IBN ଓଡ଼ିଶା ବ୍ୟୁରୋ

ସାଇବାବାଙ୍କ ବ୍ରତର ପୂଜା ଏହି ବିଧି ପୂର୍ବକ କରନ୍ତୁ। ପୂରଣ ହେବ ସବୁ ମନସ୍କାମନା

ସାଇବାବାଙ୍କ ପୂଜାର୍ଚ୍ଚନା କରିବା ଦିନ ଗୁରୁବାର ହୋଇଥାଏ। ଏହିଦିନ ଲୋକେ ନିଜର ମନସ୍କାମନା ପୂରଣ କରିବା ପାଇଁ ସାଇବାବାଙ୍କୁ ପୂଜାର୍ଚ୍ଚନା କରି ଥାନ୍ତି। ମାନ୍ୟତା ରହିଛି କି ଅପରମ୍ପାର ସାଇନାଥଙ୍କ ମହିମା ଅଟେ। ସାଇବାବାଙ୍କ ପୂଜାର୍ଚ୍ଚନା କରିବା ଦିନ ଗୁରୁବାର ହୋଇଥାଏ। ଏହିଦିନ ଲୋକେ ନିଜର ମନସ୍କାମନା ପୂରଣ କରିବା ପାଇଁ ସାଇବାବାଙ୍କୁ ପୂଜାର୍ଚ୍ଚନା କରି ଥାନ୍ତି। ମାନ୍ୟତା ରହିଛି କି ଅପରମ୍ପାର ସାଇନାଥଙ୍କ ମହିମା ଅଟେ। ସାଇବାବାଙ୍କ ପୂଜାର୍ଚ୍ଚନା କରିବା ଦିନ ଗୁରୁବାର ହୋଇଥାଏ। ଏହିଦିନ ଲୋକେ ନିଜର ମନସ୍କାମନା ପୂରଣ କରିବା ପାଇଁ ସାଇବାବାଙ୍କୁ ପୂଜାର୍ଚ୍ଚନା କରି ଥାନ୍ତି। ମାନ୍ୟତା ରହିଛି କି ଅପରମ୍ପାର ସାଇନାଥଙ୍କ ମହିମା ଅଟେ। କେବେବି ଜାତି ବର୍ଣ୍ଣ ଆଦିକୁ ନେଇ ଭେଦଭାବ ସାଇବାବା କାହା ସହିତ କରି ନଥିଲେ। ସାଇବାବାଙ୍କ ଭକ୍ତଙ୍କ ସଂଖ୍ୟା ଆଜି ଦୁନିଆରେ ଅଧିକ ରହିଛି। ମାନ୍ୟତା ରହିଛି କି ସତ ମନରେ ଯଦି କୌଣସି ବ୍ୟକ୍ତି ଶ୍ରଦ୍ଧାର ସହିତ ସାଇବାବାଙ୍କୁ ପ୍ରାର୍ଥନା କରେ ତାହେଲେ ସେ ତାଙ୍କ ଭକ୍ତଙ୍କ ପାଖକୁ ଆସିଥାନ୍ତି। କିନ୍ତୁ ସାଇବାବାଙ୍କ ବିଶେଷ କୃପା ଗୁରୁବାର ଦିନ ବ୍ରତ ରଖୁଥିବା ଭକ୍ତଙ୍କ ଉପରେ ରହିଥାଏ। ଚାଲନ୍ତୁ ଆମେ ଆପଣଙ୍କୁ ସାଇବାବାଙ୍କ ପୂଜାବିଧି ବିଷୟରେ।

ଗୁରୁବାର ଦିନର ବ୍ରତ ପୂଜା ବିଧି –

ଗୁରୁବାର ଦିନ ସାଇବାବାଙ୍କ ପାଇଁ ଭକ୍ତ ବ୍ରତ ରଖି ଥାନ୍ତି। ସେହିଦିନ ସକାଳୁ ଉଠି ସ୍ନାନ ଆଦି ସାରି ବିଧି ପୂର୍ବକ ପୂଜା କରିବା ଉଚିତ ନୁହେଁ। ସାଇବାବାଙ୍କ ପୂଜା ଆପଣ ସନ୍ଧ୍ୟା ସମୟରେ କରି ପାରିବେ। ସାଇବାବା ଙ୍କ ପୂଜା ପୂର୍ବରୁ ତାଙ୍କ ମୂର୍ତ୍ତିକୁ ସଫା କପଡାରେ ସଫା କରି ମୂର୍ତ୍ତି ତଳେ ହଳଦିଆ କପଡା ରଖି ଦିଅନ୍ତୁ। ଏହାପରେ ଘିଅର ଦୀପ ଜଳାଇ ସାଇବାବାଙ୍କ ମୂର୍ତ୍ତି ଆଗରେ ରଖନ୍ତୁ। ଏହାପରେ ସାଇବାବାଙ୍କ ଧ୍ୟାନ କରି ବ୍ରତର ସଂକଳ୍ପ ନିଅନ୍ତୁ ଏବଂ ବ୍ରତ କଥା ଶୁଣନ୍ତୁ। ହଳଦିଆ ରଙ୍ଗର ଫୁଲ ମାଳ ପୂଜା ସମୟରେ ବାବାଙ୍କ ମୂର୍ତ୍ତିକୁ ପିନ୍ଧାନ୍ତୁ। ଏହାପରେ ବେସନ ଲଡୁ ବା ଅନ୍ୟ କୌଣସି ମିଠା ସାଇବାବାଙ୍କୁ ଆରତୀ ପରେ ଭୋଗ ଲଗାନ୍ତୁ। ଏହାପରେ ସବୁକୁ ପ୍ରସାଦ ରୂପରେ ବାଣ୍ଟି ଦିଅନ୍ତୁ।

ବ୍ରତ କିପରି କରିବେ –

ସାଇବାବାଙ୍କ ବ୍ରତର ବିଧି ଅଧିକ ସାଧାରଣ ଏବଂ ସୁବିଧା ଅଟେ। ଫଳ ଆହାର କରି ପାରିବେ। ଦୁଧ, ଚାହା , ଫଳ, ମିଠା ଆଦି ବ୍ରତ ମଧ୍ୟରେ ସେବନ କରି ପାରିବେ । କହିବାକୁ ଗଲେ ଏହି ବ୍ରତ ସମୟରେ ଥରେ ଭୋଜନ କରିବା ଆବଶ୍ୟକ। କିନ୍ତୁ ଏହି ବ୍ରତ କରିବା ସମୟରେ ଭୋକରେ ରୁହନ୍ତୁ ନାହିଁ। ବ୍ରତ କରିଥିବା ଦିନ ସାଇବାବାଙ୍କ ମନ୍ଦିର ଯାଇ ଦର୍ଶନ କରନ୍ତୁ। ଯଦି ସମ୍ଭବ ନୁହେଁ ତାହେଲେ ଶ୍ରଦ୍ଧା ପୂର୍ବକ ଘରେ ମଧ୍ୟ କରି କରିବେ। ଯଦି ସ୍ତ୍ରୀ ମାନଙ୍କର ମାସିକ ସମସ୍ୟା ରହିଛି , ସେହି ପାଇଁ ବ୍ରତ ରଖି ପାରୁ ନାହାନ୍ତି ତାହେଲେ ୯ ଟି ଗୁରୁବାର ଗଣିବା ସମୟରେ ସେହି ଗୁରୁବାରକୁ ନିଅନ୍ତୁ ନାହିଁ। ଏହା ବଦଳରେ ଆଗାମୀ ଗୁରୁବାର ନେଇ ଯାଆନ୍ତୁ।

ଏହା ହେଉଛି ବ୍ରତ ଉଦ୍ୟାପନର ବିଧି –

ସାଇବାବାଙ୍କ ବ୍ରତର ସଂଖ୍ୟା ୯ ଅଟେ। ସାଇବାବାଙ୍କ ଶେଷ ବ୍ରତ ସମୟରେ ଅସହାୟ ଲୋକଙ୍କୁ ଭୋଜନ କରାନ୍ତୁ ଏବଂ ଦାନ ଦିଅନ୍ତୁ। ଏହାଛଡା ସାଇ ବ୍ରତର ବହି ସମ୍ପର୍କୀୟ ଏବଂ ପଡୋଶୀ ମାନଙ୍କୁ ୫ , ୧୧ ଏବଂ ୨୧ ଭେଟରେ ଦିଅନ୍ତୁ। ଏଭଳି ଭାବରେ ସାଇବାବାଙ୍କ ବ୍ରତ ଉଦ୍ୟାପନ କରାଯାଏ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ସାଇ ରାମ ” ଅବଶ୍ୟ ଲେଖି ଦିଅନ୍ତୁ । ସାଇ ବାବାଙ୍କ କୃପାରୁ ଆପଣଙ୍କ ଘର ପରିବାର ଖୁସିରେ ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button