ଗୋଟିଏ ଢାଳ ପାଣିରୁ ହେବେ ସବୁ କରଜରୁ ମୁକ୍ତି ! ଗୁପ୍ତ ଭାବେ କରିନିଅନ୍ତୁ ଏହି ଉପାୟ ! Sadhu Vani
ବନ୍ଧୁଗଣ ଯେତେବେଳେ ଲୋକର କୌଣସି କାରଣ ବଶତଃ ଆର୍ଥିକ ଅବସ୍ଥା ଖରାପ ଟାଏ । ସେହି ସମୟରେ ଯେତେବେଳେ ସେହି ଲୋକଙ୍କୁ ଟଙ୍କାର ଆବଶ୍ୟକତା ପଡିଥାଏ । ସେତେବେଳେ ସେ ଅନ୍ୟ ଠାରୁ ଧାରରେ ଟଙ୍କା ଆଣିଥାଏ । ଯଦି ସେହି ଲୋକ ଠିକ ସମୟରେ ଟଙ୍କାର କରଜ ସୁଝି ପାରିନଥାଏ । ତେବେ ଦିନକୁ ଦିନ ବ୍ୟକ୍ତି ଉପରେ କରଜର ଭାର ବଢିବଢି ଯିବାକୁ ଲାଗିଥାଏ । ଯାହା ଦ୍ଵାରା ବ୍ୟକ୍ତି ବହୁ ପ୍ରକାର ହଇରାଣର ସାମ୍ନା ମଧ୍ୟ କରିଥାଏ ।
ତେବେ ରାତାରାତି କରଜରୁ ମୁକ୍ତି ପାଇବା ପାଇଁ ଏହି ଉପାୟକୁ ନିହାତି ଥରେ କରି ଦେଖନ୍ତୁ । ତେବେ ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ପ୍ରଥମେ ଏକ ତମ୍ବା ପାତ୍ରର ଆବଶ୍ୟକତା ପଡିବ । ଆପଣ ସେହି ତମ୍ବାର ଢାଳରେ ଢାଳେ ଭର୍ତ୍ତି କରି ଶୁଦ୍ଧ ଜଳ ଆଣନ୍ତୁ । ତାପରେ ସେହି ଢାଳର ଜଳରେ ଅଳ୍ପ ଗଙ୍ଗା ଜଳ ଆଣି ମିଶାଇ ଦିଅନ୍ତୁ । ତାପରେ ସେହି ପାଣିରେ ଆଲୋ ନାଲି ସିନ୍ଦୁର ମଧ୍ୟ ପକାନ୍ତୁ । ଏହି ଉପାୟକୁ ଆପଣ ରାତିରେ ଶୋଇବା ପୂର୍ବରୁ କରନ୍ତୁ ।
ଯେତେବେଳେ ଆପଣ ଶୋଇବାକୁ ଯାଉଥିବେ । ସେତେବେଳେ ଏହିଭଳି ଢାଳରେ ପାଣି ଆଣି ଓ ସେଥିରେ କୁହାଯାଇଥିବା ଜିନିଷ ସବୁ ପକାଇ ଦିଅନ୍ତୁ । ତାପରେ ଆପଣ ଯେଉଁ ସ୍ଥାନରେ ଶୋଉଛନ୍ତି । ଆପଣଙ୍କ ମୁଣ୍ଡ ଉପରେ ଏହି ଢାଳକୁ ରଖିକି ଶୋଇ ପଡନ୍ତୁ । ତାପର ଦିନ ସକାଳୁ ଉଠି ନିଜର ସ୍ନାନ ଆଦି କାମ ସାରିଦିଅନ୍ତୁ । ଆପଣ ରାତିରେ ତମ୍ବା ପାତ୍ରରେ ଭରି ରଖିଥିବା ଜଳକୁ ନେଇ ନିଜ ତୁଳସୀ ଚଉରାରେ ଢାଳି ଦିଅନ୍ତୁ ।
ନଚେତ ଏହି ଜଳକୁ କୌଣସି ପବିତ୍ର ବୃକ୍ଷ ଯେପରି ବର କି ଓସ୍ତ ଗଛ ମୂଳରେ ମଧ୍ୟ ଢାଳି ପାରିବେ । ଏହି ଉପାୟକୁ ଯଦି ଆପଣ ବିଶ୍ବାସର ସହ କରିବେ । ତେବେ ଆପଣଙ୍କ ଉପରେ ଥିବା କରଜର ଭାର ଧୀରେ ଧୀରେ କମିବାକୁ ଲାଗିବ । ତେବେ ଏହି ଉପାୟକୁ ଆପଣ ଗୁରୁବାର ଦିନରୁ ହିଁ ଆରମ୍ଭ କରନ୍ତୁ ।
ଏଥିସହ ସେହିଭଳି ଭାବେ ଗୁରୁଠାରୁ ଆରମ୍ଭ କରି ପ୍ରତିଦିନ ନିୟମିତ ଭାବେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଏହି ଉପାୟକୁ ସେହି ଭଳି କରନ୍ତୁ । ଏହା ସଠିକ ଭାବେ କରିବା ଦ୍ଵାରା ଆପଣଙ୍କ କରଜ ଭାର କମିବାକୁ ଲାଗିବ । ଏଥିସହ ଘରେ ଟଙ୍କାପଇସା କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିବ । ଆପଣଙ୍କ ଜୀବନରେ ଶାନ୍ତି ଆସିବାରେ ଲାଗିବ । ଆପଣ ନିଜ ପରିବାର ସହ ଖୁସିରେ ଦିନ ବିତାଇବେ ।
ତେବେ ବନ୍ଧୁଗଣ ପୋଷ୍ଟଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ପେଜକୁ ଲାଇକ୍ କରିବା ସହ ଆଗକୁ ମଧ୍ୟ ଆମ ସହ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।