ଅପରାଧ
ପ୍ରଶ୍ନପତ୍ର ଲିକ ମାମଲା : ଆଉ ୮ ଗିରଫ – Ibnodisha

[ad_1]
ବ୍ୟୁରୋ : OSSC ପ୍ରଶ୍ନପତ୍ର ଲିକ ମାମଲାରେ ଆଉ ୮ ଦଲାଲ ଗିରଫ | ଓଡିଶା ର ବିଭିନ୍ନ ଜିଲ୍ଲାରୁ ଆଉ ୮ ଜଣଙ୍କୁ ଗିରଫ କଲା ବାଲେଶ୍ୱର ପୋଲିସ | ୮ ଜଣଙ୍କୁ ଗିରଫ ନେଇ ବାଲେଶ୍ୱର ପୋଲିସ ପକ୍ଷରୁ ସୂଚନା | ପ୍ରଶ୍ନପତ୍ର ଲିକ ମାମଲାରେ ମୋଟ ୨୫ ଜଣଙ୍କୁ ଗିରଫ କଲା ପୋଲିସ |
[ad_2]




