ଭେରିକୋଜ ଭେନସ, ଶିର ଦୁର୍ବଳତା, ଦବି ଯାଇଥିବା ଶିର ଏବଂ କଷ୍ଟରୁ ତୁରନ୍ତ ଆରାମ ପାଆନ୍ତୁ
ଆପଣ ଜାଣି ଥିବେ ଜୁଆଣୀ ପତ୍ର ଖୁବ ସହଜରେ ଅନେକ ଙ୍କ ବାରିରେ ପାଇବେ । ଏହାକୁ ଆମେ ଅନେକ ସମୟରେ ଅନେକ ଜାଗାରେ ବ୍ୟବହାର କରିଥାଉ ଆପଣ ଜାଣି ଥିବେ କି ଏହାକୁ ଆପଣ ଅନ୍ଲାଇନ ମଧ୍ୟ ମଗେଇ ପାରିବେ କେବଳ ସେତିକି ନୁହେଁ ଏହାକୁ ଆପଣ ପାଖ ନରସେରି ରୁ ମଧ୍ୟ ଆଣି ପାରିବେ । ଆପଣ ଏହାକୁ ଆଣିକି ଏହାର ଏକ ଦଳ କୁ ନିଜ ଘର ଅଗଣାରେ ଲଗାଇ ଦିଅନ୍ତୁ ଦେଖିବେ ସବୁ ଆଡେ ଏହା ନିଜର ଔଷଧର ବାତାବରଣ ଆରମ୍ଭ କରି ଦେବ ।
ଏହାକୁ ନିଶ୍ଚିତ ଭାବେ ଲଗାନ୍ତୁ । ଏହାକୁ ଆପଣ ଲଗାଇବା ଦ୍ଵାରା ଆପଣ ବହୁତ କିଛି ରୁ ଫାଇଦା ପାଇବେ ଏହା ଦ୍ଵାରା ଆପଣଙ୍କ ଚରମ ରୋଗ ଭଲ ହୋଇଯିବ, ଏହା ସହ ସିରା ର ସମସ୍ଯା ପାଇଁ ଏହା ମଧ୍ୟ ଖୁବ ଭଲ ଅଟେ ଏହା ଆମକୁ ଥଣ୍ଡା ଓ କାଶ ରୁ ମଧ୍ୟ ବଞ୍ଚାଇ ଥାଏ ଏହା ସହ ଏହା ଆମକୁ ପେଟ ରୋଗରୁ ମଧ୍ୟ ମୂକତି ଦେଇ ଥାଏ ।
ଆପଣ ପ୍ରଥମେ ଏହାକୁ ଅଧା ତାଟିଆ ଜୁଆଣୀ ନିଅନ୍ତୁ । ଏହାକୁ ନେଇକି ଆପଣ ଏହାକୁ ସଫା କରି ନିଆଟୁ । ଆପଣ ପାଣି ନେଇକି କିଛି ଗ୍ଯାସ ରେ ବଶାନ୍ତୁ । ଯେଉଁ ସମୟରେ ଏହା ଫୁଟିବା ଆରମ୍ଭ ହୋଇଯିବ ଆପଣ ଏହି ପତ୍ର କୁ ନେଇକି ପକାନ୍ତୁ ।
ଆପଣ ଏକ ଗ୍ଳାସ ପାଣି କୁ ଅଧା ଗ୍ଳାସ ପାଣି ହେବା ଯାଏ ଫୁଟାଇ ନେବେ । ଏହା ସଂପୂର୍ଣ୍ଣ ରୂପେ ଫୁଟିବା ଆରମ୍ଭ ହୋଇଗଲେ ଆପଣ ଭାବିବେ କି ଏହା ଯେଉଁ ଭଳି ତେଲ କୁ ବାହାରକୁ ଛାଡୁଛି । ଏହା କୁ ଆପଣ ପରେ କାଢି ନେଇକି ଥଣ୍ଡା କରିନେବେ ଏହା ପରେ ଆପଣ ଏହା ମଧ୍ୟରେ କିଛି ଅଲିଭ ଅଏଲ ପକାଇ ପାରିବେ ।
ଏହା ଆପଣଙ୍କୁ କେଉଁ ଭି ମେଡ଼ିସିନ ଦୋକାନ ରୁ ପାଇଯିବେ । ଆପଣ ଏହାକୁ ଭଲ ଭାବେ ମିଶାଇ ସାରିବା ପରେ କିଛି ଚାମଚ ଆଉ ଏକ ପାତ୍ର କୁ କାଢି ନିଅନ୍ତୁ ବାକି ଜିନିଷ କୁ ଆପଣ ଫ୍ରୀଜ ରେ ରଖୀ ଦ୍ଦିଅନ୍ତୁ ।
ଏହା ପରେ ଆପଣ ଏକ ତୁଳା ସାହାଯ୍ୟରେ ଆପଣ ଏହାକୁ ଯେଉଁ ଜାଗାରେ ଭେରୀକଜ ଭେଁ ହୋଇଛି ସେହି ଜାଗାରେ ଏହାକୁ ଲଗାଇ ଦିଅନ୍ତୁ । ଆପଣ ଏହାକୁ ଦେଖିବେ କି ଏହା ଆମକୁ ଖୁବ ଭଲ ପରିଣାମ ଦେବ ଆପଣଙ୍କ ଗଣ୍ଠିରେ ଯଦି କିଛି ଯନ୍ତ୍ରଣା ଥାଏ ତେବେ ଏହା ଆମକୁ ଭଲ ପରିଣାମ ଦେବ ।
ଜ୍ଜେତେ ଦିନର ଗଣ୍ଠି ବିନ୍ଧା ହେଲେ ମଧ୍ୟ ଏହା ତୁରନ୍ତ ଭଲ ହୋଇଯିବ , ଏହାକୁ ଆପଣ ସବୁ ଦିନ ରାତିରେ ଶୋଇବା ଅବେଳେ ଯଦି ଲେଗେଇବେ ତେବେ ଏହା ଆପଣଙ୍କୁ ଭଲ ପରିଣାମ ଦେବ ।