ରାଜ୍ୟ

ରାତିସାରା ତଳେ ବସିଛି ବର୍ଷକର ଛୁଆ, ଉପରେ ଝୁଲୁଛି ମା’

ନିଛାଟିଆ ଜାଗାରେ ଛୁଆକୁ ତଳେ ବସେଇ ଦେଇ ମା’ ନିଜକୁ ଶେଷ କରିବାକୁ ଯାଉଥିବା ବେଳେ ଥରେ ବି ଅଟକାଇନି ମମତା। ନିଷ୍ପାପ ବର୍ଷକର କଅଁଳ ଶିଶୁ, ଦୁନିଆ କ’ଣ ବୁଝିନି ସେ । ମା ଶବ ପଖରେ ବସି ବିସ୍କୁଟ ଖାଉଛି କିନ୍ତୁ ତା’ ମୁଣ୍ଡରେ ଦୁଃଖର ପାହାଡ଼ ଛିଣ୍ଡି ଗଲାଣି ବୋଲି ସେ ଜାଣିନି। ଏପରି ହୃଦୟ ବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ କାକୁଡ଼ିଆ ଗାଁରେ।

Related Articles

Leave a Reply

Your email address will not be published. Required fields are marked *

Back to top button