IBN ଓଡ଼ିଶା ବ୍ୟୁରୋ

ମହିଳାମାନଙ୍କର କେଉଁ ଅଙ୍ଗରେ ବାଳ ଥିଲେ ହୋଇଥାଏ ଅତ୍ୟନ୍ତ ଅଶୁଭ ଓ କେଉଁ ଅଙ୍ଗରେ ବାଳ ଥିଲେ ହୋଇଥାନ୍ତି ସୌଭାଗ୍ୟଶାଳୀ

। ଆଜିର ଏହି ବିଷୟବସ୍ତୁ ଦ୍ଵାରା ଆପଣ ମାନେ ଜାଣି ପାରିବେ ସ୍ତ୍ରୀ ଲୋକ ମାନଙ୍କର କେଉଁ ଅଙ୍ଗରେ ବାଳ ଥିଲେ ଶୁଭ ଓ ଅଶୁଭ ହୋଇଥାଏ । ବନ୍ଧୁଗଣ ହସ୍ତ ରେଖା ବିଜ୍ଞାନରେ ଏହା ଉଲ୍ଲେଖ ହୋଇଛି ଯେ ଯେଉଁ ମହିଳା ମାନଙ୍କର ମୁଣ୍ଡରେ କଳା ଓ ଘନ ବାଳ ରହିଥାଏ ସେମାନେ ସୌଭାଗ୍ୟବତୀ ହେବା ସହ ନିଜ ଘର ପରିବାରକୁ ଉନ୍ନତି ମଧ୍ୟ ପ୍ରଦାନ କରିଥାନ୍ତି ।

 

ତାହାଛଡା ଯେଉଁ ମହିଳା ମାନଙ୍କର ଆଖିର ପତା ଗୁଡିକ ଛୋଟ ଛୋଟ କଳା ରଙ୍ଗର ହୋଇଥାଏ, ସେମାନେ ମଧ୍ୟ ଅତ୍ୟନ୍ତ ସୌଭାଗ୍ୟଶାଳି ହୋଇଥାନ୍ତି, ତାହାସହ ଏହିମାନେ ସବୁବେଳେ ନିଜ ସ୍ଵାମୀଙ୍କର ପ୍ରିୟ ହୋଇଥାନ୍ତି । ଏହା ସହ ସେମାନେ ଜଣେ ଭଲ ଗୃହିଣୀ ମଧ୍ୟ ହୋଇଥାନ୍ତି । ବନ୍ଧୁଗଣ ଯେଉଁ ଝିଅ ମାନଙ୍କର ଆଇବ୍ରୋ ର ବାଳ ପରସ୍ପର ସହ ଲାଗୁଥିବ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ଜୀବନରେ କେବେ ମଧ୍ୟ ଧନର ଅଭାବ ଦେଖା ଦେଇନଥାଏ ।

ର କିଛି ଅଙ୍ଗ ରହିଛି ଯେଉଁଠାରେ କି ମହିଳା ମାନଙ୍କର ଯଦି ବାଳ ଥାଏ, ତେବେ ତାହାକୁ ଅଶୁଭ ବୋଲି କୁହାଯାଇଥାଏ । ବନ୍ଧୁଗଣ ଯେଉଁ ଝିଅ ମାନଙ୍କର ଛାତିରେ ବାଳ ଥାଏ, ସେମାନେ ସ୍ଵାର୍ଥୀ ପ୍ରକୃତିର ହୋଇଥାନ୍ତି । ଯେଉଁ ଘରକୁ ଯାଇଥାନ୍ତି, ସେହି ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।

 

ର ନାକ ତଳେ ବା ନିଶ ସ୍ଥାନରେ ବାଳ ରହିଥାଏ, ସେମାନେ ଉଚ୍ଚ ଅଭିଳାଷୀ ହୋଇଥାନ୍ତି କିନ୍ତୁ ଏପରି ତାଙ୍କ ନାକ ତଳେ ଛୁଟି ରହିବା ସ୍ଵାମୀଙ୍କ ପାଇଁ ଅଶୁଭ ହୋଇଥାଏ । ଯେଉଁ ଝିଅ ମାନଙ୍କର ନାଭି ତଳେ ବାଳ ରହିଥାଏ, ସେମାନେ ସବୁବେଳେ ନିଜ ସ୍ଵାମୀ ଠାରୁ ବେଶୀ ପର ପୁରୁଷଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ତାହାଛଡା ଏପରି ଝିଅ ମାନେ ଯେଉଁ ଘରକୁ ବିବାହ କରି ଯାଇଥାନ୍ତି, ସେହି ଘରେ ସବୁବେଳେ କୋଳାହଳ ଲାଗିରହିଥାଏ ।

 

ତାହା ଛଡା ଯେଉଁ ଝିଅ ମାନଙ୍କର ହାତରେ ବା ଗୋଡରେ ଅତ୍ଯାଧିକ ବାଳ ଥାଏ, ସେହି ମହିଳା ମାନେ ଉଗ୍ର ସ୍ଵଭାବର ହେବା ସହ କେବେ କାହାର ଭଲ ଚିନ୍ତା କରି ନଥାନ୍ତି । କିନ୍ତୁ ବନ୍ଧୁଗଣ ଯେଉଁ ପୁରୁଷ ମାନଙ୍କର ହାତରେ ଅଧିକ ବାଳ ରହିଥାଏ, ସେମାନଙ୍କୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ଏବ॰ ଯେଉଁ ପୁରୁଷ ଙ୍କର ହାତରେ କମ ବାଳ ଥାଏ, ସେମାନେ ଅତ୍ୟନ୍ତ ଦୁରଦର୍ଶୀ ସ୍ଵଭାବର ହେବାସହ ଅଧିକ ସ୍ଵାର୍ଥପର ମଧ୍ୟ ହୋଇଥାନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button