ରାଜନୀତି
ମୟୂରଭଞ୍ଜ ବଦଳରେ ଯାଜପୁରରେ ସାଂସଦ ପାଣ୍ଠିକୁ ଖର୍ଚ୍ଚ କରିବାକୁ ବାଧ୍ୟ କରୁଥିଲେ ବବି !

ମୟୂରଭଞ୍ଜ ବଦଳରେ ଯାଜପୁରରେ ପାଣ୍ଠି ଖର୍ଚ୍ଚ କରିବାକୁ ଚାପ ପକାଯାଉଥିଲା କି ? ମୟୁରଭଞ୍ଜର ବିକାଶ ପାଇଁ ଅଣ୍ଟା ଭିଡିଥିଲେ ତତ୍କାଳୀନ ରାଜ୍ୟସଭା ସାଂସଦ ମମତା ମହାନ୍ତ। କୁଡୁମି ସମ୍ପ୍ରଦାୟ ସମେତ ବିଭିନ୍ନ ଜନଜାତିଙ୍କ ବିକାଶ ପାଇଁ ନିଜ ସାଂସଦ ପାଣ୍ଠି ଖର୍ଚ୍ଚ କରିବାକୁ ଯୋଜନା କରିବା ସହ କେଉଁଠି କେତେ ଟଙ୍କା ବ୍ୟୟ ହେବ ତାର ରୂପରେଖ ପ୍ରସ୍ତୁତ କରିଥିଲେ।