ଗୁରୁବାର ଦିନ ଏହି 5 ଟି କାମ କଲେ ମା ଲଷ୍ମୀ ନିଜେ ଆପଣଙ୍କ ଘରକୁ ଆସିଥାନ୍ତି…
ବନ୍ଧୁଗଣ ଆଜିକାଲି ଧନ କମାଇବା ପାଇଁ ବହୁତ ଲୋକ ବହୁତ ପ୍ରକାର ରୋଜଗାର ପନ୍ଥା ଆପଣାଉଛନ୍ତି । ସେଥିମଧ୍ୟରୁ ଅନେକ ଲୋକ ବହୁତ ଟଙ୍କା ରୋଜଗାର କରୁଥିଲେ ମଧ୍ୟ ଖର୍ଚ ଏତେ ମାତ୍ରାରେ ହୋଇଯାଇଥାଏ । ଯେ ଶେଷରେ ତାଙ୍କ ପାଖରେ କିଛି ଟଙ୍କା ବଳିନଥାଏ । ତେବେ ବନ୍ଧୁଗଣ ଜୀବନରେ ଧନ ଉପାର୍ଜନ କରିବାକୁ ଚାହୁଁଛନ୍ତି । ତେବେ ନିହାତି ଭାବେ କିଛି ନା କିଛି ରୋଜଗାର ତ ନିହାତି ଭାବେ କରିବାକୁ ପଡିବ । ଏହା ବ୍ୟତୀତ ଯଦି ଆପଣ ମାନେ ଗୁରୁବାର ଦିନ ଏହି ସବୁ କାର୍ଯ୍ୟ କରନ୍ତି ।
ତେବେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ନିଜେ ଆସିବେ । ଏଥିସହ ଆପଣଙ୍କ ଘର ଧନଧାନ୍ୟରେ ପୁରି ଉଠିବ । ତେବେ ବନ୍ଧୁଗଣ ଗୁରୁବାର କଣ କଣ ସବୁ କାର୍ଯ୍ୟ କରିବାକୁ ପଡିବ ? ଚାଲନ୍ତୁ ଏଠାରେ ବିସ୍ତାର ଭାବେ ଜାଣିବା ।
1- ତେବେ ବନ୍ଧୁଗଣ ଘରର ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ଚାହୁଁଥିଲେ । ତେବେ ପ୍ରଥମେ ଆପଣ ନିଜ ଘରେ ପ୍ରଭୁ ନାରାୟଣଙ୍କର ପୂଜା ଅର୍ଚନା କରନ୍ତୁ । ବିଶେଷ କରି ଗୁରୁବାର ଦିନ ଆପଣ ନିହାତି ଭାବେ ପ୍ରଭୁ ନାରାୟଣ ଓ ମାତା ଲକ୍ଷ୍ମୀଙ୍କର ପୂଜା କରନ୍ତୁ ।
2- ଗୁରୁବାର ଦିନ ହଳଦିଆ ବସ୍ତ୍ର ପରିଧାନ କରନ୍ତୁ । ଏଥିସହ ଗୁରୁବାର ଦିନ ହଳଦିଆ ରଙ୍ଗର ଫୁଲ, ଚନ୍ଦନ ଏବଂ ହଳଦିଆ ପ୍ରସାଦ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ।
3- ଗୁରୁବାର ଦିନ ସ୍ନାନ କରିବା ସମୟରେ ସ୍ନାନ କରୁଥିବା ପାଣିରେ ହଳଦୀ ମିଶାଇ ସ୍ନାନ କରନ୍ତୁ । ଏଥିସହ କୌଣସି ଏକ କଦଳୀ ଗଛ ମୂଳରେ ନେଇ ହଳଦୀ ମିଶ୍ରୀତ ପାଣି ଢାଳି ଦେଇ ଆସନ୍ତୁ । ଏହି କାର୍ଯ୍ୟକୁ ଆପଣ ଗୁରୁବାର ଦିନରେ ହିଁ କରନ୍ତୁ । ଏହା ବହୁତ ଫଳଦାୟୀ ହୋଇଥାଏ ।
4- ଯଦି ସମ୍ଭବ ତେବେ ଗୁରୁବାର ଦିନ ଉପବାସ ରହି ମାତା ଲକ୍ଷ୍ମୀଙ୍କର ଆରାଧନା ପୂଜାପାଠ କରନ୍ତୁ । ଏଥିସହ ଉପବାସ ସମୟରେ ଲୋକଙ୍କୁ କିଛି ହଳଦିଆ ଜିନିଷ ଦାନ କରନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କର ଆଶ୍ରୀବାଦ ଆପଣଙ୍କୁ ପ୍ରାପ୍ତ ହୋଇଥାଏ ।
5- ଗୁରୁବାର ଦିନ ମାତା ବୃନ୍ଦାବତୀଙ୍କ ନିକଟରେ ଜଳ ଅର୍ପଣ କରିବା ସମୟରେ ତୁଳସୀ ଗଛ ମୂଳରେ କ୍ଷୀର ଅର୍ପଣ କରନ୍ତୁ । ଏଥିସହ ଆପଣଙ୍କର ବୃହଷ୍ପତ୍ତି ଗ୍ରହକୁ ମଜଭୁତ କରିବା ପାଇଁ ଆପଣ ପ୍ରଭୁ ଶିବଙ୍କ ନିକଟରେ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ବୃହଷ୍ପତ୍ତି ଗ୍ରହ ମଜଭୁତ ହୋଇଥାଏ ।
ତେବେ ଉପୋରୋକ୍ତ 5 ଟି କାର୍ଯ୍ୟକୁ ଯିଏ ନିଷ୍ଠା ସହକାରେ ଗୁରୁବାର ଦିନ କରିଥାନ୍ତି । ସେହି ମାନଙ୍କ ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।