IBN ଓଡ଼ିଶା ବ୍ୟୁରୋ

ମଙ୍ଗଳବାର ଦିନ କରନ୍ତୁ ଏହି 5ଟିରୁ କୌଣସି ଗୋଟେ ଉପାୟ ଓ ତା ପରେ ଦେଖନ୍ତୁ ଚମତ୍କାର

ନମସ୍କାର ବନ୍ଧୁଗଣ । ଯଦି ଆପଣ ଚିନ୍ତିତ ବା ସବୁବେଳେ ସମସ୍ଯା ରେ ଘେରି ହୋଇ ରହୁଛନ୍ତି, ଏହା ସହ ଆପଣ ଙ୍କର କୌଣସି କାମ ହେଉ ନାହିଁ । ପରିଶ୍ରମ ତ ବହୁତ ଅଧିକ ହେଉଛି ହେଲେ ଆପଣ ଙ୍କୁ ଆପଣଙ୍କ ଆଶାନୁସାରେ ତ ଦୂର ର କଥା, କିନ୍ତୁ ଉଚିତ ଫଳ ମିଳି ପାରୁନାହିଁ । ତେବେ ଆପଣ ନୀରସ ଣ ହୋଇ ମଙ୍ଗଳବାର ଦିନ ଏହି କାମ ଗୁଡିକ କରି ଥରେ ଦେଖନ୍ତୁ । ଦେଖିବେ ଆପଣଙ୍କର ଭାଗ୍ୟ ର ପରିବର୍ତନ ହୋଇଯିବ ।

ଏହି ଉପାୟ କରିବା ପାଇଁ ଆପଣ ମଙ୍ଗଳବାର ଦିନ ସକାଳେ ସ୍ନାନ କରିବା ପରେ ବର ଗଛର ଏକ ପତ୍ର ଆଣନ୍ତୁ ଓ ଏହି ପତ୍ରକୁ ଭଲ ଭାବେ ସଫା ପାଣିରେ ଧୋଇ ନିଅନ୍ତୁ । ଧୋଇବା ପରେ ଏହି ପତ୍ରକୁ କିଛି ସମୟ ପାଇଁ ହନୁମାନଙ୍କ ପ୍ରତିମା ସାମ୍ନାରେ ରଖନ୍ତୁ ଓ ଏହା ପରେ ଏହି ପତ୍ରର ଉପରେ ଶ୍ରୀ ରାମ ଲେଖନ୍ତୁ ।

ଯେବେ ଆପଣ ଏହି ସବୁ କାର୍ଯ୍ୟ କରିନେବେ ଏହା ପରେ ଏହି ପତ୍ରକୁ ଆପଣ ନିଜ ପର୍ସରେ ରଖନ୍ତୁ । ଯଦି ଆପଣ ଏହି ଉପାୟ କରନ୍ତି ତେବେ ଆପଣଙ୍କର ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିବ ନାହିଁ ଓ ଆପଣଙ୍କ ଘର ପରିବାରର ଉନ୍ନତି ହେବ । ଯେବେ ଏହି ପତ୍ର ପୁରା ଶୁଖିଯିବ ତେବେ ଆପଣ ଏହାକୁ ନଦୀରେ ପ୍ରବାହିତ କରିଦେବେ ଓ ଏହି ପ୍ରକାରେ ଆଉ ଏକ ପତ୍ର ଅଭିମନ୍ତ୍ରିତ କରି ପାଖରେ ରଖି ପାରନ୍ତି ।

ମଙ୍ଗଲ ଦୋଷରୁ ମୁକ୍ତି ପାଇବା ପାଇଁ ହନୁମାନାଷ୍ଟକ ମନ୍ତ୍ର ଓ ବଜରଙ୍ଗ ବାଣର ଜପ କରିବା ଉଚିତ । ଏହା ଅତିରିକ୍ତ ମଙ୍ଗଳବାର ଦିନ ଏକ ନାଲି କପଡାରେ ମସୁର ଡାଲି ବାନ୍ଧି କୌଣସି ଭିକାରିକୁ ଦେଇ ଦିଅନ୍ତୁ ।

ମଙ୍ଗଳବାର ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆପଣ ଏକ ଲେମ୍ବୁ ନିଅନ୍ତୁ ଏବଂ ଲେମ୍ବୁ ଏମତି କାଟନ୍ତୁ କି ଲେମ୍ବୁଟି ଅଲଗା ଅଲଗା ନ ହୋଇଯାଉ । ଏବଂ ଏହା ପରେ ଆପଣ କାଟିଥିବୀ ଲେମ୍ବୁ ରେ ସିନ୍ଦୁର ପକାନ୍ତୁ । ଏହା ପରେ ଲେମ୍ବୁ ଟିକୁ ୨୧ ଥର ହନୁମାନଙ୍କ ପ୍ରତିମା ସାମନ୍ନାରେ ଉପର ତଳ କରି ଗୋଲ ଗୋଲ କରି ଏବଂ ନିଜର ମୋନକାମନା କୁହନ୍ତୁ । ଏହା ପରେ ଲେମ୍ବୁ ନିଜ ଘର ପାଖରେ ପୋତି ଦିଅନ୍ତୁ ।

ଯଦି ଆପଣଙ୍କୁ ସବୁବେଳେ କରଜର ଚିନ୍ତା ରହୁଛି ଏବଂ ସେହି ଟଙ୍କାକୁ ଦେଇ ପାରୁ ନାହାନ୍ତି ତେବେ ଆପଣ ମଙ୍ଗଳବାର ଦିନ ଦାନ କରନ୍ତୁ । ମଙ୍ଗଳବାର ଦିନ ତମ୍ବା, ସୁନା, କସ୍ତୁରୀ, ଗହମ, ନାଲି ଚନ୍ଦନ, ନାଲି ଗୋଲାପ, ସିନ୍ଦୁର, ମଧୁ, ନାଲି ଫୁଲ, ମୁସର ଡାଲି, ନାଲି କନିଆରି ଫୁଲ, ନାଲି ଲଙ୍କା, ନାଲି ପଥର, ନାଲି ରତ୍ନ । ଏହି ସବୁ ଜିନିଷକୁ ନିଜ ସାମର୍ଥ ହିସାବରେ ମନ୍ଦିର କିମ୍ବା କୌଣସି ଗରିବକୁ ଦାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ସମସ୍ୟାଗୁଡିକ ଦୂର ହୋଇଯିବ ।

ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ବୁନ୍ଦି ଲଡୁ ଦାନ କରନ୍ତୁ । ଏବଂ କଦଳି ଭୋଗ ଲଗାନ୍ତୁ । ଏହି ପ୍ରତିକାର କରି ହନୁମାନ ଜୀ ଖୁସି ହୁଅନ୍ତି । ଏବଂ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button