IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଭଗବାନ ହନୁମାନଙ୍କର ଏହି ୧୨ଟି ନାମରେ ଲୁଚି ରହିଛି ଚମତ୍କାର ଶକ୍ତି , ଜପ କରିବା ଦ୍ୱାରା ଦୂର ହୋଇଥାଏ ସମସ୍ତ କଷ୍ଟ

ରାମଭକ୍ତ ହନୁମାନ ସଦା ସର୍ବଦା ନିଜ ଭକ୍ତମାନଙ୍କର ରକ୍ଷା କରିଥାନ୍ତି। ଯେଉଁ ଭକ୍ତ ଭଗବାନ ହନୁମାନଙ୍କର ଶରଣକୁ ଯାଆନ୍ତି , ତାଙ୍କୁ କୌଣସି ବାଧା ଛୁଇଁ ପାରିବ ନାହିଁ। କଳିଯୁଗରେ ହନୁମାନ ଭଗବାନଙ୍କର ଭକ୍ତି ହିଁ ଲୋକମାନଙ୍କୁ ଦୁଃଖ ଏବଂ ସଙ୍କଟରୁ ରକ୍ଷା କରିବାରେ ସକ୍ଷମ ହୋଇଥାନ୍ତି। ହନୁମାନ ଭଗବାନ ଖୁବଶୀଘ୍ର ଖୁସି ହୋଇ ଯାଉଥିବା ଭଗବାନ ଅଟନ୍ତି। ହନୁମାନ ଭଗବାନଙ୍କର ୧୨ଟି ନାମକୁ ଅତ୍ୟନ୍ତ ପ୍ରଭାବଶାଳୀ ଭାବରେ ବିବେଚନା କରାଯାଇଛି। କୁହାଯାଏ ଯେ ଏହି ନାମ ଗୁଡିକୁ ଜପ କରିବା ଦ୍ୱାରା ସମସ୍ତ ଦୁଃଖକଷ୍ଟ ଦୂର ହୋଇଯାଏ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଜୀବନରେ କୌଣସି ଦୁଃଖକଷ୍ଟ ନ ଆସି , ସଫଳତା ଆପଣଙ୍କ ପାଦ ଚୁମ୍ବନ କରୁ , ତେବେ ଆପଣ ପ୍ରତ୍ୟେକ ଦିନ ହନୁମାନ ଭଗବାନଙ୍କର ୧୨ଟି ନାମକୁ ଜପ କରନ୍ତୁ।

Google

୧) ଓଁ ହନୁମାନ ୨) ଓଁ ଅଞ୍ଜନୀସୁତ ୩) ଓଁ ବାୟୁପୁତ୍ର ୪) ଓଁ ମହାବଳ ୫) ଓଁ ରାମେଷ୍ଠ ୬) ଓଁ ଫାଲ୍ଗୁଣ ସଖା ୭) ଓଁ ପିଙ୍ଗାକ୍ଷ ୮) ଓଁ ଅମିତ ବିକ୍ରମ

୯) ଓଁ ଉଦାଧିକ୍ରମଣ ୧୦) ଓଁ ସୀତା ଶୋକ ବିନାଶନ ୧୧) ଓଁ ଲକ୍ଷ୍ମଣ ପ୍ରାଣଦାତା ୧୨) ଓଁ ଦଶାଗ୍ରୀବ ଦର୍ପହା ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ ନିଶ୍ଚିତ କରନ୍ତୁ ଓ ଏହାକୁ ସେଆର କରନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ “ଜୟ ହନୁମାନ ” ଅବଶ୍ୟ ଲେଖନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button