IBN ଓଡ଼ିଶା ବ୍ୟୁରୋ

ସ୍ଵପ୍ନରେ ହାତୀକୁ ଦେଖିଲେ ଏହି ସବୁ ଘଟଣା ଘଟିଥାଏ ! ଶୀଘ୍ର ଦେଖନ୍ତୁ

ଶୋଇବା ସମୟରେ ସ୍ଵପ୍ନ ସମସ୍ତେ ଦେଖିଥାନ୍ତି । କିଛି ସ୍ଵପ୍ନ ଭଲ ଦେଖିଥାଉ ଆଉ କିଛି ସ୍ଵପ୍ନ ଖରାପ ମଧ୍ୟ ଦେଖିଥାଉ । ଆଜି ଆସନ୍ତୁ ଜାଣିବା ରାତିରେ ଶୋଇବା ସମୟରେ ସ୍ଵପ୍ନରେ ହାତୀର ସ୍ଵପ୍ନ ଦେଖିଲେ କଣ ହୋଇଥାଏ । ହାତୀ ହେଉଛି ମା ଲକ୍ଷ୍ମୀଙ୍କ ବହୁତ ପ୍ରିୟ ହୋଇଥାଏ । ବହୁତ ଶୁଭ ମଧ୍ୟ ହୋଇଥାଏ । ସ୍ଵପ୍ନ ତ ସମସ୍ତେ ଦେଖିଥାନ୍ତି କିନ୍ତୁ ସମସ୍ତେ କହିଥାନ୍ତି ଭୋର ସ୍ଵପ୍ନ ସତ ହୋଇଥାଏ , ଏହା ମଧ୍ୟ ସତ ହୋଇଥାଏ । ଅନ୍ୟ ସାମରେ ସ୍ଵପ୍ନ ଦେଖିଲେ ସେହି ସ୍ଵପ୍ନ ସତ ହୋଇନଥାଏ ।

ଯଦି ଆପଣ ସ୍ଵପ୍ନରେ ହାତୀ ଉପରେ ବସିବାର ସ୍ଵପ୍ନ ଦେଖୁଛନ୍ତି ,ଏହା ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ଜୀବନରେ ସୁଖ ସମୃଦ୍ଧି ହେବ ଓ ଧନର ମଧ୍ୟ ପ୍ରାପ୍ତି ହେବ । ଯଦି ସ୍ଵପ୍ନରେ ହାତୀ ଛିଡା ହେବାର ଦେଖୁଛନ୍ତି , ଆପଣଙ୍କ କିଛି କାର୍ଯ୍ୟ ଅଟକି ଯାଇପାରେ । ବା ଯେଉଁ କାମ କରୁଛନ୍ତି ତାହା ଅଟକି ଯାଇପାରେ । ଯାହା କରୁଛନ୍ତି ବହୁତ ପରିଶ୍ରମ କରନ୍ତୁ ସେଥିରେ ସଫଳ ହେବେ । ଯଦି ସ୍ଵପ୍ନରେ ହାତୀଙ୍କ ସମ୍ବନ୍ଧ ରହିବାର ସ୍ଵପ୍ନ ଦେଖନ୍ତି ,ଏହା ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ବୈବାହିକ ଜୀବନରେ ପ୍ରେମ ବଢିଥାଏ ବା ସମ୍ପର୍କ ବଢିଥାଏ ।

ଆଗରୁ ଯଦି ସମ୍ପର୍କ କୌଣସି କାରଣ ପାଇଁ ଖରାପ ଚାଲୁଥାଲା ,ତ ଭଲ ହେବ ପାଇଁ ଆରମ୍ଭ ହେବ । ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ପ୍ରେମ ସମ୍ପର୍କ ବଢିବାକୁ ଲାଗିବ । ଯଦି ସ୍ଵପ୍ନରେ ଖାଲି ହାତୀକୁ ଦେଖିବେ ,ଏହା ଦ୍ଵାରା ଆଗକୁ ପ୍ରେମରେ ପଡିବେ । ଭଲ ପାଇବା ପ୍ରତି ଇଚ୍ଚୂକ ହେବେ । ଯଦି ସ୍ଵପ୍ନରେ ହାତୀର ଦାନ୍ତକୁ ଦେଖନ୍ତି ଏହା ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା କୌଣସି ନା କୌଣସି ସୂତ୍ରରେ ଆକସ୍ମିକ ସୂତ୍ରରେ ଧନ ଆସିବ । ଘରେ ଧନର ବୃଦ୍ଧି ମଧ୍ୟ ହେବ ।

ଆଗରୁ ଯଦି କୌଣସି ଧନ ପାଇଁ ସମସ୍ଯା ଥାଏ ତ ଏହା ପରେ କୌଣସି ଧନର ସମସ୍ଯା ରହିବା ନାହିଁ । ଏହା ବହୁତ ଶୁଭ ହୋଇଥାଏ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିଥାଏ । ଯଦି ଆପଣ ସ୍ଵପ୍ନରେ ହାତୀର ଦେହ ଖରାପର ସ୍ଵପ୍ନ ଦେଖିଲେ । ଏହା ଦ୍ଵାର ଧନ ହାନୀର ସୂଚନା ମିଳିଥାଏ । କୌଣସି କାର୍ଯ୍ୟ ପାଇଁ ଧନର ବହୁତ ଖର୍ଚ ହେବ । କିଛି ସମସ୍ୟାରେ ମଧ୍ୟ ପଡ଼ିପାରନ୍ତି । ଯଦି ଏପରି ସ୍ଵପ୍ନ ଦେଖୁଛନ୍ତି ତ କୌଣସି ଶିବ ମନ୍ଦିର ଯାଇ ଦର୍ଶନ କରନ୍ତୁ ।

ସ୍ଵପ୍ନରେ ହାତୀ ଦେଖିବା ବହୁତ ଶୁଭ ହୋଇଥାଏ । କିନ୍ତୁ ଯଦି ଆପଣ ସ୍ଵପ୍ନରେ ଗୋଟିଏ ବା ଦୁଇଟି ହାତୀକୁ ଦେଖୁଛନ୍ତି ତ ବହୁତ ଶୁଭ ହୋଇଥାଏ । ଯଦି ସ୍ଵପ୍ନରେ ଅତ୍ୟଧିକ ହାତୀକୁ ଦେଖନ୍ତି ଏହା ବହୁତ ଅଶୁଭ ହୋଇଥାଏ । ଏହି କାଥାକୁ ମାନେ ରଖନ୍ତୁ ଯାହାବି କିଛି ସ୍ଵପ୍ନ ଦେଖୁଛନ୍ତି କାହାକୁ ସେହି ସ୍ଵପ୍ନ ବିଷୟରେ କହିବେ ନାହିଁ । ଏହା କରିବା ଦ୍ଵାରା ସ୍ଵପ୍ନର ଫଳ ମିଳିନଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button