ରାଜନୀତି
ଏବେ ରାଜନୀତି କରନ୍ତୁ : ମନମୋହନ – Ibnodisha

[ad_1]
ଭୁବନେଶ୍ୱର : ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟା ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା । ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଚାକିରି ସହ ରାଜନୀତି କୁ ଆମେ ବିରୋଧ କରୁଥିଲୁ । ଆମେ ବ୍ୟକ୍ତିକୁ ନୁହେଁ , ବ୍ୟବସ୍ଥାକୁ ବିରୋଧ କରିଥିଲୁ । ଚକିରି ଛାଡି ସମସ୍ତେ ରାଜନୀତି କରିପାରିବେ, ଏବେ କରନ୍ତୁ । ବିଜେଡି ଦାୟିତ୍ୱ ଦେଉ , ସେଥିରେ କିଛି ଅସୁବିଧା ନାହିଁ । ବିଜେପି ନୀତି ଆଦର୍ଶ ଓ ଜନ ଅନ୍ତୋଷକୁ ନେଇ ନିର୍ବାଚନ ଲଢିବ ।
[ad_2]