IBN ଓଡ଼ିଶା ବ୍ୟୁରୋ
ନିଜକୁ ନିଜେ ଖାଉଛି ସାପ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସାପ ଭିଡିଓ ଭାଇରାଲ ହୋଇଥାଏ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ନିଜେ ନିଜକୁ ଖାଉଥିବା ଦେଖିବାକୁ ମିଳୁଛି । ଏହି ଦୃଶ୍ୟ କିଛି ଲୋକଙ୍କୁ ବିଚଳିତ କରିପାରେ । ଏହା ଅତି ବିରଳ ଏବଂ ବିଚିତ୍ର ଘଟଣା । ସାପଟି ଶେଷ ସୁଦ୍ଧା ନିଜକୁ ଅଧା ଖାଇଦେଉଛି ।




