ମରିଯିବେ ପଛେ କିନ୍ତୁ କେବେବି ଏହି 3ଟି ଲୋକଙ୍କ ସହ ବନ୍ଧୁତା ରଖିବେ ନାହିଁ – Chanakya Niti


ପ୍ରଥମ: ବେଳେବେଳେ ଆମ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏବଂ ଆମେ ଦେହ ପୀଡା ସହ ମାନସିକ ପୀଡା ମଧ୍ୟ ଭୋଗିଥାଉ । ଆଉ ସେତେବେଳ ଆମେ ଆମ ପାଖରେ ଏଭଳି ଜଣଙ୍କୁ ଖୋଜିଥାଉ ଯିଏ କି ଆମ ଧ୍ୟାନ ରଖିବା ସହ ଆମକୁ ସାହସ ଦେବେ । ତେଣୁ ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ତା ଖରାପ ଥିବା ସମୟରେ ଆସୁଥିବା ଲୋକ ହିଁ ଆପଣଙ୍କର ପ୍ରକୃତ ହିତକାଙ୍କି ବୋଲି ଜାଣିବେ ।
ଦିତୀୟ: ଦୁଃଖ କଷ୍ଟ ସମୟରେ ଯେତେବେଳେ ଆମକୁ ପୁରା ଏକୁଟିଆ ଅନୁଭବ ହୋଇଥାଏ ଏବଂ ଆମ ପାଇଁ ଦୁନିଆ ସରିଗଲା ଭଳି ଲାଗିଥାଏ ସେହି ସମୟରେ ସାଥ ଦେଉଥିବା ଆଉ ସାଥିରେ ଠିଆ ହେଉଥିବା ଲୋକଙ୍କ ହିଁ ଆପଣଙ୍କ ପ୍ରକୃତ ପ୍ରିୟଜନ ବୋଲି ଜାଣିବେ । ତୃତୀୟ: ଯେତେବଳେ ଆପଣଙ୍କ ଜୀବନରେ ଅର୍ଥର ଘୋର ଅଭାବ ଦେଖାଦେଇଥାଏ । ଆପଣ ଗରିବତାର ସାମ୍ନା କରିଥାନ୍ତି ସେହି ସମୟରେ ଆପଣଙ୍କ ପାଖରେ ଠିଆ ହୋଇ ଆପଣଙ୍କୁ ସାହାର୍ଯ୍ୟ କରିବା ବ୍ୟକ୍ତି ହିଁ ଆପଣଙ୍କର ପ୍ରକୃତ ହିତକାରୀ ହୋଇଥାନ୍ତି ।

ତେଣୁ ଏହାକୁ ଧ୍ୟାନରେ ରଖିବେ କିଏ ଆପଣଙ୍କୁ ଆପଣଙ୍କ ସଂଘର୍ଷପୂର୍ଣ ଜୀବନରେ ସାହାର୍ଯ୍ୟ କରୁଛନ୍ତି । ଚତୁର୍ଥ: ଆପଣଙ୍କ ଶତ୍ରୁ ଆପଣଙ୍କୁ ହାନି ପହଞ୍ଚାଇବା ସମୟରେ କେଉଁ ବ୍ୟକ୍ତି ଆପଣଙ୍କ ପାଇଁ ତାଙ୍କ ସାମ୍ନାକୁ ଯିବାର ସାହସ ରଖନ୍ତି ତାହାର ଧ୍ୟାନ ନିଶ୍ଚୟ ରଖନ୍ତୁ । କାରଣ ଏହି ସାହସିକତା ହିଁ ଜଣାଇଥାଏ ସେ ଆପଣଙ୍କୁ କେତେ ନିଜର ଭାବୁଛନ୍ତି ।
ପଞ୍ଚମ: ଆମେ ଜୀବନରେ କିଛି ବଡ କାର୍ଯ୍ୟ କରିବା ପୂର୍ବରୁ ପରିବାର ବନ୍ଧୁ ବାନ୍ଧବଙ୍କ ପରମର୍ଶ ଲୋଡିଥାଉ । ତେଣୁ ଏହି ସମୟରେ ଯେଉଁ ବ୍ୟକ୍ତି ଆପଣଙ୍କ କଥାକୁ ଗମ୍ଭୀର ଭାବେ ନେଇ ଉଚିତ ପରାମର୍ଶ ଦେଇଥାନ୍ତି ସେ ହିଁ ହେଉଛନ୍ତି ଆପଣଙ୍କର ପ୍ରକୃତ ନିଜର । କାରଣ କିଛି ଲୋକ ଅଛନ୍ତି ଯେଉଁମାନେ କି କଥାକୁ ଭଲ ଭାବରେ ନ ଶୁଣି ଯାହା ତାଙ୍କ ମନକୁ ଆସେ ତାହା ପରାମର୍ଶ ଦେଇଦେଇଥାନ୍ତି ।

ଷଷ୍ଠ: ପରିବାରରେ କାହାର ମୃତ୍ୟୁ ଖବର ଶୁଣି ମଧ୍ୟ ଯେଉଁମାନେ ପାଖରେ ଠିଆ ହେବା ପାଇଁ ଆସନ୍ତି ନାହିଁ । କିଛି ବାହାନା ଦେଇ ନିଜକୁ ଏଥିରୁ ଦୂରେଇ ରଖିଥାନ୍ତି ତେବେ ଜାଣିଯିବେ ସେ ଆପଣଙ୍କର ନିଜର କେବେ ମଧ୍ୟ ନୁହନ୍ତି । ତେଣୁ ଏମାନଙ୍କ ସହ ଗମ୍ଭୀର ସମ୍ପର୍କ ବିଲକୁଲ ରଖିବା ଉଚିତ ନୁହେଁ । ଏହାକୁ ଧ୍ୟାନରେ ରଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ




