IBN ଓଡ଼ିଶା ବ୍ୟୁରୋ

ଧଳା ବାଳ ମୂଳରୁ କଳା କରିବାର ଉପାୟ, ବଞ୍ଚିଥିବା ଯାଏ କେଶ ପାଚିବ ନାହିଁ

ବନ୍ଧୁଗଣ କଣ ଆପଣ ପ୍ରି ମ୍ଯାଚର ହେୟାର ପାଇଁ ଚିନ୍ତିତ ଅଛନ୍ତି କି, କଣ ଆପଣଙ୍କ କେଶ ଧଳା ଦେଖା ଯାଉଛି କି । ଅନେକ ଲୋକଙ୍କୁ ଏମିତି କେସ ପସନ୍ଦ ଆସି ନ ଥାଏ । ହେଲେ ଖୁଶିର କଥା ହେଲା ଆପଣ ନିଜର ଗୋଟି ଗୋଟି କେଶକୁ କଳା କରିପାରିବେ । ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରୋସେସ ବିଷୟରେ କହିବାକୁ ଯାଉଛୁ ଠିକ ସେହିପରି ଆପଣ ଏହାର ପ୍ରୟୋଗ କରନ୍ତୁ ।

ଏହି ରେମେଡି ଆପଣଙ୍କ ପ୍ରି ମ୍ଯାଚର ହେୟାରକୁ ଠିକ କରିବାକୁ ରାମବାଣ ଅଟେ । ଆସନ୍ତୁ ଜାଣିବା ଏହାକୁ କେମିତି ବନାଇବା, କେତେ ଦିନ ଯାଏଁ ଏହାର ପ୍ରୟୋଗ କରିବେ । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ରହିଛି ଅଧା ଗ୍ଳାସ ବସା ଦହି । ଦହି ଠାରୁ ଭଲ ଲାଟିକ ଏସିଡ କେଶ ପାଇଁ ଆଉ କିଛି ନାହି । ଦ୍ଵିତୀୟ ସାମଗ୍ରୀ ହେଉଛି ଆମଲା ପାଉଡର । ଏଥିପାଇଁ ଆପଣଙ୍କୁ ଏକ ଚାମଚ ଆମଲା ପାଉଡର ଆବଶ୍ୟକ ।

ଏହା ସ୍କିନ, କେଶ କୁ ନୂଆ ଜୀବନ ଦେଇଥାଏ । କେଶରେ କଳାପଣ ଆଣିବା ପାଇଁ ଆମଲା ଚମତ୍କାରୀ ହୋଇଥାଏ । ଅମଲା ଆପଣଙ୍କର ଫୋଲିକିସକୁ ନୋରିଶ କରିଥାଏ । ଯେମିତି ତାହାର ପିଗମେଣ୍ଟ୍ସ ଜଲ୍ଦି ବ୍ୟବହାର ହେବ ନାହି । ଫଳରେ କେଏସ ଧଳା, ଗ୍ରେ ହେବ ନାହି । ତୃତୀୟ ସାମଗ୍ରୀ ହେଉଛି ଫାଳେ ଲେମ୍ବୁ ରସ । ଲେମ୍ବୁ ରସ ତୁରନ୍ତ ଆପ୍ଲିକେସନ ପାଇଁ ହୋଇଥାଏ ।

ଯଦି ଆପଣ ଫାଇନ ପାଉଡର ର ପ୍ରୟୋଗ କରି ଏହି ରେମେଡି ବନାଇବେ ତେବେ ଏଥିରେ କିଛି କ୍ଷତି ହେବ ନାହି । ଆପଣ ଏହି 3ଟି ସାମଗ୍ରୀକୁ ଭଲ ଭାବେ ମିଶାଇବା ପରେ ରାତି ସାରା ଢାଙ୍କି କି ରଖି ଦିଅନ୍ତୁ । ଲେମ୍ବୁ ପାଇଁ ଆପଣଙ୍କୁ ଚିନ୍ତା କରିବାର ନାହି । ଯଦି ଆପଣଙ୍କୁ ଲେମ୍ବୁ ସୁଟ  କରୁ ନାହି ତେବେ କିଛି କଥା ନାହି । କାରଣ ଏଥିରେ ଆମଲା ମିଶ୍ରଣ ହୋଇଛି ।

ପର ଦିନ ସକାଳୁ ଏହି ରେମେଡିରେ ଚୁମିଟାଏ ଗୋଲମରୀଚ ଗୁଣ୍ଡ ଆବଶ୍ୟକ ପଡିବ । ଏଥିରେ ଯେଉଁ ପୋଷାକ ତତ୍ତ୍ଵ ଥାଏ ଯାହା କେଶ ଗ୍ରୋ କରିବାରେ ସାହାଜ୍ଯ କରିଥାଏ । ଆପଣ ଏହାକୁ ସପ୍ତାହ କୁ ଥରେ ପ୍ରୟୋଗ କରି ପାରିବେ । ଏହାକୁ ଲଗାଇବା ଆଗରୁ କେଶ କୁ ଅଳ୍ପ ଓଦା କରି ଦିଅନ୍ତୁ । ତା ପରେ ଏହି ରେମେଡି ର ପ୍ରାୟିୟଗ କରନ୍ତୁ । ଏହାକୁ ଲଗାଇବା ପରେ କେଶ କୁ ବାନ୍ଧି ଦିଅନ୍ତୁ ।

ଅଧ ଘଣ୍ଟା ଯାଏଁ ଏହାକୁ ସେମିତି ରହିବାକୁ ଦିଅନ୍ତୁ । ତା ପରେ ଆପଣ କେଶ ଧୋଇ ପାରିବେ । ଏହା ଲଗାଇବା ପରେ କୌଣସି କଣ୍ଡିସନର ବ୍ୟବହାର କରିବେ ନାହି । ଦେଖିବେ ଆପଣଙ୍କୁ ଚମତ୍କାରୀ ରେଜଲ୍ଟ ଦେଖିବାକୁ ମିଳିବ । ଆପଣଙ୍କର ଧଳା କେଶ କଳା ହେବାରେ ଲାଗିବ ଆଉ ଚୁଟି ପାଚିବ ନାହି ।

Related Articles

Leave a Reply

Your email address will not be published. Required fields are marked *

Back to top button