IBN ଓଡ଼ିଶା ବ୍ୟୁରୋ

ପ୍ରତିଦିନ 1 ଗ୍ଳାସ ପିଅନ୍ତୁ, ପେଟର ଚର୍ବି ଘିଅ ଭଳି ତରଳିଯିବ

ବନ୍ଧୁଗଣ ମୋଟପା ଆମ ଶରୀର ଉପରେ ଓ ଆମ ସ୍ୱାସ୍ଥ୍ୟ ଉପରେ ଖୁବ ଗମ୍ଭୀର ପ୍ରଭାବ ପକାଇ ଥାଏ । ମୋଟାପା କାରଣ ରୁ ଆମ ଶରୀରରେ ଏଲଡେଲ କୋଲୋଷ୍ଟ୍ରୋଲ ବଢିଯାଇଥାଏ । ଏପରିକି ବ୍ଲଡ ପ୍ରେସର ମଧ୍ୟ ବଢି ପାରେ । ତାହାଛଡା ଡାଇବେଟିସ ମଧ୍ୟ ହୋଇ ପାରେ । କୌଣସି ବ୍ୟକ୍ତି  ନିଜ ଇଛା ରେ ମୋଟା ହୋଇ ନଥାଏ । ପ୍ରତ୍ଯେକ ବ୍ୟକ୍ତି ର ଇଛା ଥାଏ କି ସେ ଯେପରି ଅଧିକ ରୁ ଅଧିକ ଦିନ ତା ଜୀବନ କୁ ସୁଖ ରେ ଜାପନ କରୁ ।

କିନ୍ତୁ ଆମ ମାନଙ୍କର ଜୀବନ ଶୈଳୀରେ କିଛି ଆସିଥିବା ପରିବର୍ତ୍ତନ ର କାରଣ ରୁ ଆମ ମାନଙ୍କୁ ମୋଟାପା ଭଳି ସମସ୍ଯା ର ସମ୍ମୁଖୀନ ହେବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏଭଳି ରେମିଡି ଟିକୁ ନେଇ କରି ଆସିଛୁ, ଯାହାକୁ ବ୍ୟବହାର କରି ଆପଣ ନିଜ ଶରୀର ରୁ ଅତ୍ୟାବଶ୍ୟକ ଚର୍ବି କୁ ଖୁବ ଶୀଘ୍ର ନିଷ୍କାସିତ କରି ପାରିବେ ।

ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ଆବଶ୍ୟକ ପଡିବ, କିଛି ଜୀରା କିଛି ଲବଙ୍ଗ ଓ କିଛି ଡାଲଚିନି । ଏହି ସମସ୍ତ ସାମଗ୍ରୀ ଆପଣ ଙ୍କୁ ଅତି ସହଜ ରେ ନିଜ ରୋଷେଇ ଘରେ ପ୍ରାପ୍ତ ହୋଇଯିବ । ବନ୍ଧୁଗଣ ଏଥିରେ ବ୍ୟବହାର କରାଯାଇଥିବା ଲବଙ୍ଗ ଶରୀର ରେ ଥିବା ଅତ୍ୟଧିକ ଚର୍ବି କୁ ଦୂର କରିଥାଏ ।

ଜୀରା ଆପଣ ଙ୍କର ଶରୀର ରେ ପାଚନ ଶକ୍ତି କୁ ସୁଦୃଢ କରିଥାଏ ଓ ଡାଲଚିନି ପେଟ କୁ ଅତ୍ୟଧିକ ଖାଦ୍ଯ ଖାଇବାରୁ ରକ୍ଷା କରିଥାଏ । ବନ୍ଧୁଗଣ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଏହି ତିନୋଟି ସାମଗ୍ରୀ କୁ ସମ ପରିମାଣ ରେ ନେଇ ତାହାକୁ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏହାର ଏକ ମିଶ୍ରିତ ଗୁଣ୍ଡ ପ୍ରସ୍ତୁତ ହୋଇଯିବ । ଏହାକୁ ଏକ ଜାରରେ ଭଲ ଭାବରେ ଷ୍ଟୋର କରି ରଖିଦେବେ । ଏହା ପରେ ଏକ ଗ୍ଳାସ ପାଣି ରେ ଏକ ଚାମଚ ଏହି ଗୁଣ୍ଡ କୁ ମିଶ୍ରିତ କରି ଦେଇ ତାହାକୁ 45 ମିନିଟ ପାଇଁ ଭଲ ଭାବରେ ଫୁଟାଇ ଦିଅନ୍ତୁ । ଏହା ଭଲ ଭାବରେ କିଛି ସମୟ ଫୁଟିଲା ପରେ ଏହାର ମାତ୍ରା କମି ଯାଇଥାଏ ।

ଏହା ପରେ ଏହାକୁ ଗ୍ଯାସ ରୁ କାଢି ଆଣି ଏହାକୁ ଏକ କପ ରେ ଛାଣି ନିଅନ୍ତୁ । ଏହା ହାଲ୍କା ଉଷୁମ ଥିବା ଅବସ୍ଥା ରେ ଏଥିରେ ସ୍ଵାଦ ପାଇଁ ଏକ ଚାମଚ ମହୁ ମିଶ୍ରିତ କରି ନିଅନ୍ତୁ । ଯଦି ଆପଣଙ୍କୁ ଡାଇବେଟିସ ବା ସୁଗାର ଭଳି କିଛି ସମସ୍ଯା ଥାଏ ତେବେ ଆପଣ ମହୁ ସ୍ଥାନରେ ସୁଗାର ଫ୍ରି ଟାବ୍ଲେଟ ମଧ୍ୟ ଏଥିରେ ମିଶାଇ ପାରିବେ । ବନ୍ଧୁଗଣ ଏହି ଉପଚାର ଟିକୁ ଆପଣ ପ୍ରତିଦିନ ସକାଳେ ଖାଲି ପେଟ ରେ ସେବନ କରନ୍ତୁ । ଦେଖିବେ ଖୁବ ଶୀଘ୍ର ଆପଣ ଙ୍କର ମୋଟାପ ମୂଳ ରୁ ଶେଷ ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ଉପଚାର ଟି ଭଲ ଲାଗିଥାଏ ତେବେ ଆପଣ ଆମର ଏହି ଉପଚାର ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button