ସ୍ତ୍ରୀ ନିଜ ସ୍ଵାମିକୁ ନିଜର ସବୁ କିଛି ଦେଇ ଦେଇଥାଏ କିନ୍ତୁ ଗୋଟେ ଜିନିଷ କେବେ ବି ଦିଏ ନାହି, କୁହ ତାହା କଣ ? ଏହା ସହ ଆହୁରି 20+ GK Quiz

ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେ କୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସଂପୂର୍ଣ୍ଣ । ସେହି ଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ ।
୧- ଶରୀରର କେଉଁ ଅଙ୍ଗ ନିଆଁ ଲାଗିବା ପରେ ବି ଜଳେ ନାହି ?
ଉତ୍ତର- ନଖ ।
୨- ଭାରତର ସବୁଠାରୁ ସ୍ବଚ୍ଛ ସହର ର ନାମ କଣ ?
ଉତ୍ତର- ଇନ୍ଦୋର ।
୩- ମଥୁରା କେଉଁ ନଦୀ କୂଳରେ ଅଛି ?
ଉତ୍ତର- ଯମୁନା ନଦୀ ।
୪- ବିଶ୍ଵର ସବୁଠାରୁ ମହାସାଗର ର ନାମ କଣ ?
ଉତ୍ତର- ପ୍ରଶାନ୍ତ ମହାସାଗର ।
୫- ସୂର୍ଯ୍ୟଙ୍କର ସବୁଠାରୁ ନିକଟତର ଗ୍ରହର ନାମ କଣ ?
ଉତ୍ତର- ବୁଧ ଗ୍ରହ ।
୬- ଭାରତର ସବୁଠାରୁ ଛୋଟ ରାଜ୍ଯର ନାମ କଣ ?
ଉତ୍ତର- ଗୋଆ ।
୭- ମୋତି ମସ୍ଜିଦ ର ନିର୍ମାଣ କିଏ କରିଥିଲେ ?
ଉତ୍ତର- ଔରଙ୍ଗଜେବ ।
୮- ଇଣ୍ଟରନେଟ ର ପ୍ରାର୍ଥମ ପ୍ରୟୋଗ ସର୍ବ ପ୍ରଥମେ କେଉଁ ଦେଶ କରିଥିଲା ?
ଉତ୍ତର- ଆମେରିକା ।
୯- ମହାଭାରତର ରଚୟତା କିଏ ?
ଉତ୍ତର- ବେଦବ୍ଯାସ ।
୧୦- ଗିର ରାଷ୍ଟ୍ରୀୟ ଉଦ୍ୟାନ କେଉଁ ରାଜ୍ୟରେ ସ୍ଥିତ ଅଟେ ?
ଉତ୍ତର- ଗୁଜୁରାଟ ।
୧୧- ଭାରତ ରତ୍ନ ପାଇଥିବା ପ୍ରଥମ ଖେଳାଳି କିଏ ?
ଉତ୍ତର- ସଚିନ ତେନ୍ଦୁଲକର ।
୧୨- ଅଧି ବର୍ଷରେ ଫେବୃଆରି ମାସରେ କେତେ ଦିନ ହୋଇଥାଏ ?
ଉତ୍ତର- ୨୯ ଦିନ ।
୧୩- ଗଣିତର ଆବିଷ୍କାର କିଏ କରିଥିଲେ ?
ଉତ୍ତର- ଥେଲ୍ସ ।
୧୪- ଭାରତରେ ସୁନାର ଖଣି କେଉଁ ରାଜ୍ୟରେ ଅଛି ?
ଉତ୍ତର- କର୍ଣ୍ଣାଟକ ।
୧୫- ଘୁମର କେଉଁ ରାଜ୍ୟର ନୃତ୍ୟୁ ଅଟେ ?
ଉତ୍ତର- ରାଜସ୍ଥାନ ।
୧୬- ନଦୀର ଦେଶ କାହାକୁ କୁହାଯାଏ ?
ଉତ୍ତର- ବାଙ୍ଗାଲଦେଶ ।
୧୭- ବିଶ୍ଵର ସବୁଠାରୁ ବଡ ରେଗିସ୍ତାନ କେଉଁ ଦେଶରେ ଅଛି ?
ଉତ୍ତର- ଆଫ୍ରିକା ।
୧୮- ମୁଗଲା ବଂଶର ସଂସ୍ଥାପକ କିଏ ଥିଲେ ?
ଉତ୍ତର- ବାବର ।
୧୯- ଗୌତମ ବୁଦ୍ଧଙ୍କ ଜନ୍ମ କେଉଁଠି ହୋଇଥିଲା ?
ଉତ୍ତର- ଲୁମ୍ବିନୀ ।
୨୦- ସବୁଠାରୁ ଅଧିକ ଭୂକମ୍ପ କେଉଁ ଦେଶରେ ଆସିଥାଏ ?
ଉତ୍ତର- ଜାପାନ ।
୨୧- ଭାରତର ସବୁଠାରୁ ପବିତ୍ର ଗଛର ନାମ କଣ ?
ଉତ୍ତର- ଓସ୍ତ ।
୨୨- ଫଳର ରାଣୀ କେଉଁ ଫଳକୁ କୁହାଯାଏ ?
ଉତ୍ତର- ଲିଚି ।
୨୩- ଭାରର ପ୍ରଥମ ନାଗରିକ କିଏ ଥିଲେ ?
ଉତ୍ତର- ରାଷ୍ଟ୍ରପତି ।
୨୪- ଅନ୍ତରିକ୍ଷରେ ଯାଇଥିବା ପ୍ରଥମ ପଶୁର ନାମ କଣ ?
ଉତ୍ତର- କୁକୁର ।
୨୫- ସ୍ତ୍ରୀ ନିଜ ସ୍ଵାମିକୁ ନିଜର ସବୁ କିଛି ଦେଇ ଦେଇଥାଏ କିନ୍ତୁ ଗୋଟେ ଜିନିଷ କେବେ ବି ଦିଏ ନାହି । କୁହ ତାହା କଣ ?
ଉତ୍ତର- ନିଜର ସର ନେମ ।