IBN ଓଡ଼ିଶା ବ୍ୟୁରୋ

ଏବେ ଏବେ ଦଶମ ପରୀକ୍ଷା ଫଳକୁ ନେଇ ଆସିଲା ବଡ଼ ଖବର ,ଡେରି ହୋଇପାରେ ଛାତ୍ର ଛାତ୍ରୀଙ୍କ ରେଜଲ୍ଟ ସବୁ ପରୀକ୍ଷାର୍ଥୀ ମାନେ ଜାଣିରଖନ୍ତୁ

ନମସ୍କାର ବନ୍ଧୁଗଣ ପୁଣି ଘୁଞ୍ଚିଲା ମାଟ୍ରିକ ରେଜଲ୍ଟ ତାରିଖ ତେବେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଆସିଚି ବଡ଼ ଖବର ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ଵାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷା ଫଳ ମେ ମାସ ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବା ନେଇ ବୋର୍ଡ ପକ୍ଷରୁ ଜାରି ହେଲା ନୂଆ ସୂଚନା । ଆସନ୍ତୁ ଜାଣିବା କେଉଁ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ କେଉଁ ୱେବସାଇଟ ଯୋଗେ ପ୍ରଥମେ ରେଜଲ୍ଟ ପ୍ରକାଶ ପାଇବ ଜାଣିବା । ତେବେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଆସିଚି ବଡ଼ ଖବର ମାଧ୍ୟମିକ ଶିକ୍ଷା ଦ୍ଵାରା ପରିଚାଳିତ ବୋର୍ଡ ପକ୍ଷରୁ ମେ ମାସ ଚତୁର୍ଥ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ

ମେ ମାସରୁ ଜୁନ ମାସ ହେବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ଅର୍ଥାତ୍ ମେ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ବୋର୍ଡ ରେଜଲ୍ଟ । ତେବେ ଆପଣ ଭାବୁଥିବେ କେଉଁ ୱେବସାଇଟ ଯୋଗେ ଶୀଘ୍ର ରେଜଲ୍ଟ ଦେଖି ପାରିବେ ଏନେଇ ବୋର୍ଡ ପକ୍ଷରୁ ଜାରି ହୋଇଛି ବଡ଼ ସୂଚନା ଯାହାର ଲିଙ୍କ ଆମେ ଆପଣଙ୍କୁ ଦେଇଦେବୁ ଆପଣ ଚାହିଁଲେ ଦେଖି ପାରିବେ । ଫଳ ପ୍ରକାଶ ପାଇବର ମାସକ ଭିତରେ ଛାତ୍ର ଛାତ୍ରୀ ମାନେ ପ୍ରଧାନଶିକ୍ଷକ ଙ୍କ ନିକଟରୁ ପ୍ରମାଣପତ୍ର ର ପ୍ରିଣ୍ଟ କପି ପାଇପାରିବେ ।

ଅନଲାଇନ୍ ଯୋଗେ ପ୍ରମାଣ ପତ୍ର ପ୍ରଦାନ କରିବାକୁ ଥିବା ଏହା କାମ ଜାରି ରହିଛି ତେବେ ଖୁବ୍ ଶୀଘ୍ର ସାର୍ଟିଫିକେଟ ପ୍ରମାଣ ପତ୍ର ଅପ୍ଲୋଡ ଶେଷ ହେବାକୁ ଯାଉଛି। ତେବେ ଏଥର ବୋର୍ଡ ପକ୍ଷରୁ ପ୍ରଥମ ଥର ମାଟ୍ରିକ ଛାତ୍ର ଛାତ୍ରୀଙ୍କ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ କରାଯିବ । ପରୀକ୍ଷାଫଳ ପ୍ରକାଶ ପାଇବା ଏକ ଦିନ ଭିତରେ ଛାତ୍ର ଛାତ୍ରୀ ମାନେ ସାର୍ଟିଫିକେଟ ଡାଉନଲୋଡ କରିପାରିବେ ।

ଏଥିଲାଗି ଆଡମିଟ କାର୍ଡ ର ନକଲ ପ୍ରଦାନ କରିବାକୁ ପଡ଼ିବ ଉକ୍ତ ଅନଲାଇନ ପ୍ରମାଣ ପତ୍ର ସମସ୍ତ କ୍ଷେତ୍ରରେ ସମସ୍ତ କ୍ଷେତ୍ରରେ ଗ୍ରହଣୀୟ ହେବ ଯଦି କୌଣସି କାରଣରୁ ଅନଲାଇନ ପ୍ରମାଣପତ୍ର ହଜିଯାଏ ତେବେ ନକଲ ପ୍ରମାଣପତ୍ର ପାଇଁ ୫୦୦ ଟଙ୍କା ଜମା କରିବାକୁ ପଡ଼ିବ ।

ଆଉ ତାହା ସହିତ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀ ମାନେ ନିଜ ହ୍ୱାଟସ୍ପ ରେ ରେଜଲ୍ଟ ଦେଖିବେ ବୋଲି ସରକାର ପ୍ରସ୍ତୁତ ଚଳାଇଛନ୍ତି ।ତେବେ ଫଳ ପ୍ରକାଶ ପାଇବାର ହାତ ପାହାନ୍ତ ରେ ରେଜଲ୍ଟ ଦେଖିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button