IBN ଓଡ଼ିଶା ବ୍ୟୁରୋ

ପେଟରେ ଥିବା ଛୁଆ (ପୁଅ ନା ଝିଅ ) ଏହି 1 ଉପାୟ ଦ୍ଵାରା ଜାଣନ୍ତୁ

ବାହାହୋଇସାରିବା ପରେ ସମସ୍ତେ ଚାହାଁନ୍ତି ଛୁଆ ଟିଏ ହେଉ ବୋଲି । କିଛି ଲୋକ ଚାହିଁଥାନ୍ତି ପୁତ୍ର ସନ୍ତାନ ଓ ଆଉ କିଛି ଲୋକ ଚାହିଁଥାନ୍ତି କନ୍ୟା ସନ୍ତାନ । ସନ୍ତାନ ହୋଇଗଲେ ପରିବାରରେ ସମସ୍ତ ସଦସ୍ୟ ବହୁତ ଖୁସି ହୋଇଥାନ୍ତି । କିଛି ଲୋକଙ୍କର ବିବାହ ପରେ ସନ୍ତାନ ପ୍ରାପ୍ତି ହେବ ବହୁତ କଷ୍ଟ ହୋଇଥାଏ । ଶରୀରର କୌଣସି ସମସ୍ଯା ପାଇଁ ସନ୍ତାନ ହେବାରେ କିଛି ଅସୁବିଧା ହୋଇଥାଏ । ଆଜି ଆସନ୍ତୁ ଜାଣିବା ଗର୍ଭବତୀ ସମୟରେ ସନ୍ତାନ ପୁଅ ନା ଝିଅ କିଛି ଉପାୟରୁ ଜାଣିବା ।

କିଛି ଲୋକ ପୁଅ ନା ଝିଅ ଜାଣିବା ପାଇଁ ପରୀକ୍ଷା ମଧ୍ୟ କରିଥାନ୍ତି । କିନ୍ତୁ ଆଇନ ଅନୁଯାଇ ନିଜ ଭୃଣର ଲିଙ୍ଗ ନିରୂପଣ କରିବା ଏକ ଅପରାଧ ବୋଲି ବିବେଚନା କରାଯାଇଛି । ଯଦି ଭୃଣ ହତ୍ୟା କରିବେ ଏହା ଏକ ଦଣ୍ଡନୀୟ ଅପରାଧ । କିଛି ଲୋକ ଶରୀରର କିଛି ପରିବର୍ତ୍ତନ ଦେଖି ବା କିଛି ଲକ୍ଷଣ ଦେଖି କହିଦେଇଥାନ୍ତି ଯେ ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ ହେବ । ଏହି ଲକ୍ଷଣ ଅନୁସାରେ କେବେ ଭୃଣ ହତ୍ୟା କରନ୍ତୁ ନାହିଁ କାରଣ ବହୁତ ବଡ ଅପରାଧର ସମୁଖୀନ ହେବାକୁ ପଡିପାରେ ।

ପ୍ରଥାମେ ମହିଳାର ଗର୍ଭବତୀ ସମୟରେ ପେଟରେ ପୁଅ ନା ଝିଅ ଅଛି ଜାଣିବା ପାଇଁ ପେଟର ଆକାରରୁ ଜଣାପଡିଥାଏ । ଯଦି ଗର୍ଭବତୀ ମହିଳାର ପେଟ ଗୋଲ ଓ ପେଟ ବାହାରକୁ ବାହାରିଥାଏ ,ଏହା ପୁଅ ହେବାର ଲକ୍ଷଣ ଅଟେ । ସେହିପରି ଗର୍ଭବତୀ ସମୟରେ ପେଟର ଆକାର ଚଉଡା ଓ ଗୋଲ ହୋଇଥାଏ ,ଏହା ଝିଅ ହେବାର ଲକ୍ଷଣ ହୋଇଥାଏ । କିଛି ଲକ୍ଷଣ ମହିଳାର ବ୍ୟବହାରରୁ ଜଣାପଡିଥାଏ । ଯଦି ମହିଳା ଗର୍ଭବତୀ ହେବାର ତିନିମାସ ସମୟରେ ଦୁଃଖରେ ରୁହନ୍ତି ବା କିଛି କଥାରେ ରାଗି ଯାଇଥାନ୍ତି ,

ପରବର୍ତୀ ସମୟରେ ଦୁଃଖୀ ହେବା ସହ ଅନିତପ ମଧ୍ୟ କରିଥାନ୍ତି । ହେବାକୁ ଯାଉଥିବା ସନ୍ତାନ ପୁତ୍ର ହୋଇପାରେ । ଯଦି ମହିଳା ଗର୍ଭବତୀ ସମୟରେ ସମସ୍ତଙ୍କ ସହ ଖୁସିରେ ରହିଥାନ୍ତି ଓ ସମସ୍ତଙ୍କୁ ଖୁସିରେ ରଖିଥାନ୍ତି ବା ସ୍ନେହ ଆଦର କରିଥାନ୍ତି , ଏହି ଲକ୍ଷଣରୁ ଜଣାଯାଏ କନ୍ୟା ସନ୍ତାନ ହେବାକୁ ଯାଉଛି । କିଛି ଲକ୍ଷଣ ଖାଦ୍ଯରୁ ମଧ୍ୟ ଜଣାଯାଇଥାଏ । ଯଦି ମହିଳା ଖାଇବାରେ ଘୃଣା ଭାବ ବା ଖାଇସାରିବା ପରେ ବାନ୍ତି କରିଥାନ୍ତି ,ଏହା ଦ୍ଵାରା ପୁତ୍ର ସନ୍ତାନ ହେବାର ଲକ୍ଷଣ ଅଟେ ।

ଯେଉଁ ମହିଳା ଖାଇବାରେ ବହୁତ ରୁଚି ରଖିଥାଏ ବା ସ୍ଵାଦିଷ୍ଟ ଖାଇବାକୁ ଚାହିଥାଏ ,ଏହା ଦ୍ଵାରା ଝିଅ ହେବାର ଲକ୍ଷଣ ଅଟେ । ଯଦି ଗର୍ଭବତୀ ସମୟରେ କୌଣସି ମିଠା ଜିନିଷ ଖାଇବାକୁ ଇଛା କରନ୍ତି ,ଏହା ଦ୍ଵାରା ଝିଅ ହେବାର ଲକ୍ଷଣ ହୋଇଥାଏ । ଯଦି କିଛି ଖଟା ଜାତୀୟ ଜିନିଷ ଖାଇବାକୁ ଇଚ୍ଛା କରନ୍ତି ,ଏହା ଦ୍ଵାରା ପୁତ୍ର ସନ୍ତାନ ହେବାର ଲକ୍ଷଣ ଅଟେ । ଯଦି ଗର୍ଭରେ ପୁଅ ଥାଏ ତ ଚର୍ମ ସମସ୍ଯା ଦେଖାଦେଇଥାଏ । ଯଦି ଗର୍ଭରେ ଝିଅ ଥାଏ ତ ତ୍ୱୋଚାରେ ଚମକ ଆସିଥାଏ । ଏହି ଲକ୍ଷଣ ଦ୍ଵାରା ଜାଣିହୋଇଥାଏ ସନ୍ତାନ ପୁଅ ନା ଝିଅ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button