IBN ଓଡ଼ିଶା ବ୍ୟୁରୋ

୧୫ ବର୍ଷର ଝିଅ ହେଲା ମା-

ଆଜି ଆମେ ପୁଣି ଆପଣଙ୍କ ପାଇଁ ନେଇ ଆସିଛୁ ଏକ ହୃଦୟ ବିଦାରକ ଦୁଃଖଦ ଘଟଣା ଯାହା ବିଷୟରେ ଜାଣି ଆପଣଙ୍କର ମୁଣ୍ଡ କମ ଦେବନି । ଏହି ସମାଜ ଏତେ ନିମ୍ନ ସ୍ତରକୁ ଖସି ଗଲାଣି ଯେ ଆମେ ଚାହିଁଲେ ବି କିଛି ପରିବର୍ତ୍ତନ ଆଣି ପାରିବା ନାହିଁ । ଆଜିକାଲି ଯୁଗ ଏତେ ଖରାପ ହେଲାଣି କି ନିଜ ଘରେ ମଧ୍ୟ ଝିଅ ମାନେ ସୁରକ୍ଷିତ ନୁହନ୍ତି । ଆମେ ଆପଣଙ୍କୁ ଆଗରୁ ମଧ୍ୟ ସେହିଭଳି ଖବର ଦେଇଛୁ ଯେଉଁଠି ଆପ୍ନ ଦେଖିଥିବେ ନିଜର ପରିବାର ର ପୁରୁଷ ମାନେ ହିଁ ଘରର ମହିଳା ମାନଙ୍କ ସହ ଦୁର୍ବ୍ୟବହାର କରିବା ସହ ଦୁଷ୍କର୍ମ କରିବାକୁ ମଧ୍ୟ ପଚଉ ନାହାନ୍ତି । ଯେଉଁଠି ଘରେ ବି ମହିଳା ମାନେ ସୁରକ୍ଷିତ ନୁହନ୍ତି ସେଠି ପର ଲୋକଙ୍କୁ ବା କଣ ଭରସା । ତେବେ ଆଜିର ଘଟଣାରେ ଆମେ କହିବାକୁ ଯାଉଛୁ ଏକ 15 ବର୍ଷୀୟ ନା ବାଳିକା ଯିଏ କି ମା ହୋଇଛି, ଏବଂ ତା ପିଲାର ବାପା ବିଷୟରେ ପଚାରିବାରୁ ସେ ଯାହା କଥା କହିଛି ଆପଣ ଶୁଣି ମୁଣ୍ଡରେ ହାତ ଦେବେ ।

 

ତେବେ ଚଲାନ୍ତୁ ଜାଣିବା ସମ୍ପୂର୍ଣ ଘଟଣା କଣ । ଆପଣ ମାନେ ତ ପ୍ରତ୍ୟକ ଦିନ ନ୍ଯୁଜରେ ଦେଖୁଥିବେ ଓ ଖବର କାଗଜରେ ପଢୁଥିବେ କି କେମିତି ଛୋଟ ଛୋଟ ଛୁଆ ମାନଙ୍କୁ ମଧ୍ୟ ଲୋକମାନେ ରେପ କରି ମାରି ଦେଉଛନ୍ତି । ଆପଣ ବିଶ୍ବାସ ବି କରି ପାରୁ ନଥିବେ କି କେମିତି ଏତେ ଛୋଟ ଝିଅ ମାନଙ୍କ ସହ ଏମିତି ହୋଇପାରୁଛି । ତେବେ ସେହି ଭଳି ଏକ ଘଟଣା ଘଟିଛି ଓ ଏଠାରେ ଯିଏ ଦୋଷୀ ଆପଣ ବିଶ୍ବାସ କରି ପରିବେନି । ଘଟଣା ଟି ହେଲା ଏକ 15 ବର୍ଷର ଝିଅ ଗର୍ଭବତୀ ହୋଇ ଗୋଟେ ଶିଶୁକୁ ଜନ୍ମ ଦେଇଛି, ତେବେ ସେହି ପିଲାର ବାପା ବିଷୟରେ ପଚାରା ଯିବାରୁ ଝିଅଟି ଯାହା କହିଲା ଆପଣ ଶୁଣିଲେ ଆପଣଙ୍କର ସମାଜ ଉପରୁ ଆସ୍ଥା ଭାଙ୍ଗି ଜୀବ । କାହିଁକି ନା ସେହି ବ୍ୟକ୍ତି ଆଉ କେହି ନୁହେଁ ସେ ହେଉଛି ସେହି ଝିଅର ବାପା ।

 

ବାପା, ଯିଏ ହେଉଛନ୍ତି ତାଙ୍କ ସନ୍ତାନ ମାନଙ୍କ ପାଇଁ ଇଶ୍ଵର ସମାନ । ଯିଏ ତାଙ୍କ ପିଲା ମାନଙ୍କ ପାଇଁ କିଛି ବି ବଳିଦାନ ଦେଇ ପାରନ୍ତି । ସେହିଭଳି ଏକ ଉଚ୍ଚ ପଦର ଲୋକ ଯଦି ଏମିତି କିଛି କରନ୍ତି ତେବେ ଆପଣ କେମିତି କାହା ଉପରେ ବା ବିଶ୍ବାସ କରି ପାରିବେ । ନିଜର ଛୋଟ ଝିଅ ସହିତ ଏଭଳି କରିବାକୁ ଥରେ ତାର ବିବେକ ତାକୁ ବାଧା ଦେଇ ନଥିଲା । ଆଜିର ସମଯରେ ଯେଉଁଠି ସରକାର ନାରୀ ସଶକ୍ତି କାରଣ ପାଇଁ ଭିନ୍ନ ଭିନ୍ନ ପଦକ୍ଷପ ନେଉଛି ସେଠି ନାରୀ ନିଜ ଘରେ ହିଁ ଅସୁରକ୍ଷିତ । ତେବେ ତାର ବାପା ତାର ବହୁତ ଦିନ ଧରି ଯୌନ ଶୋଷଣ କରିବା ପରେ ଯେବେ ଝିଅଟିର ପେଟରେ ଯନ୍ତ୍ରଣା ହୋଇଥିଲା ସେ ତାକୁ ମେଡିକାଲ ରେ ନେଇ ଛାଡି ଚାଲି ଯାଇଥିଲା ।

 

Related Articles

Leave a Reply

Your email address will not be published. Required fields are marked *

Back to top button