IBN ଓଡ଼ିଶା ବ୍ୟୁରୋ

ନାରୀ ମାନେ ସୌଭାଗ୍ୟବତି ହେବେ କିପରି ?

।ସ୍ଵାମୀ, ଶାଶୁ ଶ୍ଵଶୁର ଓ ଘରେ ସମସ୍ତ ଙ୍କର ସେବା କରୁଥିଲେ ମଧ୍ୟ ବେଳେ ବେଳେ କରିଥିବା କିଛି କିଛି ଭୁଲ ଯୋଗୁଁ ଆପଣ ଲୋକଙ୍କ ଠାରୁ ନିନ୍ଦା ପାଇବା ସହ ସବୁବେଳ ଦୁଃଖ ଅନୁଭବ ମଧ୍ୟ କରିଥାନ୍ତି । ଯେଉଁ କାରଣରୁ ଘର ସଂସାରରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ । ବନ୍ଧୁଗଣ ଯେଉଁ ପତ୍ନୀ ପର ପୁରୁଷଙ୍କୁ ଦେଖି ଖୁସି ହୋଇଥାନ୍ତି ଏବ॰ ନିଜ ସ୍ଵାମୀଙ୍କୁ ସବୁବେଳେ କଟୁ କଥା କହିଥାନ୍ତି, ସେହି ନାରୀ ଦେହରୁ ସବୁବେଳେ ଦୁର୍ଗନ୍ଧ ବାହାରି ଥାଏ  ।

 

ଯେଉଁ ନାରୀ ସବୁବେଳେ ନିଜ ସ୍ଵାମୀର ନିନ୍ଦା କରିଥାଏ, ସେ ନାରୀ ନର୍କ ବାସ କରିଥାଏ । ବନ୍ଧୁଗଣ ଯେଉଁ ନାରୀ ନିଜ ସ୍ଵାମୀ ସହ ମଧୁ ଭାସରେ କଥା କୁହେ ଏବ॰ ନିଜ ସ୍ଵାମୀର ସେବା ସନ୍ନମାନ କରେ, ସେହି ଘରେ ସବୁବେଳେ ମା’ଲକ୍ଷ୍ମୀ ଙ୍କ ବାସ ରହିଥାଏ ଓ ସେହି ଘରେ ସବୁବେଳେ ସୁଖ ଶାନ୍ତି ଲାଗି ରହିଥାଏ ।

ଏବ॰ ସେହି ନାରୀ ସବୁବେଳେ ସୌଭାଗ୍ଯବତି ହୋଇ ରହିଥାନ୍ତି । ବନ୍ଧୁଗଣ ଜୀବନରେ ସୁଖ ଦୁଃଖ ତ ସବୁବେଳେ ଲାଗି ରହିଥାଏ, କିନ୍ତୁ ଯେଉଁ ନାରୀ ନିଜ ଚିନ୍ତାର କାରଣରୁ ସବୁବେଳେ ନିଜ ପିଲା ମାନଙ୍କୁ ଗାଳି ଗୁଲଜ କରିଥାନ୍ତି, ସେହି ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ । ଏବ॰ ସେହି ଘରେ ସବୁବେଳେ ଧନର ଅଭାବ ଲାଗି ରହିଥାଏ । ଯେଉଁ ନାରୀ ପିଲା ମାନଙ୍କୁ ଭଲ ପାଇଥାନ୍ତି, ସେହି ଘରେ ସବୁବେଳେ ମାତା ଲକ୍ଷ୍ମୀ ପ୍ରସନ୍ନ ଥା’ନ୍ତି ।

 

ବନ୍ଧୁଗଣ ସକାଳେ ଟିକେ ଶୀଘ୍ର ଉଠିବା ସହ ନିଦରୁ ଉଠି, ନିଜ ସ୍ଵାମୀ ଙ୍କୁ ମୁଣ୍ଡିଆ ମାରିବା ଦ୍ଵାରା ସ୍ଵାମୀ ଦୀର୍ଘାୟୁ ହେବା ସହ ନାରୀ ମଧ୍ୟ ଚିର ସୌଭାଗ୍ୟବତୀ ହୋଇଥାଏ । କାରଣ ହୁଏତ ରାତିରେ ଶୋଇବା ସମୟରେ ସ୍ଵାମୀ ଦେହରେ ଭୁଲରେ ଗୋଡ ବାଜି ଯାଇ ପାରେ ତେଣୁ ନିଦରୁ ଉଠି ସ୍ଵାମୀଙ୍କୁ ମୁଣ୍ଡିଆ ମାରିବା ଦ୍ଵାରା ସେହି ଦୋଷ କଟି ଯାଇଥାଏ ।

 

ବନ୍ଧୁଗଣ ଯେଉଁ ନାରୀ ସବୁବେଳେ ରାଉ ରାଉ ହୋଇଥାଏ ବା ପ୍ରତ୍ଯେକ କଥା କଥାରେ କଟର କଟର ହୋଇଥାଏ, ସେହି ନାରୀ ପର ଜନ୍ମରେ କୁକୁର ଜନ୍ମ ପାଇଥାଏ । ବନ୍ଧୁଗଣ ଯେଉଁ ନାରୀ ସ୍ଵାମୀକୁ ଛାଡି ପର ପୁରୁଷ ସହ ସମ୍ପର୍କ ରଖେ, ସେ ପର ଜନ୍ମରେ ପେଚା ହେବା ସହ 7 ଜନ୍ମ ପର୍ଯ୍ୟନ୍ତ ଦରିଦ୍ରତା ଭୋଗ କରେ । ତାହାଛଡା ବନ୍ଧୁଗଣ ନାରୀ ହେଉଛି ଘରର ଲକ୍ଷ୍ମୀ । ନାରୀର କର୍ମ ହିଁ ଘରର ଭାଗ୍ୟକୁ ନିର୍ଦ୍ଧାରିତ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button