ବିଲେଇ କହିଥାଏ ଆପଣଙ୍କ ଭବିଷ୍ୟତ ! ଏହି ସବୁ ସଂକେତ ଦେଖି ଜାଣନ୍ତୁ କଣ ଶୁଭ ଓ କଣ ଅଶୁଭ
ଜୀବନରେ ଅନେକ ସମସ୍ଯା ରହିଥାଏ । ସବୁ ସମସ୍ଯାକୁ ସାମ୍ନା କରିବା ବହୁତ କଷ୍ଟ ହୋଇଥାଏ । ସମସ୍ଯା ରହିଛି ମାନେ ସମାଧାନ ମଧ୍ୟ ରହିଛି । କିନ୍ତୁ ସବୁ ସମସ୍ୟାର ସମାଧାନ ରହିନଥାଏ । ସେଥିଲାଗି ବହୁତ ଲୋକ ବହୁତ ଚିନ୍ତାରେ ରହିଥାନ୍ତି ।ଭାରତ ଏକ ଧାର୍ମିକ ଦେଶ ଅଟେ । ଘରେ ଅନେକ ଲୋକ କିଛି ଗୃହ ପାଳିତ ପଶୁଙ୍କୁ ପାଳିଥାନ୍ତି । କିଛି କିଛି ଲୋକଙ୍କର ଏହା ସଉକ ଥାଏ । କେଉଁ ଲୋକ କୁକୁର ପାଳିଥାଏ ,ତ ଆଉ କିଛି ଲୋକ ବିଲେଇ ମଧ୍ୟ ପାଳିଥାନ୍ତି ।
କିନ୍ତୁ ବିଲେଇ ପାଳିବା ବହୁତ ଶୁଭ ହୋଇଥାଏ । କିଛି ଲୋକ କହିଥାନ୍ତି ଶୁଭ କାମରେ ଯାଉଥିବା ସମୟରେ ଯଦି କୌଣସି ବିଲେଇ ବାଟକାଟେ ତ ବହୁତ ଅଶୁଭ ବୋଲି କହିଥାନ୍ତି । ଏପରି ଅନେକ କଥା ବିଲେଇ ଅଶୁଭର ସୂଚନା ଦେଇଥାଏ । ଶସ୍ତ୍ର ଅନୁସାରେ ରାହୁଙ୍କ ବାହନ ହେଉଛନ୍ତି ବିଲେଇ । ରାହୁଙ୍କର ଖରାପ ପ୍ରଭାବ ଦ୍ଵାରା ଆପଣଙ୍କର ଖରାପ ସମୟ ସୃଷ୍ଟି ହୋଇଥାଏ । ଜୀବନରେ ଅନେକ ସମସ୍ଯା ଆସିଥାଏ ।
ଯଦି ଘରେ ବିଲେଇଟିଏ ପାଳିଛନ୍ତି ,ସେହି ବିଲେଇ କାନ୍ଦିବାର ଶବ୍ଦ ଶୁଣୁଛନ୍ତି ଏହା ବହୁତ ଖରାପ ହୋଇଥାଏ । ଏହାର ଅର୍ଥ ହେଉଛି ଆପଣକ ସହ କୌଣସି ଅଘଟଣା ଘଟିପରେ । ଯଦି କୌଣସି ଦୁଇଟି ବିଲେଇ ଘର ପାଖରେ ଝଗଡା ହେଉଥିବାର ଦେଖିବେ ,ଏହାର ଅର୍ଥ ହେଉଛି ଆପଣଙ୍କ ସହ କାହାର ଝଗଡା ହେବାର ସମ୍ଭାବନା ରହିଛି । ଯଦି କୌଣସି ପର୍ବ ପର୍ବାଣିରେ ଘରକୁ ବିଲେଇ ଆସେ ତ ମା ଲକ୍ଷ୍ମୀଙ୍କର ଆଗମନ ବୋଲି ଭାବିବା ଉଚିତ । ଧନର କୌଣସି ଅଭାବ ରହିନଥାଏ ।
ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିଛି । ଯଦି କୌଣସି ବ୍ୟକ୍ତି ଶୋଇଥିବା ସମୟରେ ବିଲେଇ ଚାଲିବାକୁ ଲାଗେ ,ଏହାର ଅର୍ଥ ହେଉଛି ସେହି ବ୍ୟକ୍ତି କୌଣସି ସରକାରୀ ସମସ୍ଯାରେ ପଡ଼ିପାରନ୍ତି । ଯଦି କୌଣସି ବିଲେଇ ଗୋଡ ଚାଟିଥାଏ ଏହାର ଅର୍ଥ ହେଉଛି ଆପଣ କୌଣସି ରୋଗରେ ପଡ଼ିପାରନ୍ତି । ଭବିଷ୍ୟତରେ କୌଣସି ସ୍ୱାସ୍ଥ୍ୟ ଅବସ୍ତା ଖରାପ ହୋଇପାରେ । ଯାହାକୁ ନେଇ ଆପଣ ବହୁତ ଚିନ୍ତାରେ ରହିବେ ।
ଯଦି ଆପଣଙ୍କ ମୁଣ୍ଡ ଉପରେ କୌଣସି ବିଲେଇ ଡେଇଁ ଚାଲିଯାଏ ,ଏହାର ଅର୍ଥ ଜୀବନକୁ କୌଣସି ସମସ୍ଯା ଆସିବାକୁ ଯାଉଛି । ଯଦି କୌଣସି ବିଲେଇ ଘରେ ଲୁଚିକରି କ୍ଷୀର ପିଇ ଦିଏ ଏହାର ଅର୍ଥ ଧନର କୌଣସି ସମସ୍ଯା ହୋଇଥାଏ । ନିଜ ଭବିଷ୍ୟତରେ କଣ ଶୁଭ ଓ ଅଶୁଭ ରହିଛି ବିଲେଇ ଦ୍ଵାରା ହି ସବୁ ସଙ୍କେତ ମିଳିଯାଏ । ବିଲେଇକୁ ଘରେ ପାଳନ୍ତୁ କିନ୍ତୁ ବିଲେଇ ଦେଉଥିବା ସଙ୍କେତର ପ୍ରତିକାର କରନ୍ତୁ । ଏହି ପ୍ରତିକାର କରିବା ଦ୍ଵାରା କୌଣସି ସମସ୍ଯା ଜୀବନରେ ରହିବ ନାହିଁ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।