୍ଦ୍ର କହିଲେ କିନ୍ତୁ ରାଜା ସ୍ତ୍ରୀ ରୂପରେ ପୁରୁଷ ଅପେକ୍ଷା ଅଧିକ ଆନନ୍ଦ ଓ ସୁଖ ଭୋଗ କରୁଛନ୍ତି ବୋଲି କହିଲେ । ବନ୍ଧୁଗଣ ଆପଣଙ୍କର ଏହି କାହାଣୀକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button