ରାଜନୀତି

‘ବବି ଦାସ କହିଥିଲେ ୪ ତାରିଖରେ ତୁମର ବିଚାର କରାଯିବ’

ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ସାଂଘାତିକ ବୟାନ ଦେଲେ ମମତା ମହାନ୍ତ । ବିଜେଡି ଓ ରାଜ୍ୟସଭା ଛାଡ଼ି ବିଜେପିରେ ମିଶିବା ପରେ ମମତାଙ୍କ ବଡ଼ ମନ୍ତବ୍ୟ। କହିଲେ, ୪ରେ ତୁମ ହିସାବ କରାଯିବ ବୋଲି ବବି କହିଥିଲେ। ରାଜ୍ୟସଭାରୁ ତୁମକୁ ବାହାର କରାଯିବ ବୋଲି ବବି କହିଥିବା ମମତା କହିଛନ୍ତି।ମମତା ଆହୁରି କହିଛନ୍ତି, ୨୦୨୦ ମସିହାରେ ରାଜ୍ୟସଭାକୁ ମନୋନୀତ ହୋଇଥିଲି।

ତା’ପରଠାରୁ ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସବୁକିଛି ଠିକ୍ଠାକ୍ ଚାଲିଥିଲା। ଲୋକଙ୍କ ପାଇଁ ସେବା କରୁଥିଲି। ପଞ୍ଚାୟତ ନିର୍ବାଚନ ପରେ ଅଣଦେଖା ହେଲା ପରି ମୁଁ ଅନୁଭବ କରିଥିଲି। ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଅଣଦେଖା ହେଲି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button