IBN ଓଡ଼ିଶା ବ୍ୟୁରୋ

ମନୁଷ୍ୟ ପାଇଁ କୌଣସି ବରଦାନଠୁ କମ ନୁହେଁ ଏହି ପତ୍ର, ମୋଟାପଣ ସହ 100 ପ୍ରକାର ରୋଗ କରେ ମୂଳରୁ ଶେଷ

ନମସ୍କାର ବନ୍ଧୁଗଣ, ଆଜିକାଲି ସମସ୍ତେ ଚାହାନ୍ତି ପତଳା ହୋଇ ନିଜକୁ ପରଫେକ୍ଟ ଲୁକ ଦବା ପାଇଁ । ହେଲେ ଯେତେ ଚେଷ୍ଟା କଲେ ମଧ୍ୟ ମୋଟାପଣ ଦୂର ହୁଏ ନାହିଁ । ଏବଂ ସୁନ୍ଦର ଦେଖା ଯିବାର ଆଶା ଆଶାରେ ହିଁ ରାହିଯାଏ । ହେଲେ ଆଜି ଆମେ ଆପଣମାନଙ୍କ ପାଇଁ ନେଇ ଆସିଛୁ ଏମିତି ଗୋଟିଏ ଉପାୟ ଯାହାକୁ କରିବା ମାତ୍ରେ ହିଁ ମୋଟାପଣ ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବରକୋଳି ପତ୍ର ତ ନିହାତି ସମସ୍ତଙ୍କ ଘର ଆଖ ପାଖରେ ଥିବ । ଏହି ପତ୍ର ମୋଟାପଣକୁ କମ କରିଥାଏ ବଢୁଥିବା ଓଜନକୁ କମ କରିଥାଏ । ଯେଉନମାନଙ୍କୁ ବାରମ୍ବାର ପରିସ୍ରା ଲାଗିଲା ଭଳି ସମସ୍ୟା ରହିଛି ଏହା ତାହାକୁ ମଧ୍ୟ ଦୂର କରିଥାଏ । ଆମ ଆଖି ପାଖରେ ଆଲୁଅ ହୋଇଯାଏ ବା ଘା ହୋଇଯାଏ ଏହା ସେହି ଘା କୁ ମଧ୍ୟ ଠିକ କରିଥାଏ ।

ଏହାର ପ୍ରୟୋଗ କରି ଆପଣ ଦାନ୍ତ ବିନ୍ଧା ଭଳି ସମସ୍ୟାକୁ ମଧ୍ୟ ଦୂର କରିପାରିବେ । ଯଦି ଆପଣଙ୍କ ଘରେ କାହାର ଘା ହୋଇଯାଇଛି ଏବଂ ସେହି ଘା ସୁଖୁ ନହିଁ କିମ୍ବା ସେଥିରୁ ପୂଜ ବାହାରୁଛି ତେବେ ସେଥିରେ ଏହି ବରକୋଳି ପତ୍ରକୁ ବାଟି ଲଗାନ୍ତୁ । ଯଦି ଆପଣଙ୍କ ଆଖିରେ ଆଲୁଅ ବାହାରିଛି ତେବେ ଆପଣ ବାତକୋଳି ପତ୍ରକୁ ବାଟି ତାହାର ରସ କାଢନ୍ତୁ । ଏବଂ ଏହି ରସକୁ ନେଇ ଆଖିର ବାହାର ପଟେ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କର ଆଖି ଆଲୁଅ ଭଳି ସମସ୍ୟା ଦୂର ହୋଇଯିବ ।

ଯଦି ଆପଣଙ୍କର ପରିସ୍ରାରେ ବହୁତ ଅଧିକ ଜ୍ଵଳନ ହେଉଅଛି ବା ବାରମ୍ବାର ପରିସ୍ରା ଲାଗୁଛି ତେବେ ବରକୋଳିର ପତ୍ର ବାହାର କରି ସେଥିରେ କିଛି ଉଷୁମ ପଣି ମିଶେଇ ସେବନ କରିବେ ତାହାଲେ ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ । ବେଳେ ବେଳେ ହାତ ଗୋଡରେ ଜ୍ଵଳନ ହୋଇଥାଏ ।

ଏହା ବୟସ୍କ ବ୍ୟକ୍ତି ସହ ବେଶି ହୋଇଥାଏ ତେବେ ଆପଣ ଏହାର ଉପଚାର ପାଇଁ ବରକୋଳି ପତ୍ରରସ ବାହାର କରି ହାତ ଗୋଡରେ ମାଲସ କରନ୍ତୁ । ନିଶ୍ଚୟ ଆପଣଙ୍କର ଜ୍ଵଳନ ଭଲ ହୋଇଯିବ । ଯଦି ଆପଣଙ୍କର ଦନ୍ତ ବିନ୍ଧା ସମସ୍ଯା ରହିଛି ତେବେ ଏକ ମୁଠା ବରକୋଳି ପତ୍ର ନେଇ ଏହାକୁ ଭଲ ଭାବେ ଧୋଇଦିଅନ୍ତୁ ଏହାପରେ ଏକ ଗ୍ଲାସ ପାଣିରେ ୫ରୁ ୬ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ ।

ଏହାପରେ ଏହି ପାଣିରେ କୁଳି କରନ୍ତୁ ଦେଖିବେ ଏହି ସମସ୍ୟା ଆପଣଙ୍କର ନିଶ୍ଚୟ ଦୂର ହେବ । ଏବଂ ମଧ୍ୟ ଫୁଲିଥିବା ସମସ୍ୟାରୁ ମଧ୍ୟ ମୁକ୍ତି ପାଇବେ । ଏହା କରିବା ଦ୍ଵାରା ଗଳା ସଂକ୍ରମଣ ମଧ୍ୟ ଭଲ ହୋଇଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button