ଦିନରେ ଥରେ ମାତ୍ର ଲଗାନ୍ତୁ, ଚେହେରା ଏତେ ଗୋରା କରିଦେବ କି ସମସ୍ତେ ଦେଖି ହେବେ ଆଶ୍ଚର୍ଯ୍ୟ

ତେବେ ସୁନ୍ଦର ହବାକୁ କିଏ ବା ଇଛା ନ କରିଥାଏ ସମସ୍ତେ ନିଜକୁ ସୁନ୍ଦର କରିବା ପାଇଁ କିଛି ନା କିଛି ଉପାୟ କରିଥାନ୍ତି କିନ୍ତୁ ସମସ୍ତେ ସଫଳ ହୁଅନ୍ତି ନାହିଁ । ତେବେ ଆଜିକା ସମୟରେ ଗୋରା ହବା ପାଇଁ ବହୁତ କେମିକଲ ଯୁକ୍ତ କ୍ରିମ ଆସୁଛି ଯାହା କିଛି ଦିନ ପାଇଁ ଆପଣଙ୍କୁ ଗୋରା କରି ପାରେ କିନ୍ତୁ କିଛି ସମୟ ପରେ ଏହି କ୍ରିମ ଗୁଡିକ ଆପଣଙ୍କ ଚେହେରା ଆହୁରି ଖରାପ କରିଥାନ୍ତି ।
ତେବେ ପାର୍ଲରରେ ମଧ୍ୟ ବହୁତ ଲୋକ ଯାଇ କେତେ କଣ କରନ୍ତି କିନ୍ତୁ ଏହା ଥରେ ନୁହ ଆପଣଙ୍କୁ ବାରମ୍ବାର କରିବାକୁ ହବ। ତେବେ ନଚେତ ଆପଣଙ୍କ ଚେହେରା ଖରାପ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଘରୋଇ ଉପଚାର କହିବାକୁ ଯାଉଛୁ ଯାହା ଆପଣଙ୍କ ଚେହେରା ପାଇଁ ରାମବାଣ ଚିକିତ୍ସା ଅଟେ । ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଚେହେରା ସ୍କିନ ବହୁତ ନରମ ହୋଇଥାଏ ।
ଏହା କୌଣସି ପ୍ରକାର କେମିକଲ ବରଦାସ୍ତ କରି ପାରି ନଥାଏ, ତେବେ ଚେହେରା ଉପରେ ଖରାପ ଖରାପ ଜିନିଷ ଲଗାଇବା ଦ୍ଵାରା ଏହା କିଛି ଦିନ ଭିତରେ ଆପଣଙ୍କ ଚେହେରାକୁ ଖରାପ କରିଥାଏ । ତେବେ ଆପଣଙ୍କୁ ଆଜି ଆମେ କିଛି ଏମିତି ଉପାୟ କହିବାକୁ ଯାଉଛୁ ଯାହା ଆମ ପୂର୍ବଜ ମାନେ ସୁନ୍ଦର ହବା ପାଇଁ କରୁଥିଲେ ବା ରାଣୀ ମାନେ ନିଜ ସୁନ୍ଦରତା ପାଇଁ ଏହାକୁ ବ୍ୟବହାର କରୁଥିଲେ ।
ଆପଣଙ୍କୁ ଦୁଇରୁ ତିନି ଚାମଚ ବେସନ ନବାକୁ ହବ କଣ ଆପଣ ଜାଣିଛନ୍ତି ବେସନ ବହୁତ ଭଲ କ୍ଲିଞ୍ଜର ହୋଇଥାଏ ଏହା ଆମ ଚେହେରା ଭିତରେ ଥିବା ଅସନାକୁ ବାହାର କରିଥାଏ ଆଉ ଆମ ପିମ୍ପଲ ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ । ଏହା ପରେ ଆପଣଙ୍କୁ ଘର ଏଲୋଭେରାରୁ ଜେଲ ବାହାର କରି ଗୋଟେ ଚାମଚ ଏଲୋଭେରା ଜେଲ ବେସନ ସହ ମିସାଇବାକୁ ହବ ।
ତେବେ ଏହା ପରେ ଆପଣ ଲେମ୍ବୁ ରସ ମିଶେଇବେ ଏବଂ ପରେ ଅଣ୍ଡା ର ଧଳା ଅଂଶ କୁ ମିଶେଇ ଭଲ ଭାବରେ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ତେବେ ଏହା ସହ ଭରପୁର ମାତ୍ରାରେ ପାଣି ସେବନ କରନ୍ତୁ ନଚେତ ଆପଣଙ୍କୁ ବହୁତ ପ୍ରକାର ସମସ୍ୟା ସମ୍ମୁଖୀନ ହବାକୁ ପଡିବ ।