IBN ଓଡ଼ିଶା ବ୍ୟୁରୋ

କେବଳ 10 ମିନିଟରେ ମିଲବ ଆରାମ ! କ୍ୟାଲସିୟମ ଅଭାବ, ଆଣ୍ଠୁଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧାରୁ ମିଳିବ ମୁକ୍ତି, ଶୀଘ୍ର ପ୍ରୟୋଗ କରି ଦେଖନ୍ତୁ ଏହି ଚମତ୍କାରୀ ରିମେଡି

ନମସ୍କାର ବନ୍ଧୁଗଣ ତେବେ ହାଡ ର ଦୁର୍ବଳତା କେବଳ ଖରାପ ଡାଏଟ ପାଇଁ ହୁଏ, ଏମିତି କିଛି ପ୍ରକାର ଖାଦ୍ୟ ଅଛି ଯାହାର ନିୟମିତ ଓ ଅଧିକ ସେବନ ରୁ ହାଡର କ୍ୟାଲସିୟମ ସରିଯାଇଥାଏ । ଆମ ହାଡ ପାଇଁ କ୍ୟାଲସିୟମ ବହୁତ ଆବଶ୍ୟକ ଜିନିଷ ଅଟେ । ଆଜିକାଲି କେବଳ ବୁଢା ଲୋକ ନୁହେଁ ଛୁଆ ଏବଂ ଯୁବପିଢି ମଧ୍ୟ ହାଡ ଜନିତ ସମସ୍ୟାରେ ପୀଡିତ ହେଉଛନ୍ତି । ହାଡ ଦୁର୍ବଳତା ର ଏକ ମାତ୍ର କାରଣ ଖରାପ ଡାଏଟ ଅଟେ, ହାଡ ପାଇଁ କ୍ୟାଲସିୟମ ଦରକାର ଏବଂ ସେଥିପାଇଁ ଭଲ ଖାଦ୍ୟ ଖାଇବା ନିହାତି ଜରୁରୀ ଅଟେ ।

ତେବେ ହଳଦୀ ଉପଯୋଗ ଦୀର୍ଘ ବର୍ଷ ଧରି ଔଷଧ ପରି ଚାଲି ଆସିଛି, ଏହା ସେବନ ଶରୀରୁ ବିଷାକ୍ତ ପଦାର୍ଥ ବାହାର କରିବା, ରକ୍ତ ସଫା ରଖିବା, ପ୍ରତିରୋଧକ କ୍ଷମତା ବଢେଇବା ଇତ୍ୟାଦି ରେ ସାହାଯ୍ୟ କରିଥାଏ । ଆପଣ ଚାହିଁଲେ ହଳଦୀ ଯୁସ ମଧ୍ୟ କରି ପିଇ ପାରିବେ, ଆପଣ ନିଜ ଘର ବୟସ୍କ ଲୋକଙ୍କ ଠାରୁ ବହୁତ ଥର ଶୁଣି ଥିବେ ଯେ ହଳଦୀ କ୍ଷୀର ଦେଇ ଦିଅ ଭଲ ହୋଇ ଯିବ ।

ଆସନ୍ତୁ ଆଜି ଆମେ ଆପଣଙ୍କୁ ହଳଦୀ ଯୁସ ବନେଇବା କହିବୁ ଏବଂ ଏହି ଯୁସର ଲାଭ ବିଷୟରେ ମଧ୍ୟ କହିବୁ । ତେବେ ଏହା ଉପଯୋଗ ଦ୍ଵାରା ଆଁଠୁ ଗଣ୍ଠି ଦରଜ ଠାରୁ ମଧ୍ୟ ଲାଭ ହୋଇ ଥାଏ । ଏହା ସେବନ ଦ୍ଵାରା ଇନସୁଲିନ ସନ୍ତୁଳିତ ଥାଏ ଏବଂ ମଧୁମେହ ରେ ମଧ୍ୟ ଲାଭକାରୀ ଅଟେ । ହଳଦୀ ରେ ଏନ୍ଟିବେକ୍ଟେରିୟଲ ଏବଂ ଏନ୍ଟି ସେପ୍ଟିକ ଗୁଣ ହୋଇ ଥାଏ ।

ଏହା ସୋରାଇସିସ ଭଳି ତ୍ଵଚା ସମ୍ବନ୍ଧିତ ରୋଗରୁ ମୁକ୍ତି ଦେଇ ଥାଏ । ଏହା ଦ୍ଵାରା ଇମୟୂନ ସିଷ୍ଟମ ମଜବୁତ ହୋଇଥାଏ । ହଳଦୀ ଦ୍ଵାରା ଓଜନ କମ କରିବା ଗୁଣ ମଧ୍ୟ ହୋଇ ଥାଏ । ଅଧ୍ୟୟନ ଅନୁଯାଇ ହଳଦୀ ଲିଭରକୁ ବି ସୁସ୍ଥ ରଖି ଥାଏ । ତେବେ ଯଦି ଆପଣଙ୍କୁ ଆଁଠୁ ଗଣ୍ଠି ବିନ୍ଧା ଅଛି ଓ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ଅଛି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମେଥି ଚା ବହୁତ ଲାଭକାରୀ ଅଟେ ଆପଣ ଗୋଟେ ଗ୍ଳାସ ପାଣି ନିଅନ୍ତୁ ଏଥିରେ ଗୋଟେ ଚାମଚ ମେଥି ପକେଇ ଭଲ ଭାବରେ ଫୁଟେଇ ଦିଅନ୍ତୁ ।

ଏହା ପରେ ଏହାକୁ ଛାଣି ଗୋଟେ କପରେ ଢାଳି ନିଅନ୍ତୁ, ଏହା ପରେ ସେଥିରେ ଅଳପ ସ୍ଵାଦ ଅନୁଯାଇ ଲେମ୍ବୁ ରସ ପକେଇ ପିଆନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଅଟେ ଏବଂ ଆପଣଙ୍କ ଶରୀର ହାଡ ଗୁଡିକ ମଜବୁତ ହୋଇଥାଏ, ତେବେ ବଞ୍ଚିଥିବା ମେଥି ଫୋପାଡନ୍ତୁ ନାହିଁ ଆପଣ ଏହାକୁ ଫ୍ରିଜ ରେ ବା ପାଣିରେ ରଖି ଦିଅନ୍ତୁ ଓ ଆଉ ଥରେ ଚା ବା ଛୁଙ୍କ ପାଇଁ ବ୍ୟବହାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button