IBN ଓଡ଼ିଶା ଏକ୍ସକ୍ଲୁସିଭ୍

3 ଦିନ ଲଗାତାର ଖାଲିପେଟରେ ପିଜୁଳିର 2ଟି ପତ୍ର ଖାଇ ନିଅନ୍ତୁ, ମୂଳରୁ ଶେଷ ହୋଇଯିବ ଏହି ରୋଗ… ଫାଇଦା ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଆଜି ଆମେ ଆପଣ ମାନଙ୍କ ପାଇଁ ପିଜୁଳି ଗଛର ପାତ୍ରର ସେବନ ଦ୍ଵାରା କେଉଁ କେଉଁ ଫାଇଦା ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଯଦି କେଶ ସମସ୍ଯା ହେଉଥାଏ ତେବେ ଏହାର ନିବାରଣ ପାଇଁ ଗୋଟେ ପିଜୁଳି ପାତ୍ରର ଭଲ ଭାବେ ପେଷ୍ଟ କରି ସେଥିରେ କିଛି ଖଟା ଦହି ମିଶାନ୍ତୁ । ଏହା ପରେ ଏଥିରେ ନିମ ପତ୍ରର ପାଉଡର ସହ ଅଧ ଚାମଚର ମୁଲତାନି ମାଟି ସହ ସୋରିଷ ବା ନଡିଆ ତେଲ ଏକ ଚାମଚ ମିଶାନ୍ତୁ ।

ଏହି ମିଶ୍ରଣର ବ୍ୟବହାର ସପ୍ତାହକୁ ଥରେ ବ୍ୟବହାର କାରନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାଇବାର ଗୋଟେ ଘଣ୍ଟା ଯାଏଁ ରଖି କେଶ ଧୋଇବା ଉଚିତ । ଏହା ଛଡା ପେଟ ଜନିତ କୌଣସି ସମସ୍ଯା ରହିଥାଏ ଯେମିତ ଗ୍ଯାସ ହେବ ବା ଅନ୍ୟ ଯେ କୌଣସି ସମସ୍ଯା ତେବେ ଗୋଟେ ଛୋଟ ପିଜୁଳି ପତ୍ରକୁ ଖାଇଲେ ଏହା ଦୂର ହୋଇଥାଏ । ପିଜୁଳି ପତ୍ର ର ସେବନ ଦ୍ଵାରା ହଜମ ଶକ୍ତି ହେବ ସହ ଶରୀର କମଜୋର ଲାଗୁଥିଲେ ମଧ୍ୟ ଏହାର ନିବାରଣ ହୋଇଥାଏ ।

ଯେଉଁ ମାନଙ୍କର ମୋଟାପା ରହିଥିବ ବା ଓଜନ ଅଧିକ ହୋଇଥାଏ ତେବେ ସେମାନେ ପିଜୁଳି ପତ୍ରର ସେବନ କରି ପାରିବେ । ଆମ ଶରୀରରେ ମେଟାବୋଲିଜିୟମ କମ ହେବା ହେତୁ ମୋଟାପା ଦେଖାଯାଏ । ଏହାର ନିବାରଣ ପାଇଁ ଅଶ୍ଵଗନ୍ଧା ପତ୍ର ସହ ପିଜୁଳି ପତ୍ରର ସେବନ କରିଲେ ମୋଟାପା ଦୂର ହୋଇଥାଏ । ଏହା ଛଡା ଗରମ ପାଣିରେ କିଛି ମହୁ ମିଶାଇ ଏହାର ସେବନ କରିଲେ ବହୁତ ଜଲ୍ଦି ମୋଟାପା କମ ହୋଇଥାଏ । ଯଦି ଆପଣ ଅଧିକ ସମୟ ଯାଏଁ ଗୋଟେ ଜାଗାରେ ବସି ରହୁଛନ୍ତି ତେବେ ତାହା ଭୁଲ ଅଟେ ।

ଏହା ଛଡା ନିଜ ଡାଏଟରେ ମଧ୍ୟ ପରିବର୍ତ୍ତନ କରିବା ଉଚିତ । ଯେତେ ହାଲକା ଖାଦ୍ଯ ଖାଇବା ଉଚିତ । ନିଜ ଡାଏଟ ରେ ସାଲାଟ ଆଡ କରିବା ଉଚିତ । ଏହା ସାହା ଅଧିକ ତେଲ ଜାତୀୟ ଖାଦ୍ଯ ବା ଅନ୍ୟ କୌଣସି ହେଭି ଖାଦ୍ଯ ଖାଇବା ଉଚିତ ନୁହେ । ଏହା ସହ ସକାଳେ ବ୍ୟାୟାମ ବା ଯୋଗ କରିବା ଉଚିତ । ପିଜୁଳି ପତ୍ର ସେବନ ଦ୍ଵାରା ଅନ୍ୟ ଏକ ଫାଇଦା ହେଉଛି ସକାଳେ ଖାଲି ପେଟରେ ଗୋଟେ ପିଜୁଳି ପତ୍ର ଚୋବାଇ ଚୋବାଇ ଖାଇ ଗରମ ପାଣି ସହ ଲେମ୍ବୁ ଓ ମହୁ ମିଶାଇ ପିଇଲେ ଏହା ଗଜବ ପ୍ରକାର ଫାଇଦା ଆମ ଶରୀର କୁ ହୋଇଥାଏ ।

ଏପରି କରିବା ଦ୍ଵାରା ଆମ ଶରୀର ରେ ରକ୍ତ ସଫା ହେବା ସହ ଶରୀରରେ ଫୁର୍ତ୍ତି ଆସିଥାଏ । ଏହା ସହ ଚେହେରାରେ ଚମକ ଆସିବା ସହ ଶରୀର ମଜବୁତ ହୋଇଥାଏ । ଯେଉ ମାନଙ୍କର ଆଖିର ରୋଷନି ସମସ୍ଯା ରହିଥାଏ ବା ଆଖି ତଳ କଳା ପଡିଥାଏ ତେବେ ପିଜୁଳି ପତ୍ରର ପେଷ୍ଟ ସହ କାକୁଡି, ବିଲାତି ଓ ଆଳୁ ରସ ସହ ମିଶାଇ ଆଖି ତଳେ ଲଗାଇଲେ ଏହା କଳା ଦାଗ ଦୂର କରିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button