ଭୁଲରେ ବି ଗୋ’ମାତାଙ୍କୁ ଖୁଆନ୍ତୁ ନାହିଁ ଏହି 1ଜିନିଷ, ନଚେତ ସାରା ଜୀବନ ପାଇଁ ହୋଇଯିବେ ଦରିଦ୍ର
ନମସ୍କାର ବନ୍ଧୁଗଣ । କେବେ ବି ଗାଈଙ୍କୁ ଭୁଲରେ ବି ଏହି ୩ଟି ଖାଦ୍ୟ ଖୁଆନ୍ତୁ ନାହିଁ ଘରେ ଦାରିଦ୍ରତା ଦେଖା ଦେବା ସହ ମାତା ଲକ୍ଷ୍ମୀ ଘର ଛାଡିଦେବେ । ହିନ୍ଦୁ ଧର୍ମ ଅନୁସାରେ ଯଦି ଗାଈର ସେବା ଆମେ ନିଶ୍ଵାର୍ଥପର ଭାବେ କରିବା ତାହାଲେ ଘରେ ଲକ୍ଷ୍ମୀ ବାସ କରନ୍ତି । ଗାଈକୁ ଆମେ ପ୍ରତ୍ୟକ ଦିନ କିଛି ନା କିଛି ଖୁଆଇବାକୁ ଦେଇଥାଉ । ଗାଈକୁ ସନାତନ ଧର୍ମରେ ଲକ୍ଷ୍ମୀ ବୋଲି କୁହାଯାଇଛି । ମନାଜାୟକୀ ଗାଈର ସେବା କଲେ ଘରେ ସୁଖ ଶାନ୍ତି ଲାଗିରହିଥାଏ । ଯେଉଁ ଘରେ ଗାଈର ସେବା ନିଶ୍ଵାର୍ଥପର ଭାବେ କରାଯାଇଥାଏ ସେହି ଘରେ ଲକ୍ଷ୍ମୀ ବାସ କରନ୍ତି । ଯେଉଁ ଘରେ ଗାଈର ସେବା କରାଯାଏ ନାହିଁ ସେହି ଘରେ ଅସାନ୍ତି ଲାଗି ରହିଥାଏ ।
କିଛି ଲୋକ ସହରରେ ରହିଥାନ୍ତି ସେଠାରେ ଗାଈ ପାଳିବା ସମ୍ଭବ ହୋଇନଥାଏ । କିନ୍ତୁ ସେଠାରେ ଯଦି ଆମେ ବାହାରେ ବୁଲୁଥିବା ଗାଈକୁ ରୁଟି ଖୁଆଇବା ତାହଲେ ବହୁତ ଶୁଭ ହୋଇଥାଏ । କିନ୍ତୁ କେବେ କେବେ ଗାଈକୁ ଖୁଆଇବାରେ ଭୁଲ ହୋଇଯାଇଥାଏ । ସେ ଭୁଲ କରିବା ଉଚିତ ନୁହେଁ ସେହି ୩ଟି ଭୁଲ କଣ ଅଟେ ଆସନ୍ତୁ ଜାଣିବା ଓ ସେହି ଭୁଲ କେବେବି କରିବେ ନାହିଁ । ଗାଈଙ୍କ ଦେହରେ ଦେବୀ ଦେବତା ବାସ କରିଥାନ୍ତି । ଗାଈକୁ ଯଦି ସକାଳେ ତିଆରି ହଉଥିବା ରୁଟି ଖୁଆଇବେ ତାହଲେ ଭଗବାନଙ୍କ ଆଶ୍ରିବାଦ ମିଳିଥାଏ । ଗାଈକୁ ବୃହସ୍ପତି ଗ୍ରହଙ୍କ ସହ ଯୋଡା ଯାଇଛି । ତେଣୁ ଗାଈକୁ ଗୁରୁବାର ଦିନ ରୁଟି ଉପରେ ଏକ ଚୁମୁଟା ହଳଦୀ ମିଶାଇ ଖୁଆଇବେ ଯଦି ଘରେ ସୁଖ ଶାନ୍ତି ଧନ ବୃଦ୍ଧି ହେବ ।
ଖରାପ ଗ୍ରହ ଶାନ୍ତି ହେବେ । ଯଦି କୌଣସି ଲୋକ ମାନସିକ ଅଶାନ୍ତିରେ ଥିବେ ତାହଲେ ଗାଈକୁ ରୁଟି ଉପରେ ଗୁଡ ରଖି ଖୁଆଇବେ ତାହାଲେ ସମସ୍ତ ଅଶାନ୍ତି ଦୂର ହୋଇଯିବ । ସକାରତ୍ମକ ଶକ୍ତି ବୃଦ୍ଧି ହବ । ଯଦି ଆପଣଙ୍କର ସମସ୍ତ ଗ୍ରହ ଖରାପ ଅଛି ତାହାଲେ ଗାଈକୁ ପ୍ରତ୍ୟକ ଦିନ ସକାଳେ ରୁଟି ଖାଇବାକୁ ଦେବେ ଦେଖିବେ ସମସ୍ତ ଗ୍ରହ ଧୀରେ ଧୀରେ ଶାନ୍ତି ହୋଇଯିବେ । ଆସନ୍ତୁ ଜାଣିବା ଗାଈକି କଣ ଖାଇବାକୁ ଦବା ନାହିଁ । ଗାଈକି କେବେ ବାସି ରୁଟି ଖୁଆଇବେ ନାହିଁ ।
ବାସି ରୁଟି ଖୁଆଇଲେ ଗାଈର ଅପମାନ ହୋଇଥାଏ । କୌଣସି ଖରାପ ଜିନିଷ କି କିଛି ପଚା ଶଢା ଜିନିଷ କେବେ ଗାଈକୁ ଖୁଆଇବେ ନାହିଁ । ଏହା କଲେ ଘରେ ସମସ୍ଯା ଦେଖିବାକୁ ମିଳିଥାଏ । ଗାଈକି କେବେନିଜେ ଘାସ ଛିଣ୍ଡାଇକି ଖାଇବାକୁ ଦେବେ ନାହିଁ । ପାରିବା ଚୋପା ଗାଈକି ଖୁଆଇବାକୁ ଦେବେ ନାହିଁ ଯଦି ଦେବେ ତାହାଲେ ସେଥିରେ କିଛି ଭଲ ଜିନିଷ ମିଶାଇ ଖାଇବାକୁ ଦେବେ ଏହା କଲେ ବହୁତ ଫାଇଦା ହୋଇଥାଏ । ଗାଈକି କେବେ କ୍ଷୀର ପିଆଇବେ ନାହିଁ ନହଲେ ଘରେ ଧନର ଅବାଭ ଦେଖା ଦବ ।
ମାତା ଲକ୍ଷ୍ମୀ ଆପଣଙ୍କର ଘରେ ବାସ କରିବା ଛାଡିଦେବେ । ଯେଉଁ ଜାଗାରେ ଗୃହ ବନେଇବେ ତାହାର ୧୫ ଦିନ ଆଗରୁ ସେହି ଜାଗାରେ ଗାଈ ଓ ବାଛୁରିକି ସେଠାରେ ବାନ୍ଧି ଦେବେ । ସେହି ଜାଗା ପବିତ୍ର ହୋଇଯାଇଥାଏ । ଯଦି ଯାତ୍ରା ସମୟରେ ଗାଈ ମାତା ରାସ୍ତା ରୋକୀ ଦେବେ ତାହାଲେ ଏହା ବହୁତ ଶୁଭ ହୋଇଥାଏ । ଯଦି ଘରର ଚାରିପଟେ ଗାଈ ସର୍ବଦା ବୁଲୁଥାନ୍ତି ତାହାଲେ ଘରରଥିବା ସମସ୍ତ ସଙ୍କଟ ଦୂର ହୋଇଯାଇଥାଏ । ଘରେ ସୁଖ ଶାନ୍ତି ଦେଖାଦେଇଥାଏ ।