IBN ଓଡ଼ିଶା ବ୍ୟୁରୋ

ଝିଅଟି କଲା ୱାର୍ଲ୍ଡ ରେକର୍ଡ – 1 ମିନିଟ୍ ରେ କରି ଦେଖେଇଲା ଏମିତି କାମ

ସାଧାରଣତଃ ଆପଣ ଦେଖିଥିବେ କି ଲୋକ ମାନେ ଡ୍ରେସ ପିନ୍ଧିବା ପାଇଁ ବହୁତ ସମୟ ନେଇଥାନ୍ତି। ଜଣେ ଲୋକକୁ ଅତି କମରେ ୫ ରୁ ୧୦ ମିନିଟ୍ ଲାଗିଥାଏ ଡ୍ରେସ ବଦଳିବା ପାଇଁ। କିନ୍ତୁ ଗୋଟେ ସ୍ତ୍ରୀ ଲୋକ ଏହି କାମକୁ ଅଧିକ ସମୟ ନେଇଥାନ୍ତି। ସେଥିପାଇଁ କେବେ କେବେ ତାଙ୍କୁ ଅତି କମରେ ଘଂଟାଏ ଉପରେ ଲାଗିଥାଏ। ଏକଥା ଆପଣ ଜାଣିଲେ ଆପଣ ବିଶ୍ୱାସ କରିପାରିବେନି କି ଜଣେ ମହିଳା ଏକ ମିନିଟ୍ ରେ ହିଁ ଡ୍ରେସ ଚେଞ୍ଜ କଲେ।

ଝିଅଟି ଏମିତି କଲା ଓ୍ୱାଲ୍ଡ ରେକର୍ଡ

ସେ ଗୋଟେ କି ଦୁଇଟା ନୁହେଁ ବରଂ ୧ ମିନିଟରେ ପୁରା ୧୮ ଟି ଡ୍ରେସ ଚେଞ୍ଜ କଲେ। ଏହି ଅସମ୍ଭବକୁ ସମ୍ଭବ କରିଛନ୍ତି ଚିନ୍ ରେ ରହୁଥିବା ଏବରି ଚୀନ୍ ଓ ସିଲଭା ଲିଁ, ଯାହାଙ୍କ ନାମ ଏକ ମିନିଟ୍ ରେ ସବୁଠାରୁ ଅଧିକ ଡ୍ରେସ ଚେଞ୍ଜ କରିବାର ବିଶ୍ଵ ରେକର୍ଡ ରେ ସାମିଲ୍ ହେଇଛି।

ମିଳିଥିବା ଖବର ହିସାବର, ଗିନିଜ୍ ବିଶ୍ଵ ରେକର୍ଡ ଦ୍ଵାରା କରାଯାଇଥିବା ଏକ ପ୍ରୋଗ୍ରାମ ରେ ଏବରୀ ଚୀନ୍ ଓ ଶିଲଭା ଲିମ୍ ଏହି ରେକର୍ଡ ହାସିଲ୍ କରିଥିଲେ। ସେମାନେ ଷ୍ଟେଜ ଉପରେ ୧ ମିନିଟ୍ ରେ ୧୮ ଟି ଡ୍ରେସ ବଦଳାଇବା ପରେ ପୁରୁଣା ରେକର୍ଡକୁ ଭାଙ୍ଗି ନିଜ ପାଇଁ ନୂଆ ରେକର୍ଡ କରିଥିଲେ। ଏହାପୂର୍ବରୁ ଗୋଟେ ମିନିଟ୍ ରେ ୧୬ ଡ୍ରେସ ଚେଞ୍ଜ କରିବା ପୁରୁଣା ରେକର୍ଡ ରେ ଥିଲା

 

ଯାଦୁଗର କାମ କରୁଥିବା ଲୋକଟି କଲାଏବରି ଚୀନ୍ ଓ ସିଲବା ଲୀମ୍ ଯାଦୁଗର କାମ କରନ୍ତି, ସେ ୨ ଜଣ ପାଞ୍ଚ ବର୍ଷ ହେଲା ବହା ହେଇ ସାରିଲେଣି। ସେ ଏକ interview ରେ କହିଥିଲେ କି ସେ ଦୁଇ ଜଣଙ୍କର ଲକ୍ଷ ଥିଲା ଏହି ବିଶ୍ବ ରେକର୍ଡ ବନେଇବା। ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି କେମିତି ସେ ସାଙ୍ଗେ ସାଙ୍ଗେ ଏହି ଡ୍ରେସ୍ ଚେଞ୍ଜ କରୁଛନ୍ତି।

 

ଆଉ ସବୁଥର ଆପଣ ଦେଖିବେ କି ଅଲଗା ଅଲଗା ଡ୍ରେସ କଲର୍ ଆଉ ଡିଜାଇନ୍ ପିନ୍ଧୁଛନ୍ତି। ଏହି ରେକର୍ଡ।

 

ତାଙ୍କର ଏହି ପର୍ଫରମାନସ ଏତେ ଭଲ ଥିଲା କି ଦେଖୁଥିବା ସମସ୍ତ ଦର୍ଶକ ଆଶର୍ଯ୍ୟ ହେଇ ବାଃ ବାଃ କରିଥିଲେ। ଆଉ ଚମକିପଡିଥିଲେ କି ଏ ଝିଅଟି ଏ ଚମତ୍କାର ଟି କେମିତି କରୁଛି।

ଦେଖନ୍ତୁ ଏହି ଶାନଦାର ଭିଡିଓଟିକୁ ଆଉ ଶିଖନ୍ତୁ କେମିତି କମ୍ ସମୟରେ ଡ୍ରେସ୍ ବଦାଳିବେ

Related Articles

Leave a Reply

Your email address will not be published. Required fields are marked *

Back to top button