IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଗୋଟେ ଗ୍ଲାସ ପାଣିରୁ ଏମିତି ଜାଣନ୍ତୁ ଆପଣଙ୍କ ଘରେ ଭୁତ ପ୍ରେତ ଅଛନ୍ତି କି ନାହିଁ ? Mahaupaya

ନମସ୍କାର ବନ୍ଧୁଗଣ, ଦୁନିଆରେ କିଛି ଲୋକ ଅଛନ୍ତି ଯେଉଁମାନେ ଏହିସବୁ ଭୁତ ପ୍ରେତ କଥାକୁ ବିଶ୍ବାସ କରୁନାହାନ୍ତି । କିନ୍ତୁ ସେମାନଙ୍କର ମଧ୍ୟ ସ୍ଥାନ  ରହିଛି ସଂସାରରେ । ଏବଂ ବହୁତ ଲୋକ ଏହି ଭୁତ ପ୍ରେତ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏହି ନବରାତ୍ରି ସମୟରେ ନକରାତ୍ମକ ଶକ୍ତିର ପ୍ରଭାବ ବେଶି ଥାଏ  ତନ୍ତ୍ର ମନ୍ତ୍ର କାରଣରୁ । ତେବେ ଆଜି ଆମେ ଜଣାଇବୁ ଆପଣ କିଭଳି ଜାଣିପାରିବେ ଏକ ଗ୍ଲାସ ପାଣିରୁ ଆପଣଙ୍କ ଘରେ ଭୁତର ବାସ ରହିଛି କି ନାହିଁ । ତେବେ ଆସନ୍ତୁ ଜାଣିବା ।

ଯଦି କୌଣସି ମଣିଷର ମୃତୁ, ଦୁର୍ଘଟଣା, ହତ୍ୟା ଓ ଆତ୍ମହତ୍ୟା ଫଳରେ ହୋଇଥାଏ ତେବେ ସେମାନଙ୍କ ଆତ୍ମା ଦୁନିଆରେ ଘୁରି ବୁଲେ । ଏବଂ ଏହି ଘୁରି ବୁଲୁ ଥିବା ଆତ୍ମା ବହୁତ ଜଣଙ୍କ ଘରେ ପ୍ରବେଶ କରିଯାନ୍ତି । କିଛି ସଙ୍କେତ ମଧ୍ୟ ମିଳିଥାଏ ଏମାନେ ଘରେ ପ୍ରବେଶ କରିବା ପରେ । ସେହି ସଙ୍କେତ ଗୁଡିକ ହେଉଛି, ଘଣ୍ଟା ବାରମ୍ବାର ଅଟକି ଯାଏ ।

ଯେଉଁ ବ୍ୟକ୍ତିଙ୍କ ମୃତୁ ହୋଇସାରିଛି କିନ୍ତୁ ଆପଣ ସବୁବେଳେ ତାଙ୍କ ଭାବୁଛନ୍ତି ତେବେ ଜାଣି ନିଅନ୍ତୁ କି ସେହି ବ୍ୟକ୍ତିଙ୍କ ଆତ୍ମା ଆପଣଙ୍କର ଆଖ ପାଖରେ ଅଛି । ରାତି ସମୟରେ କାହା ଚାଲିବାର ଶବ୍ଦ ଶୁଣାଯିବା, କବାଟ ବାଡେଇବା ଏବଂ ପାଉଁଜି ଶବ୍ଦ ହୁଏ ତେବେ ଅପାଣଙ୍କ ଘରେ ନକରାତ୍ମକ ଶକ୍ତିର ବାସ ରହିଛି ବୋଲି ଜାଣନ୍ତୁ ।

ନିଜ ଘରର ପାଳିତ ପଶୁଙ୍କ ଅଜବ ବ୍ୟବହାର ଏବଂ ରାତିରେ ଯଦି କାନ୍ଧିବାର ଶବ୍ଦ କରନ୍ତି ତେବେ ଜାଣନ୍ତୁ ଅପଣଙ୍କ ଘରେ ଭୁତ ପ୍ରେତର ସାୟା ରହିଛି । ଅଧା ରାତିରେ କାହାର କାନ୍ଦିବାର ଶବ୍ଦ ଶୁଣିଯିବା । ଏବେ ଜାଣନ୍ତୁ ଏକ ଗ୍ଳାସ ପାଣିରୁ କେମିତି ଜାଣିବେ । ରାତି ସମୟରେ ଆପଣ ଏକ ଗ୍ଲାସ ପାଣି ସହ ଦୁଇ ଚାମଚ ଲୁଣ ଏବଂ ଧଳା ଭିନେଗାର  ପକେଇଦିଅନ୍ତୁ ।

ଏବଂ ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ । ଏହାପରେ ଏହାକୁ ନେଇ ଘରର ସେହି ସ୍ଥାନରେ ରଖନ୍ତୁ ଯେଉଁ ଜାଗାରେ  ଆପଣଙ୍କୁ ବେଶି ଭୟ ଲାଗୁଛି । ପରଦିନ ସକାଳେ ଯଦି ଏହି ପାଣି ଅପରିଷ୍କାର ଓ ହଳଦିଆ ହୋଇଯାଏ ତେବେ ଜାଣିନିଅନ୍ତୁ ଆପଣଙ୍କ ଘରେ ନକରାତ୍ମକ ଶକ୍ତି ବାସ କରିଛି । ଯଦି ଏହା ହୁଏ ନାହି ତେବେ ଆପଣଙ୍କ ଘରେ କୌଣସି ଭୁତ ପ୍ରେତ ବାସ କରୁନାହାନ୍ତି ବୋଲି ଜାଣିବେ ।

ଆପଣ ଘର ପୋଛୁଥିବା ପାଣିରେ ଲୁଣ ପକାଇ ପୋଛିଲେ ମଧ୍ୟ ଘରୁ ନକରାତ୍ମକ ଶକ୍ତିର ନାଶ ହୋଇଥାଏ । ଏହାଛଡା ସବୁବେଳେ ଘରେ ଗୁଗୁଳ ଏବଂ ହଳଦିଆ ସୋରିଷ ଜଳେଇ ପୁରା ଘରେ ଧୂଆଁ ଦିଅନ୍ତୁ ଏହା ଦ୍ଵାରା ଘରେ ଏହିସବୁର ସାୟା ପ୍ରବେଶ କରିବ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button