କେବଳ ଏହାକୁ ବାଟି ପିଇ ନିଅନ୍ତୁ, କିଡ୍ନୀ ଷ୍ଟୋନ ତରଳି ବାହାରିଯିବ

ଯେମିତି କି ଯଦି ଆପଣଙ୍କ ପେଟରେ ଷ୍ଟୋନ ହୋଇଛି ତେବେ ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗିବ, ଏହା ସହିତ ଶୌଚ ସମୟରେ କଷ୍ଟ ହେବା, ବହୁତ ଅଧିକ ଝାଳ ବାହାରିବା ଓ ବାନ୍ତି ଲାଗିବା ଭଳି ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ହୋଇଥାଏ । ଏହା ସହିତ ଅତ୍ୟଧିକ ଭିଟାମିନ-ଡ଼ି ର ସେବନ କରିବା କିମ୍ବା ଅନୟମିତ ଖାଦ୍ୟ ସେବନ କରିବା ଦ୍ଵାରା ବି କିଡନୀରେ ଷ୍ଟୋନ ହୋଇଥାଏ ।

ସଠିକ ସମୟରେ ଯଦି କିଡନୀରେ ଥିବା ଷ୍ଟୋନର ଉପଚାର କରିବେ ନାହିଁ ତେବେ ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଉପାୟ ନେଇ ଆସିଛୁ । ଯାହାକୁ ଯଦି ଆପଣ ସେବନ କରିବେ ତେବେ ଆପଣଙ୍କ ଷ୍ଟୋନ ଭଳି ସମସ୍ୟା ବହୁତ ସହଜରେ ଓ ଶୀଘ୍ର ଦୂର ହୋଇଯିବ । ଏହି ଆୟୁର୍ବେଦିକ ଉପାୟକୁ କରିବା ପାଇଁ ଆପଣଙ୍କୁ ଅମୃତଭଣ୍ଡାର ଚେର ଦରକାର ହେବ ।

କହିବାକୁ ଗଲେ ଅମୃତଭଣ୍ଡା ଗଛ ପ୍ରାୟତଃ ସମସ୍ତଙ୍କ ଘରେ ମିଳିଯିବ । ଆପଣ ଏହିଭଳି ଅମୃତଭଣ୍ଡାର ଚେର ଆଣନ୍ତୁ ଯାହା ମାଟି ତଳେ ପୋତି ହୋଇଥିବ । ଏହା ପରେ ଦୁଇଟି ଅମୃତଭଣ୍ଡାର ଚେରକୁ ଆଣି ଏହାକୁ ଭଲ ଭାବରେ ଧୋଇ ଗ୍ରାଇଡିଙ୍ଗ କରି ଦିଅନ୍ତୁ । ଏହା ପରେ ୬୦ ଗ୍ରାମ ନର୍ମାଳ ପାଣି ନିଅନ୍ତୁ । ଏହି ଅମୃତଭଣ୍ଡାର ଚେରର ପେସ୍ଟର ୬ ଗ୍ରାମ ଅର୍ଥାତ ଅଧ ଚାମଚ ଏହି ପାଣିରେ ମିଶ୍ରଣ କରନ୍ତୁ ।

ମନେ ରଖନ୍ତୁ କି ସବୁବେଳେ ସମସ୍ତ ଆୟୁର୍ବେଦିକ କିମ୍ବା ଘରୋଇ ଉପଚାରକୁ ସଠିକ ମାତ୍ରାରେ ଓ ସଠିକ ସମୟରେ ସେବନ କରିଲେ ହିଁ ଆପଣଙ୍କୁ ଏହାର ଲାଭ ମିଳିବ । ଏହା ପରେ ଏହାକୁ ଆପଣ ଛାଣି ଦିଅନ୍ତୁ । ଯଦି ଆପଣ ଏହି ମିଶ୍ରଣକୁ ସେବନ କରୁଛନ୍ତି ତେବେ ଆପଣଙ୍କ ଶରୀରରେ ଥିବା ଷ୍ଟୋନ ବହୁତ ସହଜରେ ବାହାରିଯିବ । କହିଦେଉଛୁ କି ସକାଳେ ଖାଲି ପେଟରେ ଏହି ଅମୃତଭଣ୍ଡାର ଚେରର ପେସ୍ଟକୁ ମିଶ୍ରଣ କରନ୍ତୁ । ଦିନକୁ ମାତ୍ର ଥରେ ହିଁ ଏହାକୁ ସେବନ କରନ୍ତୁ ।

୬ ଗ୍ରାମ ଅମୃତଭଣ୍ଡାର ଚେରର ପେସ୍ଟକୁ ୬୦ ଗ୍ରାମ ପାଣିରେ ଛାଣି ସକାଳେ ସମୟରେ ଖାଲି ପେଟରେ ସେବନ କରିବା ଦ୍ଵାରା ସମସ୍ତ ପ୍ରକାରର ଷ୍ଟୋନ ମେଲ୍ଟ ହୋଇ ବାହାରିଯିବ । କିଡନୀ ଷ୍ଟୋନ ଭଳି ସମସ୍ୟାରେ ଏହା ବହୁତ ଭଲ କାମ କରିଥାଏ । ଯଦି ଆପଣଙ୍କ ଷ୍ଟୋନର ସାଇଜ ଛୋଟ ଅଛି ତେବେ ଆପଣଙ୍କୁ ୩ ଦିନ ମଧ୍ୟରେ ଫରକ ନଜର ଆସିବ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ




